ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ କିଏ ଅଇଁଠା କୋଳି ଖାଇବାକୁ ଦେଇଥିଲା ? Ramayana Gk Question with Answer

ବନ୍ଧୁଗଣ ହିନ୍ଦୁ ଧର୍ମରେ ପ୍ରତ୍ଯେକଟି ଲୋକଙ୍କର ଭଗବାନଙ୍କ ଉପରେ ବହୁତ ଭରଷା ତଥା ଆସ୍ଥା ରହିଥାଏ । ସେହିପରି ଭଗବାନଙ୍କ ସମ୍ବଦ୍ଧିତ ତଥା ପୌରାଣିକ କଥାବସ୍ତୁ ଉପରେ ଅନେକ କିଛି ଗୁରୁତ୍ଵପୂର୍ଣ୍ଣ ବିଷୟବସ୍ତୁ ରହିଛି । ଯାହା ସମସ୍ତେ ଜାଣିବା ଦରକାର । ତେବେ ସେଥିମଧ୍ୟରୁ କିଛି କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ପୌରାଣିକ ଜ୍ଞାନ ବଢାଇବାରେ ସାହାଜ୍ଯ କରିବ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେ ବିଷୟରେ ଆଲୋଚନା କରିବା ।

1- ରାବଣର ଅନ୍ତିମ ସଂସ୍କାର କିଏ କରିଥିଲେ ?

ଉତ୍ତର;- ରାବଣର ଅନ୍ତିମ ସଂସ୍କାର ବିଭୀଷଣ କରିଥିଲେ ।

2- କେଉଁ ଦିନଟିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣକୁ ପରାସ୍ତ କରି ରାବଣ ଠାରୁ ବିଜୟ ଲାଭ କରି କରିଥିଲେ ?

ଉତ୍ତର;- ତାହା ହେଉଛି ଦଶମୀ ତିଥି ।

3- ଲଙ୍କା କାହା ଦ୍ଵାରା ନିର୍ମାଣ କରାଯାଇଥିଲା ?

ଉତ୍ତର;- ଲଙ୍କା ବିଶ୍ଵକର୍ମା ଦ୍ଵାରା ନିର୍ମାଣ କରାଯାଇଥିଲା ।

4- ରାଜା ଦଶରଥଙ୍କର ତିନି ରାଣୀ ଗର୍ଭବତୀ ହେବା ପାଇଁ କଣ ଖାଉଥିଲେ ?

ଉତ୍ତର;- ରାଜା ଦଶରଥଙ୍କର ତିନି ରାଣୀ ଗର୍ଭବତୀ ହେବା ପାଇଁ ଚରୁଅର୍ଣ୍ଣ ଖାଉଥିଲେ ।

5- ରାବଣର ସମୁଦାୟ କେତୋଟି ବାହୁ ଅଟେ ?

ଉତ୍ତର;- ରାବଣର ସମୁଦାୟ 10 ଟି ବହୁ ଅଟେ ।

 

6- ପ୍ରଭୁ ଶ୍ରୀରାମଚନ୍ଦ୍ର ଜହମ ହେବା ପୂର୍ବରୁ କେତେ ମାସ ପର୍ଯ୍ୟନ୍ତ ତାଙ୍କ ମାତାଙ୍କ ଗର୍ଭରେ ଥିଲେ ?

ଉତ୍ତର;- ପ୍ରଭୁ ରାମଚନ୍ଦ୍ର ଜନ୍ମ ହେବା ପୂର୍ବରୁ 12 ମାସ ପର୍ଯ୍ୟନ୍ତ ତାଙ୍କ ମାତାଙ୍କ ଗର୍ଭରେ ରହିଥିଲେ ।

7- ଲବଣାସୁରକୁ କିଏ ବଦ୍ଧ କରିଥିଲେ ?

ଉତ୍ତର;- ଲବଣାସୁରକୁ ଶତ୍ରୁଘ୍ନ ବଦ୍ଧ କରିଥିଲେ ।

8- ସହସ୍ରାର୍ଜୁନ କେଉଁ ସ୍ଥାନର ରାଜା ଥିଲେ ?

ଉତ୍ତର;- ସହସ୍ରାର୍ଜୁନ ମହିଷ୍ମତୀ ସ୍ଥାନର ରାଜା ଥିଲେ ।

9- ଦେବତା ମାନଙ୍କର ସେନାପତି କିଏ ଥିଲେ ?

ଉତ୍ତର;- ଦେବତା ମାନଙ୍କର ସେନାପତି କାର୍ତ୍ତିକେୟ ଥିଲେ ।

10- କିଏ ପ୍ରଭୁ ରାମଚନ୍ଦ୍ରଙ୍କୁ ଅଇଁଠା କୋଳି ଖାଇବାକୁ ଦେଇଥିଲେ ?

ଉତ୍ତର;- ଶବରୀ ପ୍ରଭୁ ରାମଚନ୍ଦ୍ରଙ୍କୁ ଅଇଁଠା କୋଳି ଖାଇବାକୁ ଦେଇଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୌରାଣିକ ତଥ୍ୟପୂର୍ଣ୍ଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ବହୁ ମାତ୍ରାରେ ଶେୟାର କରନ୍ତୁ । ଏଥିସହ କମେଣ୍ଟରେ ଜୟ ପ୍ରଭୁ ଶ୍ରୀରାମ ଲେଖିକି ନିହାତି ଭାବେ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *