Pregnancy ସମୟରେ ସମ୍ବଦ୍ଧ ବନାଇବା ଉଚିତ କି ! ଜାଣନ୍ତୁ ଗର୍ଭାବସ୍ତା ସମୟରେ ଦରକାରୀ କେତେକ ବିଶେଷ ଟିପ୍ସ !

ନମସ୍କାର ବନ୍ଧୁଗଣ, ଯେତେବେଳେ ଜଣେ ମହିଳା ପ୍ରଥମ ଥର ଗର୍ଭବତୀ ହୋଇଥାଏ ସେତେବେଳେ ତାଙ୍କ ମନରେ ଅନେକ କିଛି ପ୍ରଶ୍ନ ଆସିଥାଏ । ସେହି ସବୁ ପ୍ରଶ୍ନ ମଧ୍ୟରୁ ସବୁଠାରୁ ବଡ ପ୍ରଶ୍ନ ହୋଇଥାଏ କି ଗର୍ଭବତୀ ଥିବା ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନା ଅନୁଚିତ । ଏହି ପ୍ରଶ୍ନ ଉତ୍ତର ପାଇନା ପାଇଁ କିଛି ମହିଳା ଲାଜ ପାଇଁ କାହାକୁ ପଚଚାରୀ ପାରନ୍ତି ନାହିଁ ଆଉ ହୋଇଯାନ୍ତି ଅସୁବିଧାର ସମ୍ମୁଖୀନ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣ ଗର୍ଭାବସ୍ତା ସମୟରେ ସମ୍ପର୍କ ରଖିପାରିବେ । ଯଦି ଆପଣଙ୍କ ଗର୍ଭଧାରଣରେ କୌଣସି ସମସ୍ୟା ନାହିଁ ତେବେ ଆପଣ ନିଜ ସାଥିଙ୍କ ସହ  ଶାରୀରିକ ସମ୍ବନ୍ଧ ରଖିବା ସୁରକ୍ଷିତ ହୋଇଥାଏ । ଗର୍ଭଧାରଣ ହେବାର ତିନି ସପ୍ତାହ ଭିତରେ ମହିଳାଙ୍କ ଠାରେ ବହୁତ କିଛି ସମସ୍ୟା ଦେଖିବା ପାଇଁ ମିଳିଥାଏ । ବାନ୍ତି ଲାଗିବା ସହ ମୁଣ୍ଡ ବୁଲାଇବା, ମନ ଭଲ  ନ ଲାଗିବା ଭଳି ସମସ୍ୟା ଦେଖା ଦେଇଥାଏ ।

ତେଣୁ ମହିଳା ମାନେ ସମ୍ପର୍କ ରଖିବା ପାଇଁ କମ୍ଫଟେବଲ ହୋଇନଥାନ୍ତି । ଏଥିପାଇଁ ଆପଣଙ୍କୁ ତିନି ସପ୍ତାହ ମଧ୍ୟରେ ସମ୍ପର୍କ ରଖିବା ଉଚିତ ନୁହେଁ । ଯଦି ଉଭୟ ପାର୍ଟନରଙ୍କୁ ସମ୍ପର୍କ ରଖିବାରେ କୌଣସି ସମସ୍ୟା ନଥାଏ ତେବେ ଆପଣ ରଖିପାରିବେ । ସମ୍ପର୍କ ରଖିବା ଦ୍ଵାରା ଏହା ଆପଣଙ୍କ ଗର୍ଭଧାରଣ ଉପରେ କୌଣସି କୁପ୍ରଭାବ ପକାଇନଥାଏ ।

ଗର୍ଭବତୀ ହେବାର ତିନି ରୁ ଛଅ ମାସ ମଧ୍ୟରେ ସମ୍ପର୍କ ରଖିବା ଭଲ ହୋଇଥାଏ । କିନ୍ତୁ ତିନି ରୁ ନଅ ମାସ ମଧ୍ୟରେ ମହିଳାଙ୍କ ଠାରେ କିଛି ସମସ୍ୟା ଆସିବାକୁ ଲାଗିଥାଏ। ଏବଂ ଯୁଟେରସର ସାଇଜ ଅଧିକ ବଡ ହୋଇଯାଇଥାଏ । ତେଣୁ ମହିଳାଙ୍କ ପାଇଁ ଏହି ସମୟରେ ସମ୍ପର୍କ ରଖିବା ଏତେ କମ୍ଫଟେବଲ ହୋଇନଥାଏ । କିନ୍ତୁ ଯଦି ଉଭୟ ରାଜି ଥିବେ ତେବେ ସମ୍ପର୍କ ରଖିବାରେ କିଛି ଅସୁବିଧା ନାହିଁ ।

ପିଲା ଗର୍ଭରେ ରହିବା ସମୟରେ ସମ୍ପର୍କ ରଖିବା ଦ୍ଵାରା ପିଲା ନଷ୍ଟ ହୋଇଯିବାର ଯେଉଁ ପ୍ରଶ୍ନ ଆପଣଙ୍କ ମନରେ ରହିଛି ତାହାର ଉତ୍ତର ହେଉଛି ଗର୍ଭଧାରଣ ସମୟରେ ସମ୍ପର୍କ ରଖିବା ଦ୍ଵାରା ପିଲା ନଷ୍ଟ ହେବାର କୌଣସି ସମ୍ପର୍କ ନଥାଏ । କିନ୍ତୁ ଗର୍ଭଧାରଣ ସମୟରେ ସାବଧାନତା ସହ ସମ୍ପର୍କ ରଖିବା ଭଲ ହୋଇଥାଏ । ଗର୍ଭ ଭିତରେ ଥିବା ଶିଶୁ ଉପରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ଵାରା କୌଣସି ଆଘାତ ଲାଗିନଥାଏ ।

କାରଣ ଶିଶୁଟି ଗର୍ଭାବସ୍ତା ସୁରକ୍ଷିତ ଭାବରେ ରହିଥାଏ । ଗର୍ଭବସ୍ତାର ଶେଷ ସମୟରେ ଫ୍ଲାଟ ହୋଇ ସମ୍ପର୍କ ରଖିଲେ ବ୍ଲଡ଼ ଭେଶେଲ କଣ୍ଟ୍ରାକସନ ହୋଇଥାଏ । ତେଣୁ ଲୋ ବ୍ଲଡ଼ ପ୍ରେସର ହେବାର ଆଶଙ୍କା ରହିଥାଏ । ସାଇଡ ହୋଇ ଶୋଇକି ସମ୍ପର୍କ ରଖିବା ଭଲ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *