Astrology- ନୂଆବର୍ଷ ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ, ବର୍ଷ ସାରା ମା’ ଲକ୍ଷ୍ମୀ କରିବେ ଧନବର୍ଷା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଉ ମାତ୍ର କିଛି ଦିନର ସମୟ ଅନ୍ତରାଳରେ ୨୦୨୩ ନୂଆବର୍ଷର ଆଗମନ ହେବା ପାଇଁ ଯାଉଛି । ତେଣୁ ଆପଣ ସମସ୍ତଙ୍କୁ ନୂତନ ବର୍ଷ ପାଇଁ ଅନେକ ଶୁଭେଛା ଓ ଶୁଭକାମନା ଜଣାଉଛି । ତେଣୁ ଆଜି ଚାଲନ୍ତୁ ନୂଆ ବର୍ଷରେ କଣ ସବୁ କରିବା ଦ୍ଵାରା  ଘରେ ସୁଖ ସମୃଦ୍ଧି ବଜାୟ ରହିବ । ସେହି ବିଷୟରେ ଆଲୋଚନା କରିବା । ପ୍ରଥମେ ନୂଆ ବର୍ଷର ଦିନଟି ଆସିବା ପୂର୍ବରୁ ନିଜ ଘରେ ଥିବା ସମସ୍ତ ଅଦରକାରୀ ବସ୍ତୁକୁ ବାହାରେ ଫିଙ୍ଗି ଦିଅନ୍ତୁ ।

ଏହା ସହିତ ନିଜ ଘର ଓ କାର୍ଯ୍ୟ କ୍ଷେତ୍ରକୁ ଭଲ ଭାବରେ ସଫାସୁତୁରା କରି ପରିଷ୍କାର ଓ ପରିଚ୍ଛନ କରି ଦିଅନ୍ତୁ । କାରଣ ଏପରି କରିବା ନୂଆ ବର୍ଷ ଆରମ୍ଭରୁ ଘର ସକାରାତ୍ମକ ଊର୍ଜାର ଶକ୍ତିର ବିକାଶ ହୋଇବ । ଏହା ସହିତ ମା’ ଲକ୍ଷ୍ମୀ ସେହି ଘରକୁ ହିଁ ଯିବାକୁ ପସନ୍ଦ କରିଥାନ୍ତି । ଯାହାଙ୍କ ଘର ପରିଷ୍କାର, ପରିଚ୍ଛନ ହୋଇଥିବ ।

ତେଣୁ ବର୍ଷର ଆଗମନରୁ ହିଁ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଘରକୁ ପରିଷ୍କାର କରି ରଖନ୍ତୁ । ଯଦି ସମ୍ଭବ ତେବେ । ସୁଗନ୍ଧିତ ଅତର ବ୍ୟବହାର କରି ଘରକୁ ମହକରେ ରଖନ୍ତୁ । ନୂଆ ବର୍ଷ ଦିନ ଘରକୁ ପ୍ରଭୁ ବିଘ୍ନ ବିନାଶକଙ୍କର ଫୋଟ ବା ମୂର୍ତ୍ତି ନିହାତି ଭାବେ କରନ୍ତୁ । କାରଣ ପ୍ରଭୁଙ୍କର ସେହି ଦିନ ଫୋଟ ଆଣି ଘରେ ରଖି ସେହି ଦିନ ଠାରୁ ପୂଜା ଅର୍ଚନା କରିବା ଦ୍ଵାରା ଘରେ ସମସ୍ତ ପ୍ରକାର ବିଘ୍ନ ଦୂର ହୋଇଥାଏ ।

ଏହା ସହିତ ଘରେ ଲାଗି ରହୁଥିବା ଅର୍ଥ ସମସ୍ଯା ଦୂର ହୋଇବା ସହ ଘରେ ଆର୍ଥିକ ସତୀ ଉତ୍ତମ ରହିଥାଏ । ନୂଆ ବର୍ଷ ଦିନ ପ୍ରାତଃ ନିତ୍ୟାଦି କାର୍ଯ୍ୟ ସାରି କୌଣସି ଏକ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରି ନିଜର ନୂତନ ବର୍ଷର ଆରମ୍ଭ କରନ୍ତୁ । ଏହା ସହିତ ପ୍ରସାଦରେ ନଡିଆକୁ ନିହାତି ଭାବେ ସାମିଲ କରନ୍ତୁ । କାରଣ ନଡିଆ ଭାଙ୍ଗି ନୂତନ ବର୍ଷର ଆରମ୍ଭ କରିବା ଦ୍ଵାରା ବର୍ଷଟି ଆପଣଙ୍କ ପାଇଁ ବହୁତ ହିଁ ଶୁଭଫଳଦାୟୀ ହୋଇଥାଏ ।

ନୂଆ ବର୍ଷ ଦିନ ଘରକୁ ମୟୂର ପଙ୍ଖ ନିହାତି ଆଣିବେ । ଯେତେବେଳେ ମୟୂର ପଙ୍ଖକୁ କୌଣସି ସ୍ଥାନରୁ ଆଣିବେ । ନିହାତି ଭାବରେ ମୁହଁରେ କୃଷ୍ଣଙ୍କର ନାମକୁ ଊଚାରଣ କରି ମୟୂର ପଙ୍ଖକୁ ଆଣନ୍ତୁ । ଆପଣଙ୍କୁ ଶ୍ରୀକୃଷ୍ଣଙ୍କର ବର୍ଷ ସାରା ଆଶ୍ରୀବାଦ ପ୍ରାପ୍ତ ହୋଇବା ସହ ଘରର ସମସ୍ଯା ଦୂରୀଭୂତ ହେବ । ନୂଆ ବର୍ଷ ଦିନ ଘରକୁ ପ୍ରଭୁ ହନୁମାନ, ଲାଫିଙ୍ଗ ବୁଦ୍ଧ ଓ ମନିପ୍ଲାଣ୍ଟ ଗଛ ମଧ୍ୟ ଆଣନ୍ତୁ । ଆପଣଙ୍କର ବହୁତ ହିଁ ଶୁଭ ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *