Astrology- ନିଜ ନାମ ଅନୁସାରେ ଜାଣନ୍ତୁ କେଉଁ ନାମର ଝିଅ ସହିତ ହେବ ଆପଣଙ୍କ ବିବାହ      

ନମସ୍କାର ବନ୍ଧୁଗଣ , ପୃଥିବୀରେ ସବୁଠାରୁ  ପବିତ୍ର ବନ୍ଧନ ହେଉଛି ବିବାହ । ପ୍ରାଚୀନ କାଳ ରୁ ଗଠନ କରାଇଯାଇଥିବା ଏହି ବନ୍ଧନ ପୁରୁଷ ଏବଂ ସ୍ତ୍ରୀଙ୍କୁ ସାରା ଜୀବନ ପାଇଁ ଏକାଠି କରିଥାଏ । ପୁରୁଷ ତାର ସ୍ତ୍ରୀ ର ଅପେକ୍ଷାରେ ଅନେକ ଚିନ୍ତା ଭାବନା କରିଥାଏ । ସେ ଅନେକ ଆଶା ରଖିଥାଏ ତାର ସ୍ତ୍ରୀ ଏମିତି ଥିବ ସେମିତି ଥିବା ବୋଲି । ଆମ ଜୀବନରେ ନାମ ର ଗୁରୁତ୍ଵ ରହିଛି । ଆମକୁ ନିଜର ନାମ ଅନୁସାରେ ଏହି ସମାଜରେ ପରିଚୟ ପାଇଁ ଥାଉ ।

ଜଣେ ବ୍ୟକ୍ତି ର ନାମ ହିଁ ତାର ସର୍ବାଙ୍ଗ ସାଧନ କରେ । ତେଣୁ ପିତାମାତା ମଧ୍ୟ ପିଲାର ନାମ କୁ ବହୁତ ଭାବି ଚିନ୍ତି ଦେଇଥାନ୍ତି । ଆମ ଶାସ୍ତ୍ର ଅନୁସାରେ ମଧ୍ୟ ନାମକୁ ଗୁରୁତ୍ଵ ଦିଆଯାଇଛି । ବ୍ୟକ୍ତି ର ନାମ ଦ୍ଵାରା ତାହାର ସ୍ଵଭାବ , ଗୁଣ ଆଦି କହିଥାନ୍ତି । କେଉଁ ନାମ ରଖିବା ଦ୍ଵାରା ପିଲାର ଗୁଣ ଠିକ ରହିଥାଏ ଏହାକୁ ଭାବି ଚିନ୍ତି ପିଲାର ନାମକରଣ କରାଯାଇଥାଏ ।

ନାମକରଣ ପରେ ସେହି ବ୍ୟକ୍ତିର ନାମ ତାର ସ୍ଵଭାବ ଉପରେ ପ୍ରଭାବ ପକେଇଥାଏ । ତେଣୁ ବ୍ୟକ୍ତିର ନାମ କେଉଁ ଅକ୍ଷୟର ରୁ ପ୍ରାରମ୍ଭ ହୋଇଥାଏ ତାହା ଆପଣଙ୍କ ପାଇଁ ବହୁତ ଗୁରୁରତ୍ଵପୂର୍ଣ୍ଣ ଅଟେ । ଆପଣଙ୍କ ନାମ ର ପ୍ରଥମ ଅକ୍ଷୟ ଆପଣଙ୍କ ଉପରେ ସାଧକତା ପକେଇଥାଏ । ଜଣେ ପୁରୁଷ ନିଶ୍ଚିତ ଜାଣିବାକୁ ଚାହିଥାଏ ଯେ ସେ ବିବାହ କରିବାକୁ ଯାଉଥିବା ସ୍ତ୍ରୀ ର ନାମ କେଉଁ ଅକ୍ଷର ରୁ ପ୍ରାରମ୍ଭ ହୋଇଛି ।

କାରଣ କେଉଁ  ଅକ୍ଷର ପ୍ରାରମ୍ଭ ହେବା  ଦ୍ଵାର ଆପଣଙ୍କ ପାଇଁ ଶୁଭ ହୋଇଥାଏ ଏବଂ ଆପଣଙ୍କ ସାଥ ଜୀବନ ସାରା ରହିଥାଏ । ମୁ ଆଜି ଆପଣଙ୍କୁ ଏମିତି କିଛି ପ୍ରାରମ୍ଭିକ ଅକ୍ଷର ବିଷୟରେ ଯାହା ଦ୍ଵାରା ଆପଣ ଜାଣିପାରିବେ ଆପଣଙ୍କର ବିବାହ ଯେଉଁ  ଝିଅ ସହିତ ହେବାକୁ ଯାଉଛି ସେହି ଝିଅ ର ପ୍ରଥମ ଅକ୍ଷର କଣ । ଯେଉଁ ବ୍ୟକ୍ତି ମାନଙ୍କ ନାମ A ଅକ୍ଷର ରେ ପ୍ରାରମ୍ଭ ହୋଇଥାଏ ଏମାନଙ୍କ ସ୍ଵଭାବ ବହୁତ ଶାନ୍ତ ଓ ଅମ୍ମନେ ବହୁତ ପରିଶ୍ରମି ହୋଇଥାନ୍ତି ।

ଯଦି ଏମାନଙ୍କ ବିବାହ P, K ନାମ ଝିଅମାନଙ୍କ ସହ ହୋଇଥାଏ ତେବେ ଏହି ଦୁଇହି ଙ୍କ ଯୋଡି ଉତ୍ତମ ଯୋଡି ହୋଇଥାଏ । B ଅକ୍ଷରରେ ଅପ୍ରାରମ୍ଭ ହୋଆଇଥିବା ବ୍ୟକ୍ତି ମାନେ ଜମା ବି ରୋମାଣ୍ଟିକ ହୋଇନଥାନ୍ତି । ଏହା କୁହାଯାଇଥାଏ ଯେ ଏମାନେ ବିବାହ କରିଥିବା ଝିଅ ସରକାରୀ ଚାକିରି କରିଥାଏ ଏବଂ ଏହି ବ୍ୟକ୍ତିଙ୍କ ବିବାହ R  ନାମକ ଝିଅ ସହ ହୋଇଥାଏ ।

D  ନାମ ବ୍ୟକ୍ତି ବହୁତ ଖୋଲା ମନ ଏବଂ ଅନ୍ୟମାନଙ୍କ ସହ ଜଳଦି ମିଶି ଯାଇଥାନ୍ତି । ଯଦି ଆପଣଙ୍କୁ କେବେ ବି ଏହି ଅକ୍ଷର ର ବ୍ୟକ୍ତି ସାଙ୍ଗ କରିବଗକୁ ମିଳିଥାନ୍ତି । ତେବେ କେବେ ବି ହାତ ଛଡା କରିବେ ନାହିଁ । ଏହି ଅକ୍ଷରର ବ୍ୟକ୍ତି ନିଜର ଜୀବନ ସାଥିର ମନର କଥା କୁ ନ କହି ବୁଜିଯାଇଥାନ୍ତି ଏବଂ ଏହି ଅକ୍ଷର ବ୍ୟକ୍ତିଙ୍କ ଯୋଡି R  ନାମକ ଝିଅ ସହିତ ଉତ୍ତମ ହୋଇଥାଏ । H  ନାମ ବ୍ୟକ୍ତିଙ୍କ ବିବାହ K,R  ନାମକ ଝିଅ ସହିତ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *