Health Tips- ଏହାର କେବଳ ଗୋଟିଏ ପତ୍ର, କିଡନୀ ଷ୍ଟୋନ, ମୁଣ୍ଡ ବିନ୍ଧା, ଚର୍ମରୋଗ ପରି 100 ପ୍ରକାର ରୋଗରୁ ଦେବ ମୁକ୍ତି

ବନ୍ଧୁଗଣ ଲକ୍ଷେ ପ୍ରକାରର ଔଷଧ ଫେଲ ହୋଇଯିବ ଏହି ଗୋଟିଏ ପତ୍ର ଆଗରେ । ଏହାକୁ ଅନାବନା ଗଛ ଭାବିବାରେ କିଛି ଲୋକ ଭାବିଥାନ୍ତି ଯାହା ଏକ ସାଧାରଣ ପତ୍ର ଅଟେ । ଏହାକୁ ଆପଣ ନିଜ ଘର ବାଡିରେ ବ ଆଖାପାଖରେ ଦେଖିଥିବେ । ଏହାର ଉପକାରିତା ନ ଜାଣି ଆମେ ଏହାକୁ ଫିଙ୍ଗି ଦେଇଥାଉ । ଏହାକୁ ଆମେ ଅମରପୋଇ ଗଛ ବୋଲି କୁହାଯାଏ । ଏହା ଷ୍ଟୋନ ଭଳି ସମସ୍ଯା, ମୁଣ୍ଡ ବିନ୍ଧା, ଚର୍ମ ରୋଗ, ପରିସ୍ରା ଦ୍ଵାରା ଜଳାପୋଡା ହେଉଛି ତେବେ ଏହି ପତ୍ର ବିଶେଷ ଲାଭଦାୟକ ହୋଇଥାଏ ।

ଆସନ୍ତୁ ଜାଣିବା ଏହି ପତ୍ରର ଉପକାରିତା ବିଷୟରେ ବିସ୍ତାର ଭାବେ । ଅମରପୋଇ ପତ୍ର ର ଗୋଟେ ବିଶେଷତା ହେଛି ଏହାର ଡେମ୍ଫ କୁ ମାଟି ରେ ପୋତି ଦେଲେ ଏହା ଗଛ ହୋଇଯାଏ । ଏଇ ଗଛକୁ ବଢିବା ପାଇଁ ଅଧିକ ପାଣି ର ଆବଶ୍ୟକ ପଡେ ନାହି । ଏହା ବହୁତ ଜଲ୍ଦି ବଢିଯାଏ ।

ପ୍ରଥମେ ଆପଣ ଏହି ପତ୍ର କୁ ସଫା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ଧ୍ୟାନ ରଖିବେ ଆପଣ ଏହାକୁ ସଂପୂର୍ଣ୍ଣ ତାଜା ପ୍ରୟୋଗ କରିବେ । ଯାହା ଦ୍ଵାରା ଫାଇଦା ପାଇ ପାରିବେ । ଅମରପୋଇ ପତ୍ର କୁ ଭଲ ଭାବେ ବାଟି ଏହାର ରସ ବାହାର କରନ୍ତୁ । ଏହା ଖାଇବାକୁ ଖଟା, ଲୁଣିଆ, ସ୍ଵାଦିଷ୍ଟ ଲାଗିଥାଏ । ଯଦି ଆପଣ କିଡନି ରେ ଷ୍ଟୋନ ଭଳି ସମସ୍ଯା ଅଛି ତେବେ ଏହାର କାଢା ବନାଇ ସେବନ କରନ୍ତୁ ।

ବାରମ୍ବାର ମୁଣ୍ଡ ବିନ୍ଧୁଥିଲେ ଏହାର ପତ୍ର ବାଟି ଲେପ ଲଗାଇଲେ ମୁଣ୍ଡ ବିନ୍ଧା ସମସ୍ଯା ତୁରନ୍ତ ଭଲ ହୋଇଯାଏ । ଯଦି ଆପଣଙ୍କର ଆଖି ଅଧିକ ବିନ୍ଧୁଥାଏ ବା ଆଖି ରୁ ପାଣି ବାହାରୁଛି ତେବେ ଏହାର ରସ ବାହାର କରି ଆଖି ରେ ଲଗାଇଲେ ଆଖି ସମସ୍ଯା ଦୂର ହୋଇଯିବ । ଯଦି ପରିସ୍ରା କରିବା ସମୟରେ ଜ୍ଵଳନ ବା କଷ୍ଟ ହେଉଛି ତେବେ ଅମରପୋଇ ପତ୍ର ର ରସ 5 ml ନିଅନ୍ତୁ ଓ ସେଥିରେ ମହୁ ମିଶାଇ ସେବନ କରନ୍ତୁ ।

ଏବେ ଆସନ୍ତୁ ଜାଣିବା ଷ୍ଟୋନ ଭଳି ସମସ୍ଯା ଦୂର କରିବାକୁ ଏହାର ପ୍ରୟୋଗ କିପରି କରିବେ । ଆପଣ ଏହାର କାଢା ତିଆରି କରିବାକୁ ଏକ ଗ୍ଳାସ ପାଣି ନିଅନ୍ତୁ । ଅମରପୋଇ ପତ୍ର ରୁ 1 ରୁ 2ଟି ନିଅନ୍ତୁ । ଏହାକୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ପାଣି ଅଧା ନ ହୋଇଛି । ଏହାକୁ ଛାଣି ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଅଳ୍ପ ଉଷୁମ ଥିବା ସମୟରେ ଏହାର ସେବା କରନ୍ତୁ ।

ଏହି ପାଣିରେ 50 ml ସିଲାଜେକ ଓ 2 ଗ୍ରାମ ମହୁ ମିଶାଇ ଏହାକୁ ଦିନକୁ ୨ ଥର ସେବନ କରନ୍ତୁ । ପ୍ରତେକ ଥର ଏହାକୁ ତାଜା ବନାଇ ସେବନ କରିବାକୁ ହେବ । ଯଦି ଘା ହୋଇଛି ତେବେ ଅମରପୋଇ ପତ୍ରରେ ଲେପ କରି ଲଗାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *