ରୁଟି କେଉଁ ଗ୍ଯାସ ଦ୍ଵାରା ଫୁଲିଥାଏ ? ଏହିଭଳି ଆହୁରି Interesting GK Question with Answer

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଆଗକୁ ବଢିବା ସହ ବହୁତ କିଛି କଥା ଶିଖିବାକୁ ପାଇଥାଏ । ତେଣୁ ଜୀବନ ଆଗକୁ ବଢିବା ସହ ଜ୍ଞାନ ମଧ୍ୟ ବଢିବାକୁ ଲାଗିଥାଏ । ମଣିଷ ଦୁନିଆର ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ହେବାର ମହତ୍ଵ ରଖନ୍ତୁ । କାରଣ ମଣିଷ ସବୁ ବିଷୟରେ ଜ୍ଞାନୀ ହୋଇଥିବାରୁ ମଣିଷକୁ ଶ୍ରେଷ୍ଠ କୁହାଯାଉଛି । ତେଣୁ ଆପଣ ସର୍ବଦା ଜ୍ଞାନ ଆହରଣ କରିବା ଉଚିତ ଯେଉଁଠାରୁ କିଛି ଭଲ ଶିଖିବା ପାଇଁ ମିଳୁଛି ତାହାକୁ ଗ୍ରହଣ କରିବା ଉଚିତ ଯାହା ଆପଣଙ୍କ ପାଇଁ ହିଁ ଫଳଦାୟୀ ରହିବ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନର ଉତ୍ତର ।

1- କେଉଁ ଦେଶରେ କୁକୁର ମାନଙ୍କୁ ପୂଜା କାରାଯାଏ ? ଉତ୍ତର: ନେପାଳ ଦେଶରେ କୁକୁର ମାନଙ୍କୁ ପୂଜା କରାଯାଏ ।

2- କେଉଁ ପଶୁର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ ? ଉତ୍ତର: ହିପୋର କ୍ଷୀର ଗୋଲାପି ରଙ୍ଗର ଅଟେ ।

3- ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟି ଅଟେ ? ଉତ୍ତର: ଭାରତର ସବୁଠାରୁ ଛୋଟ ରାଜ୍ୟ ହେଉଛି ଗୋଆ ।

4- ଭାରତ ରତ୍ନ କାହାଦ୍ୱାରା ଦିଆଯାଇଥାଏ ? ଉତ୍ତର: ଭାରତ ରତ୍ନ ଭାରତର ରାଷ୍ଟ୍ରପତିଙ୍କ ହାତରେ ଦିଆଯାଇଥାଏ ।

5- କେଉଁ ଫୁଲ ବାର ବର୍ଷରେ ଥରେ ଫୁଟିଥାଏ ? ଉତ୍ତର: ନିଳକୁରିଜି ଫୁଲ ବାର ବର୍ଷରେ ଥରେ ଫୁଟିଥାଏ ।

6-  ଶାନ୍ତିର ପ୍ରତୀକ କେଉଁ ପକ୍ଷୀକୁ ମନାଯାଏ ? ଉତ୍ତର: ପାରକୁ ଶାନ୍ତିର ପ୍ରତୀକ ବୋଲି ମନାଯାଏ ।

7- କେଉଁ ଦେଶରେ ପାଞ୍ଚୋଟି ସୂର୍ଯ୍ୟ ଉଦୟ ହୋଇଥାଏ ? ଉତ୍ତର: ଚୀନ ଦେଶରେ 5ଟି ସୂର୍ଯ୍ୟ ଉଦୟ ହୋଇଥାଏ ।

8- ରୁଟି କେଉଁ ଗ୍ଯାସ ପାଇଁ ଫୁଲିଥାଏ ? ଉତ୍ତର: ରୁଟି କାର୍ବନ ଡାଇଅକ୍ସାଇଡ ଗ୍ଯାସ ପାଇଁ ଫୁଲିଥାଏ ।

9- ଭାରତର ରାଷ୍ଟ୍ରୀୟ ଗଛର ନାମ କଣ ? ଉତ୍ତର: ଭାରତର ରାଷ୍ଟ୍ରୀୟ ଗଛର ନାମ ହେଉଛି ବରଗଛ ।

10- କେଉଁ ଦେଶର ଲୋକ ସାପ ଖାଇଥାନ୍ତି ? ଉତ୍ତର: ଚୀନ ଦେଶର ଲୋକ ସାପ ଖାଇଥାନ୍ତି ।

11- ଖାଦ୍ୟ ଖାଇବା ପରେ ମଣିଷ କଣ ଖାଇବା ପରେ ମରିଯାଇପାରେ ? ଉତ୍ତର: ଖାଦ୍ୟ ଖାଇବା ପରେ ମଣିଷ ଚାହା ପିଇବା ଦ୍ଵାରା ମରିଯାଇପାରେ ।

12- ଲାଲକିଲ୍ଲାକୁ ତିଆରି କରିବା ପାଇଁ  କେତେ ବର୍ଷ ଲାଗିଥିଲା ? ଉତ୍ତର: ଲାଲକିଲ୍ଲା ପ୍ରସ୍ତୁତ ହେବା ପାଇଁ 10 ବର୍ଷ ସମୟ ଲାଗିଥିଲା ।

13- ସାରା ସଂସାରରେ ଗୋଟିଏ ମୁହଁ ଥିବା କେତେ ଲୋକ ଥାନ୍ତି ? ଉତ୍ତର: ଏହାର ସଠିକ ଉତ୍ତର ହେଉଛି 7 ଜଣ ।

14- ଭାରତର କୋହିନୁର କେଉଁ ରାଜ୍ୟକୁ କୁହାଯାଏ ? ଉତ୍ତର: ଭାରତର କୋହିନୁର ଆନ୍ଧ୍ରପ୍ରଦେଶକୁ କୁହାଯାଏ ।

15-  କଳା ଗୋଲାପ କେଉଁଠାରେ ମିଳିଥାଏ ? ଉତ୍ତର: କଳା ଗୋଲାପ ତୁର୍କୀରେ ମିଳିଥାଏ । ଆଶା କରୁଛୁ ଏହି ସମସ୍ତ ଆପଣଙ୍କ ପାଇଁ ଲାଭକାରୀ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *