କେତେବି ପୁରୁଣା ଚର୍ବି ହେଇଥାଉ,ଏହି ପାଣି 3 ଥର ପିଅନ୍ତୁ, ଶରୀରର ଚର୍ବି ଘିଅ ଭଳି ତରଳିଯିବ… Fat loss

ବନ୍ଧୁଗଣ ଅନେକ ଲୋକ ନିଜର ମୋଟାପଣକୁ ନେଇ ଚିନ୍ତିତ ରହୁଛନ୍ତି । କାରଣ ଅତ୍ୟଧିକ ମୋଟାପଣ ଦ୍ଵାରା ସେମାନେ ନିଜର ଆତ୍ମବିଶ୍ବାସ ମଧ୍ୟ ହରାଇ ବସୁଛନ୍ତି । ଏପରିକି ସେମାନେ ନିଜ ମନ ପସନ୍ଦର ପୋଷାକ ମଧ୍ୟ ଏହି ମୋଟାପଣ କାରଣରୁ ପିନ୍ଧି ପାରୁନାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏକ ସହଜ ଘରୋଇ ଉପଚାର କରିବା ଶିଖାଇବୁ । ଯେଉଁ ରେମିଡି ଦ୍ଵାରା ଆପଣ ସହଜରେ ପୁରୁଣାରୁ ପୁରୁଣା ଚର୍ବିକୁ ଶରୀରରୁ ହଟାଇ ମୋଟାପଣ କମାଇପାରିବେ । ତେବେ ଚାଲନ୍ତୁ ଏହି ରେମିଡିର ପ୍ରସ୍ତୁତ ପ୍ରଣାଳୀ ବିଷୟରେ ଜାଣିବା ।

ପ୍ରଥମେ ଗୋଟେ ପାତ୍ରକୁ ଗ୍ଯାସରେ ବସାଇ ସେଥିରେ 1 ଲିଟର ଜଳ ନିଅନ୍ତୁ । କାରଣ ଆପଣ ଯେଉଁ ପାଣିରେ ରେମିଡିଟି ପ୍ରସ୍ତୁତ କରିବାକୁ ଯାଉଛନ୍ତି । ସେହି ପାଣିକୁ ଆପଣଙ୍କୁ ଦିନକୁ 3 ଥର ସେବନ କରିବାକୁ ପଡିବ । ପ୍ରଥମେ ସକାଳୁ ଖାଲି ପେଟରେ, ତାପରେ ଲଞ୍ଚର ଅଧ ଘଣ୍ଟା ପରେ ଓ ରାତ୍ରୀ ଭୋଜନର ଅଧ ଘଣ୍ଟା ପରେ ଆପଣ ଏହାକୁ ସେବନ କରିବେ । ତାପରେ ଆପଣଙ୍କୁ ସେହି ପାଣିରେ 2 ରୁ 3 ଟି ତେଜପତ୍ର ପକାଇବାକୁ ପଡିବ ।

କାରଣ ତେଜପତ୍ରରେ ଏପରି ସବୁ ପୋଷକ ତତ୍ଵ ରହିଥାଏ । ଯାହା ଆପଣଙ୍କ ମୋଟାପାକୁ କମାଇ ଥାଏ । ତାପରେ ଆପଣ 2 ରୁ 3 ଟି ଛୋଟ ଡାଲଚିନୀ ଖଣ୍ଡ ସେଥିରେ ଆଡ୍ କରନ୍ତୁ । ତାପରେ 2 ଟି ଗୁଜୁରାତି ଖୋଲିକି ସେଥିରେ ମିଶାଇ ଦିଅନ୍ତୁ । ଶେଷରେ ଆପଣ 1 ଚାମଚ ଜୀରା ପାଣିରେ ଆଡ୍ କରନ୍ତୁ । ଜିଦି ରୁ ଜିଦିଆ ଚର୍ବିକୁ ଘଟାଇବାରେ ଜୀରା ଭୂମିକା ବେଶ ରହି ଆସିଛି ।

ଆପଣ ଏହି ସାମଗ୍ରୀ ପାଣିରେ ପକାଇ ତାହାକୁ 15 ମିନିଟ ପର୍ଯ୍ୟନ୍ତ ଭଲ ଭାବେ ଫୁଟିବାକୁ ଛାଡି ଦିଅନ୍ତୁ । ତାପରେ ଆପଣ ଗ୍ଯାସ ବନ୍ଦ କରି କିଛି ସମୟ ସେହି ପାଣିକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ତେବେ ଆମେ ପୂର୍ବରୁ କହିଥିବା ଭଳି ଏଠାରେ କହିବୁ କି ! ଆପଣ ଯେଉଁ ପାଣି ମୋଟାପଣ କମାଇବା ପାଇଁ ପ୍ରସ୍ତୁତ କରିଛନ୍ତି ।

ସେହି ପାଣିକୁ ଆପଣ ଦିନକୁ 3 ଥର ନିହାତି ଭାବେ ଅଳ୍ପ ଉଷୁମ କରି ସେବନ କରନ୍ତୁ । ଯାହା ଦ୍ଵାରା ତାହାର ଇଫେକ୍ଟ ବହୁତ ଶୀଘ୍ର ଶରୀରରେ ଜମି ରହିଥିବା ଚର୍ବି ଉପରେ ପଡି ଚର୍ବିକୁ ଶରୀରର ମୋଟା ଅଂଶକୁ ବାହାର କରିଥାଏ । ଯାହା ଦ୍ଵାରା ଶରୀରର ଅତ୍ୟଧିକ ମୋଟାପଣ କମିଥାଏ । ଏହି ପାଣିର ସେବନ ଦ୍ଵାରା ଶରୀରର ସବୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଆସିଥାଏ ।

ତେଣୁ ଏହା ଆପଣଙ୍କର ମୋଟାପଣ କମାଇବା ସହ ଆହୁରି ମଧ୍ୟ ଅନେକ ଉପକାର କରିଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *