ପ୍ରଭୁ ବଜରଙ୍ଗୀବାଲୀଙ୍କ କୃପାରୁ ପଣା ସଂକ୍ରାନ୍ତି ଠାରୁ ଏହି 5 ଟି ରାଶିର ଭାଗ୍ୟ ସୁନା ଭଳି ଚମକିବ…Astrology

ବନ୍ଧୁଗଣ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏପ୍ରିଲ 14 ତାରିଖରେ ମହାବିଷୁବ ସଙ୍କ୍ରାନ୍ତି ପାଳିତ ହୋଇଛି । ଏହି ଦିନକୁ ଓଡିଆ ନବବର୍ଷ ବୋଲି ମଧ୍ୟ ପାଳନ କରାଯାଇଥାଏ । ତେବେ ଏହି ପବିତ୍ର ଦିନ ଠାରୁ 5 ଗୋଟି ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ପ୍ରଭୁ ହନୁମାନଙ୍କ କୃପାରୁ ଏହି 5 ଗୋଟି ରାଶିର ଜୀବନରେ ଖୁସି ଆଉ ଖାଲି ଖୁସି ହିଁ ଆସିବାକୁ ଯାଉଛି । ତେବେ ସେହି 5 ଟି ଭାଗ୍ଯଶାଳୀ ରାଶି ମାନଙ୍କ ସମ୍ପର୍କରେ ବନ୍ଧୁଗଣ ଚାଲନ୍ତୁ ଆଲୋଚନା କରିବା ।

ତୁଳା ରାଶି;- ଏହି ରାଶିଙ୍କ ଉପରେ ପ୍ରଭୁ ବଜରଙ୍ଗୀବାଲୀଙ୍କ ଅସୀମ କୃପା ରହିଛି । ଏହି ପବିତ୍ର ପଣା ସଙ୍କ୍ରାନ୍ତି ଠାରୁ ଏହି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନକୁ ଖୁସିର ଆଗମନ ହେବାକୁ ଯାଉଛି । ଏମାନଙ୍କ ଜୀବନରେ ଥିବା ସବୁ କଷ୍ଟ ଏବେ ପ୍ରଭୁ ଦୂର କରିବାକୁ ଯାଉଛନ୍ତି । ଆପଣଙ୍କୁ ଏହି ସମୟରେ କୌଣସି ଖୁସି ଖବର ମଧ୍ୟ ଶୁଣିବାକୁ ମିଳିପାରେ । ତେବେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିଲେ । ପ୍ରଭୁ ହନୁମାନଙ୍କ ନାମ ନେଇ କାମ ଆରମ୍ଭ କରନ୍ତୁ । ଆପଣଙ୍କର ବହୁତ ମଙ୍ଗଳ ହେବ ।

ବୃଷ ରାଶି;- ଏହି ପଣା ସଙ୍କ୍ରାନ୍ତି ଦିନ ଠାରୁ ଆପଣଙ୍କର ଭାଗ୍ୟ ଚମକିବାକୁ ଯାଉଛି । ବ୍ୟବସାୟ, ବାଣିଜ୍ୟ କରୁଥିବା ଲୋକଙ୍କର ସେଥିରେ ଲାଭ ଅଧିକ ହେବ । କୌଣସି ଭଲ ସ୍ଥାନକୁ ଯାତ୍ରା ମଧ୍ୟ କରିବାର ଯୋଗ ବନୁଅଛି । ଜୀବନରେ ଆଗକୁ ଆସୁଥିବା ସବୁ କଷ୍ଟକୁ ପ୍ରଭୁ ହନୁମାନ ଆପଣଙ୍କ ଠାରୁ ଦୂର କରିଦେବେ ।

ସିଂହ ରାଶି;- ଏହି ରାଶିର ଲୋକଙ୍କ ଜୀବନରେ ପ୍ରଭୁ ହନୁମାନଙ୍କର ଆଶ୍ରୀବାଦ ରହିଛି । ନିଜ ପରିଶ୍ରମର ଫଳ ମିଳିବାର ସମୟ ଏବେ ଆସିଯାଇଛି । ପରିବାର ସହ ବହୁତ ଭଲ ସମ୍ପର୍କ ରହିବ । ଅଚାନକ ଭାବେ କୌଣସି ମାର୍ଗରୁ ଧନ ମଧ୍ୟ ପ୍ରାପ୍ତି ହୋଇପାରେ ।

କନ୍ୟା ରାଶି;- ଏହି କନ୍ୟା ରାଶିର ଲୋକଙ୍କ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହେବାକୁ ଯାଉଛି । ଆପଣଙ୍କ ପାଖକୁ ମାତା ଲକ୍ଷ୍ମୀଙ୍କ କୃପାରୁ ଧନର ଆଗମନ ହେବାକୁ ଯାଉଛି । ମନ ଏହି ସମୟରେ ଆପଣଙ୍କର ପ୍ରସନ୍ନ ରହିବ । ସାମାଜିକ ପ୍ରତିଷ୍ଠା ଅର୍ଜନ କରିବା ସହ ଆପଣଙ୍କ ସମୟ ବହୁତ ଭଲ ରହିବ ।

ମେଷ ରାଶି;- ଆପଣ ନିଜ ଲାଇଫରେ ପ୍ରଭୁ ହନୁମାନଙ୍କ କୃପାରୁ ବହତ କଠିନରୁ କଠିନ କାର୍ଯ୍ୟକୁ ମଧ୍ୟ ଅତି ସହଜରେ କରି ଦେଖାଇବେ । ପଣା ସଙ୍କ୍ରାନ୍ତି ଦିନ ଠାରୁ ଆପଣଙ୍କର ସବୁ ସଙ୍କଟ ପ୍ରଭୁ ଦୂର କରିଦେବେ । ଘରକୁ କୌଣସି ନୂତନ ଜିନିଷ ମଧ୍ୟ କ୍ରୟ କରିକି ଆଣି ପାରନ୍ତି । ଘର ମଧ୍ୟରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରିପାରନ୍ତି ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *