କେବଳ 2 ଟି ଜିନିଷରେ ଆପଣଙ୍କ ଓଜନ ବଢିବ, ସପ୍ତାହ ମଧ୍ୟରେ ପୁଚୁକା-ପୁଚୁକା ଗାଲ ହୋଇଯିବ… Weight gain remedy

ସୁସ୍ଥ, ସବଳ ଚେହେରା କିଏ ଅବା ପସନ୍ଦ କରେ ନାହିଁ । ହେଲେ ଯେଉଁ ମାନେ ବହୁତ ଅଧିକ ପତଳା ଓ ଦୁର୍ବଳ ଥାନ୍ତି । ଯେଉଁ ମାନେ ଖାଉଥିଲେ ମଧ୍ୟ ତାଙ୍କ ଦେହରେ ଲାଗି ନଥାଏ । ବିଭିନ୍ନ ପ୍ରକାର ଉପାୟ କରି ମଧ୍ୟ ଯଦି ଓଜନ ବଢି ପାରୁନଥାଏ । ତେବେ ସେମାନଙ୍କ ଆଜି ଆମେ ଏକ ବହୁତ ଭଲ ଘରେ ତିଆରି ରେମିଡି ବିଷୟରେ କହିବାକୁ ଯାଉଛୁ । ଯାହାର ସେବନ ଦ୍ଵାରା ସେମାନେ ନିଜର ଓଜନ ବଢାଇବା ସହ ଶରୀରକୁ ସୁସ୍ଥ ଓ ସବଳ ରଖି ପାରିବେ ।

ତେବେ ଆପଣଙ୍କୁ ପ୍ରଥମେ ଏହାକୁ ବନାଇବା ପାଇଁ କାଜୁର ଆବଶ୍ୟକତା ପଡିବ । କାଜୁ ଆମ ଶରୀର ପାଇଁ ବହୁତ ଲାଭକାରୀ ଅଟେ ଏହା ଆପଣ ନିହାତି ଭାବେ ଜାଣିଥିବେ । ପ୍ରଥମେ ଆପଣ ଏକ ମୁଠା କାଜୁ ଆଣି ତାହାକୁ ପାଣିରେ ଧୋଇ ଏକ ପାତ୍ରକୁ କାଢି ଦିଅନ୍ତୁ । ତାପରେ ଆପଣ ସେହି କାଜୁରେ ଅଧ ଗ୍ଳାସ ପାଣି ଦେଇ ଢାଙ୍କି ଦିଅନ୍ତୁ । ରାତିରେ କାଜୁରେ ପାଣି ଦେଇ ରାତି ତାହାକୁ ଭେଦିବା ପାଇଁ ଛାଡି ଦିଅନ୍ତୁ ।

କାଜୁରେ ସେହି ସମସ୍ତ ପୋଷକ ତତ୍ଵ ଭରପୁର ମାତ୍ରାରେ ରହିଥାଏ । ଯାହାକି ଶରୀରର ଓଜନ ବଢାଇବା ସହ ସହ ଶରୀରକୁ ହେଲଦି ମଧ୍ୟ ରଖିଥାଏ । ରାତିରେ ଭେଦାଇ ରଖିଥିବା କାଜୁକୁ ସକାଳେ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଏହାପରେ ଆପଣ ଗ୍ରାଇଣ୍ଡିଙ୍ଗ କରିଥିବା କାଜୁ ପେଷ୍ଟରେ ଅଧ ଗ୍ଳାସ ବା ଆବଶ୍ୟକ ମୁତାବକ କ୍ଷୀର ମିଶାନ୍ତୁ । କ୍ଷୀର ମଧ୍ୟ ଶରୀରର ୱେଟ ଗେନ୍ କରିବାରେ ପ୍ରମୁଖ ଭୂମିକା ଲିଭାଇଥାଏ ।

ତେଣୁ ଆପଣ କ୍ଷୀରକୁ ଉଷୁମ କରି ତାପରେ ତାହାକୁ ଥଣ୍ଡା କରି ସେଥିରେ ଆଡ୍ କରନ୍ତୁ । ଏହାପରେ ରେମିଡିକୁ ମିଠା କରିବା ପାଇଁ ଅଳ୍ପ ମିଶ୍ରୀ ଗୁଣ୍ଡ କିମ୍ବା ମହୁ ମଧ୍ୟ ଆଡ୍ କରିପାରିବେ । ଏହାପରେ ଆପଣଙ୍କ ଓଜନ ବଢାଇବା ପାଇଁ ରେମିଡି ପ୍ରସ୍ତୁତ ହୋଇଯିବ । ଆପଣ ଏହାକୁ ପ୍ରତିଦିନ ସକାଳୁ ପ୍ରସ୍ତୁତ କରି ସାମାନ୍ୟ ଉଷୁମ ଥିବା ଅବସ୍ଥାରେ ଖାଲି ପେଟରେ ସେବନ କରନ୍ତୁ ।

ପାଖାପାଖି 40 ଦିନ ପର୍ଯ୍ୟନ୍ତ ଏହି ରେମିଡି ପ୍ରସ୍ତୁତ କରି ସେବନ କରିବା ପାଇଁ ପଡିବ । ଏଥିସହ ଆପଣ ସକାଳେ ବ୍ରେକଫାଷ୍ଟ କରିବା ସମୟରେ ଛୋଟ ପିଲା 1 ଟି ଓ ବଡ ଲୋକ ହୋଇଥିଲେ 2 ଟି କଦଳୀ ଖାଇବା ପାଇଁ ଚେଷ୍ଟା କରନ୍ତୁ ।

ଏହାପରେ ଦୁର୍ବଳ ଓ ପତଳା ଥିବା ଶରୀରରେ ଓଜନ ବଢିବା ସହ ତାହା ଟିକେ ଟିକେ ପ୍ରାକୃତିକ ଭାବେ ମୋଟା ହେବାକୁ ଲାଗିବ । ଗାଲ ମଧ୍ୟ ପୁଚୁକା ପୁଚୁକା ହୋଇ ସୁନ୍ଦର ହୋଇଯିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *