ଭୋର ସକାଳେ ମିଳିଥାଏ ଏହି 4 ଟି ସଂକେତ ! ଇଶ୍ଵରଙ୍କ ବାସ ଆପଣଙ୍କ ଘରେ ରହିଥାଏ…Krishna Vani 

ନମସ୍କାର ବନ୍ଧୁଗଣ , ଯଦି ଆପଣଙ୍କୁ ମିଳିଥାଏ ଏହି ଚାରୋଟି ସଂକେତ ତେବେ ଭଗବାଙ୍କ ର ବାସ ଆପଣଙ୍କ ଘରେ ହୋଇଅଛି । ଏହାର ଅର୍ଥ ହେଉଛି ଭଗବାନ ଆପଣ ଘରେ ଅଛନ୍ତି । କିନ୍ତୁ ଅନେକ ଲୋକମାନେ ଏହାକୁ ବୁଝିପାରି ନଥାନ୍ତି । ଆମ ଚାରିପାଖ ର ପରିବର୍ତ୍ତନ କୁ ଦେଖି ଆମେ ଜାଣିପାରିଥାଉ କି ଭଗବାନ ଆମ ଘର କୁ ଆସିଛନ୍ତି ବୋଲି ।

କେତେକ ଲୋକମାନେ ଇଶ୍ଵରଙ୍କ ସମାଦର କରନ୍ତି ନାହିଁ ଯଥା ଗୋଟେ ଦିନ ପୂଜାପାଠ  କରିଥାନ୍ତି କିଛି ଦିନ ବନ୍ଦ କରି ଦିଅନ୍ତି , ଯାହା ଫଳରେ ଭଗବାନ କ୍ରୋଧିତ ହୋଇ ଘରୁ ପଳେଇଯାଇଥାନ୍ତି । ତେଣୁ ଆମ ସେପରି କରିବା କଥା ନୁହେଁ ସବୁ ଦିନ ଇଶ୍ଵରଙ୍କ ପୂଜା ପଥ କରିବା ଉଚିତ୍ ହୋଇଥାଏ । ଆଉ କେତେକ ଲୋକମାନଙ୍କ ଘରେ ଭଗବାନ ରହିଥାନ୍ତି , ମାତ୍ର ସେମାନେ ଜାଣିପାରିନଥାନ୍ତି ।

ସେମାନେ ଭଗବାନଙ୍କର ଅପମାନ କରନ୍ତି ଯଥା ଏହା କହିକି ଯେ ମୁଁ ସବୁ ଦିନ ଇଶ୍ଵରଙ୍କ ପୂଜା କରୁଛି କିନ୍ତୁ ଭଗବାନ ମତେ ଆର୍ଶୀବାଦ କରୁନାହାନ୍ତି  । ତେଣୁ ମୁଁ ଆଜି ଆପଣକୁ ସେହି ଚାରୋଟି ସଂକେତ ବିଷୟରେ କହିବି ଯାହା କୁ ଜାଣିବା ଦ୍ଵାରା ଆପଣମାନେ ଜାଣିପାରିବେ କି ଇଶ୍ଵର ଆପଣଙ୍କ ଘରେ ବାସ କରିଛନ୍ତି ବୋଲି । ଯେତେ ବେଳେ ଇଶ୍ଵର ଆପଣଙ୍କ ଘର କୁ ଆସିଥାନ୍ତି ତେବେ ଆପଣଙ୍କ ଜୀବନ ପରିବର୍ତ୍ତନ  ହୋଇଯାଇଥାଏ ।

ଯଦି ଆପଣ ଚାକିରୀ କରୁଛନ୍ତି ଆଗେ ଆପଣ ଯେତେ ବି ପଇସା ଘର କୁ ଆଣୁ ଥିଲେ ସବୁ ସୁଧ ରେ ପଳେଈ ଯାଉଥିଲା ଆପଣଙ୍କ ଘର ପାଇଁ କିଛି ବଞ୍ଚୁନଥିଲା । ମାତ୍ର ଅବି ସେହି ପଇସା ଘର ର ସବୁ କର୍ଚ ଯାଇ ବଳୁଛି ।  ଏହା ଏକ ସଙ୍କେତ ଅଟେ ଇଶ୍ଵରଙ୍କ ଆଗମନ ର । ଆସନ୍ତୁ ଜାଣିବା ଏହି ଚାରିଟି ସଙ୍କେତ ବିଷୟରେ 1- ଯଦି ଆପଣଙ୍କ ନିଦ ବ୍ରହ୍ମ ମୁହୁତ୍ତରେ ଭାଙ୍ଗି ଯାଇଥାଏ ଏବଂ ସେ ସମୟରେ ଇଶ୍ଵରଙ୍କ ମନ୍ଦିର ରେ ଥିବା ସ୍ଵପ୍ନ ଦେଖାଯାଇଥାଏ ।

ତେବେ ଏହାର ଅର୍ଥ ହେଉଛି ଇଶ୍ଵର ଆପଣଙ୍କ ଘରେ ଅଛନ୍ତି । 2- ସକାଳେ ଉଠିଲା ପରେ ଆପଣଙ୍କୁ ଯଦି ଭଗବାନଙ୍କ  ଘଣ୍ଟି , ପୂଜା ପାଠ ଏବଂ ଆପଣଙ୍କ କାନରେ ରାମ ରାମ ଶବ୍ଦ ଶୁବେ ତେବେ ଇଶ୍ଵର ଆପଣଙ୍କ ଘର କୁ ଆସିଛନ୍ତି ଏବଂ ଆପଣଙ୍କୁ ତାହାଙ୍କ କୃପା ଦେଇଛନ୍ତି ।

3- ସକାଳର ଉଠି ସାନ୍ନ କରିଲା ପରେ ଆପଣଙ୍କୁ ଏଭଳି ଏକ ସୁଗନ୍ଧ ର ବାସନା ଆସିଥାଏ ଯାହା କାହକୁ ଆସିନଥାଏ କେବଳ ଆପଣଙ୍କୁ ଆସେ ତେବେ ଏହା ଦେବଦେବୀ ମାନଙ୍କ ସୁଗନ୍ଧ ହୋଇଥାଏ ।ଏହା ମଧ୍ୟ ଇଶ୍ଵରଙ୍କ ଆଗମନ ର ସଂକେତ ଦେଇଥାଏ ।

4- ଆପଣ ପୂଜା କରିବାକୁ ଯିବା ସମୟରେ ଯଦି କୋଣସି ଜୀବ ମଣିଷ ବା ଭିକାରି ଆସିଥାଏ ଏବଂ ଏହା ଆପଣଙ୍କ ସହିତ ତିନି ଥର ଘଟିଥାଏ । ଏହା ମଧ୍ୟ ଇଶ୍ଵରଙ୍କ ଆଗମନ ତ ସଂକେତ ଦେଇଥାଏ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *