ରାସ୍ତାରେ ପଡିଥିବା ପଇସା କେବେ ପାଇଛନ୍ତି କି ! ରାସ୍ତାରେ ପଡିଥିବା ପଇସା ପାଇବାର ଅର୍ଥ କ’ ଣ ହୋଇଥାଏ ? Sadhu Vani  

ନମସ୍କାର ବନ୍ଧୁଗଣ, ଯେତେବେଳେ ଆମେ ରାସ୍ତାରେ ଯାଉଥିବା ସମୟରେ ପଇସା ଟିଏ ପାଇଥାଇ କିଛି ନ ଭାବି ନ ଚିନ୍ତି ଖୁସି ହୋଇ ସଙ୍ଗେ ସଙ୍ଗେ ପଇସାକୁ ଉଠାଇ ଆଣି ପକେଟରେ ରଖିଦେଉ । କିନ୍ତୁ କେବେ ଭବିଛନ୍ତି ଏହା ପଛର ଅର୍ଥ । ରାସ୍ତାରୁ ପଇସା ମିଳିବା ଏକ ସଂଯୋଗ ମାତ୍ର ନା ରହିଥାଏ ଆଉ କିଛି ବଡ କାରଣ ଯାହା ଆମକୁ ସଂକେତ ଦେଇଥାଏ ଆପଣଙ୍କ ଜୀବନର ଆଗାମୀ ମୋଡର । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ରାସ୍ତାରୁ ପାଇସା ପାଇବାର ଅର୍ଥ କଣ ହୋଇଥାଏ ଆସନ୍ତୁ ଜାଣିବା ।

ରାସ୍ତାରୁ ପଇସା ପାଇବାର ଖୁସି ସାଙ୍ଗରେ ହୁଏତ ଆଉ କେଉଁ ଖୁସି ସମାନ ହେବନି । କାରଣ ଧନ ପ୍ରତି ଲୋଭ ଥିବା ମଣିଷ ଯେତେବଳେ ଧନ ହଠାତ ପଡିଥିବାର ପାଏ ସେହି ଖୁସି ଅତୁଳନୀୟ । କିନ୍ତୁ ରାସ୍ତାରୁ ପଇସା ପାଇବାର ସବୁଠାରୁ ମୁଖ୍ୟ ହୋଇଥାଏ  ପଇସା ପାଇବା ସମୟରେ ଆପଣଙ୍କ ମନରେ ପ୍ରଥମେ କେଉଁ ଭାବନା ଆସିଥାଏ । ଏବଂ ଦିତୀୟରେ ଆପଣ ପାଇଥିବା ଟଙ୍କା ଟି ନୋଟ ଅଟେ ନା ମୁଦ୍ରା ।

ଯଦି ଆପଣ ରାସ୍ତାରୁ ମୁଦ୍ରା ପାଆନ୍ତି ତେବେ ଏହା ସୂଚନା ଦେଇଥାଏ କି ଆଗକୁ ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବେ । ଯଦି ଆପଣ ଜୀବନରେ କିଛି ନୂଆ କାର୍ଯ୍ୟ କରିବାର ଯୋଜନା ମନରେ ରଖିଥିଲେ ଆଗରୁ । ତେବେ ତାହାକୁ କାର୍ଯ୍ୟକାରୀ କରିବାର ସଠିକ ସମୟ ଆସିଯାଇଛି ବୋଲି ଏହା ସଂକେତ ଦେଇଥାଏ ।

ଏହା ଆପଣଙ୍କ ଜୀବନରେ ସଫଳତା ଏବଂ ପ୍ରଗତିର ସଙ୍କେତ ଅଟେ । ଯଦି ଆପଣଙ୍କୁ ରାସ୍ତାରୁ ନୋଟ ପ୍ରାପ୍ତ ହୋଇଛି । ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କୁ ଆପଣଙ୍କ ପରିସ୍ଥିତିକୁ ଗମ୍ଭୀରତା ସହ ଦେଖିବା ଆବଶ୍ୟକ । ଆପଣଙ୍କୁ ପ୍ରଥମେ ଆପଣଙ୍କ ଉପରେ ବିଶ୍ଵାସ କରି ନିଜର ଯୋଜାନାକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଥାଏ ।

ଆପଣଙ୍କୁ ସଫଳତା ତ ମିଳିବ କିନ୍ତୁ ସର୍ବ ପ୍ରଥମେ ଆପଣଙ୍କୁ ଆପଣଙ୍କ ଉପରେ ବିଶ୍ଵାସ ଏବଂ ନିୟନ୍ତ୍ରଣ ଉଭୟ ରଖିବାକୁ ପଡିବ । ରାସ୍ତାରେ ପଡିଥିବା ଟଙ୍କା ଆଉ ଏକ ସୂଚନା ମଧ୍ୟ ଦେଇଥାଏ । ଏହାର ଅର୍ଥ ହୋଇଥାଏ ଆପଣଙ୍କ ପୂର୍ବଜ ଆପଣଙ୍କୁ ଏହି ମୁଦ୍ରା ମାଧ୍ୟମରେ ଆପଣଙ୍କୁ ଆଶୀର୍ବାଦ ଦେବାକୁ ଚାହୁଁଥାନ୍ତି । ଏହି ମୁଦ୍ରାର ସଂଯୋଗ ପରଲୋକ ଶକ୍ତିଙ୍କ ସହ ମଧ୍ୟ ରହିଥାଏ ।

ତେଣୁ ସେମାନେ ଆପଣଙ୍କୁ ଏହି ମୁଦ୍ରା ମାଧ୍ୟମରେ କହିବା ପାଇଁ ଚେଷ୍ଟା କରିଥାନ୍ତି କି ଆପଣ ନିଜକୁ କେବେ ମଧ୍ୟ କମ ଭାବିବା ଉଚିତ ନୁହେଁ । ଏହାର ସଙ୍କେତ ମଧ୍ୟ ଦେଇଥାନ୍ତି କି ଯଦି ଆତ୍ମା ବିଶ୍ଵାସ ହରାଇ ବସିଛନ୍ତି ତେବେ ତାହା ପୁଣି ଥରେ ଆପଣଙ୍କ ଭିତରେ ଆଣିବା ପାଇଁ ପ୍ରୟାସ କରିବା ଜରୁରୀ ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *