ନାଗା ସାଧୁଙ୍କ ବିଷୟରେ କିଛି ରୋଚକ କଥା । ଏହି ଆର୍ଟିକିଲ କୁ ସମ୍ପୂର୍ଣ୍ଣ ନିଶ୍ଚୟ ଦେଖନ୍ତୁ । ଭଗବାନ ଶିବଙ୍କର ଭକ୍ତ ମାନଙ୍କୁ ଆପଣମାନେ ଜାଣିଛନ୍ତି । ଆମେ ଜାଣିଛୁ ଭଗବାନ ଶିବଙ୍କର ଭକ୍ତ ର ନାମ କହିଲେ ଆପଣ ନନ୍ଦି ର ନାମ ନେବେ, ଷଣ୍ଢ ର ନାମ ନେବେ କିନ୍ତୁ ଆଉ ଜଣେ ବି ତାଙ୍କର ଭକ୍ତ ରହିଅଛନ୍ତି ସେ ହେଉଛନ୍ତି ନାଗା ବାବା ବା ଅଘୋରୀ ବାବା । ଆପଣମାନେ ତାଙ୍କୁ ଦେଖିଥିବେ କୁମ୍ଭ ମେଳାରେ ବହୁତ ମାତ୍ରାରେ ଆସିଥାନ୍ତି କିନ୍ତୁ ମେଳା ସରିବାପରେ ରାତାରାତି କୁଆଡେ ପଳାନ୍ତି ଏହା କେହି ଜାଣିନାହାନ୍ତି । ନାଗା ବାବା ବା ଅଘୋରୀ ବାବା ଶ୍ମଶାନ ରେ କିମ୍ବା ଗୁମ୍ଫା ଭିତରେ କିମ୍ବା ଘଞ୍ଚ ଜଙ୍ଗଲରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ବହୁତ ନିଷ୍ଠୁର ହୋଇଥାନ୍ତି ଏବଂ ରାଗି ମଧ୍ୟ ହୋଇଥାନ୍ତି । ଅଘୋରୀ ବାବା ଙ୍କ ସହ କେହି କେବେ ଓଲଟା ସିଧା କଥାବାର୍ତ୍ତା କଲେ ସେମାନେ ତାଙ୍କ ଉପରକୁ ହାତ ଉଠେଇଦେଇଥାନ୍ତି । ଏମାନଙ୍କର ଦୂର ଦୃଷ୍ଟି ପ୍ରଖର ଥାଏ ।
ଆଗକୁ କଣ ଘଟିବ ସେହି କଥା ସେ ସବୁ ଜାଣିପାରନ୍ତି ଏବଂ ଭଲ ଭବିଷ୍ୟବାଣୀ କରିପାରନ୍ତି କାରଣ ସେ ବର୍ଷ ଯାକ ତପସ୍ୟା ରେ ମଗ୍ନ ହୋଇକି ଥାନ୍ତି ଏବଂ ସେମାନେ ମଲା ଶବ ର କଞ୍ଚା ମାଂସ କୁ ଖାଇଥାନ୍ତି । ଏମାନେ ବାସ୍ତବରେ କୋଉଠି ରୁହନ୍ତି ଏହି କଥା ତ ଆଜି ଯାଇଁ କେହି ବି ଜାଣିପାରିନାହାନ୍ତି । ସେମାନେ ମରିଗଲା ପରେ ତାଙ୍କ ସାଙ୍ଗରେ କଣ ହୁଏ ସେଇଟା କଣ ଆପଣମାନେ ଜାଣିଛନ୍ତି କି ।
ତାଙ୍କ ଦେହ ସାରା ଧୂସର ରଙ୍ଗର ବିଭୂତି ଲାଗିଥିବ, ତାଙ୍କ କେଶ ମୁକୁଳା ଏବଂ ଜଟାଧାରୀ ହୋଇଥାନ୍ତି । ସେମାନେ ଗୋଟେ ବାଡ଼ି ଧରିଥିବେ, ଗୋଟେ ଡମ୍ବୁରୁ ମଧ୍ୟ ଧରିଥାନ୍ତି । ଏମାନେ ଭଗବାନ ଶିବଙ୍କୁ ବହତ ମାନନ୍ତି ସେ ତାଙ୍କ ଜୀବନ ରେ କେବେଳ ଶିବଙ୍କ ଅଛନ୍ତି ବୋଲି ଭାବିଥାନ୍ତି । ଯଦି କେହି ଭୁଲ ରେ ବି ଶିବଙ୍କ ବିଷୟରେ କିଛି ଖରାପ କଥା କହିଥାଏ ତେବେ ସେ ତାକୁ ଜୀବନରୁ ମାରି ଦିଅନ୍ତି କାରଣ ସ୍ୱ ଭଗବାନ ଶିବଙ୍କୁ ବହୁତ ଭଲ ପାଇଥାନ୍ତି । ତେବେ ଆସନ୍ତୁ ଜାଣିବା ଅଘୋରୀ ବାବା ମରିଗଲା ପରେ ତାଙ୍କର କଣ ହୁଏ । ଏମିତିରେ ତ ଆପଣ ମାନେ ଜାଣିଛନ୍ତି ଯେ ମଣିଷ ଶରୀର ପଞ୍ଚଭୂତ ରେ ଗଠିତ । ପଞ୍ଚଭୂତ କୁ ଅଭ୍ୟାସ କରି ଆମ ଶରୀର କୁ ପୋଡା ଯାଇଥାଏ ବା ଅଗ୍ନି ରେ ଆମ କୁ ଜଳାଯାଇଥାଏ ।
ହେଲେ ଅଘୋରୀ ବାବା ମାରିଲେ ତାଙ୍କ ସହ ସେମିତି କିଛି କେବେ ବି କରାଯାଏନି କାରଣ ଭଗବାନ ଶିବ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ମୋ ଭକ୍ତ ଅଘୋରୀମାନେ କେବେ ବି ମରିବେ ନାହିଁ ସେମାନେ ପୁଣି ପୁନର୍ଜନ୍ମ ନଉଥିବେ ଏବଂ ଏମାନେ ମରିଗଲା ପରେ ମଧ୍ୟ ଧ୍ୟାନ ମଗ୍ନ ହୋଇ ବସିବେ ସେଥିପାଇଁ ତାଙ୍କୁ ସେମିତି ଧ୍ୟାନ ମଗ୍ନ ହୋଇ ପୋତା ଯାଇଥାଏ । ଏହାକୁ ଅଧିକ ରୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।