ନଖରେ ଥିଲେ ଏପରି ଚିହ୍ନ ଜଲ୍ଦି ଦେଖନ୍ତୁ…ଜାଣନ୍ତୁ ରହସ୍ୟ !

ବନ୍ଧୁଗଣ ନମସ୍କାର । ପ୍ରତ୍ଯେକ ମଣିଷ ର ଶରୀରର ଆକାର ଆକୃତି ପ୍ରାୟତଃ ଅନ୍ୟ ଠାରୁ କିଛି ଭିନ୍ନ ଭିନ୍ନ ହୋଇଟାହେ । କିନ୍ତୁ ଆମ ହିନ୍ଦୁ ଧର୍ମ ର ଗ୍ରନ୍ଥ ଶାସ୍ତ୍ର ପୁରାଣ ମାନଙ୍କରେ ଏକ ସାମୁଦ୍ରିକ ଶାସ୍ତ୍ର ରହିଅଛି । ଏହି ସାମୁଦ୍ରିକ ଶାସ୍ତ୍ର ରେ ମଣିଷ ଶରୀରର କେଉଁ ଅଙ୍ଗ କିପରି ହେଲେ ମଣିଷ ର ସ୍ଵଭାବ ଚରିତ୍ର ସବୁ କିପରି ହୋଇଥାଏ, ସେ ସବୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା ହୋଇ ଅଛି ।

ଅନେକ ଥର ଦେଖା ଯାଇଥାଏ କିଛି ଲୋକ ଙ୍କର ନଖ ରେ ଅର୍ଦ୍ଧ ଚନ୍ଦ୍ର ଭଳି ଚିହ୍ନ ରହିଥାଏ । ବନ୍ଧୁଗଣ ନଖ ଶରୀର ର ଏକ ଏଭଳି ଅଂଶ ଯାହାକି ଆଙ୍ଗୁଳି ମାନଙ୍କର ଶେଷ ଭାଗରେ ଏକ ଶକ୍ତିଶାଳୀ କବଚ ଭଳି ରହିଥାଏ । ଏହା ପ୍ରତ୍ଯେକ ପଶୁ ମାନଙ୍କ ଠାରେ ମଧ୍ୟ ରହି ଥିବାର ଦେଖାଯାଏ । ଏହି ନଖ ଏକ ପ୍ରୋଟିନ କେରୋଟିନ ଦ୍ଵାରା ହୋଇଟାହେ ।

ପ୍ରତ୍ଯେକ ପଶୁ ମାନଙ୍କର ଶିଙ୍ଘ ରେ ମଧ୍ୟ ଏହା ଥିବାର ଦେଖା ଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଣିଷ ଶରୀର ରେ ଥିବା ପ୍ରତ୍ଯେକ ଚିହ୍ନ ର କିଛି ନା କିଛି ମହତ୍ଵ ରହିଥାଏ । ବ୍ୟକ୍ତି ର ମଥା ର ରେଖା ଠାରୁ ନେଇ ହାତର ରେଖା ଶରୀର ରେ ଥିବା ଜାଇ ଓ ଏପରିକି ବ୍ୟକ୍ତି ର ନଖ ମଧ୍ୟ ବ୍ୟକ୍ତି ର ଚରିତ୍ର ସ୍ଵଭାବ ଓ ଭବିଷ୍ୟତ ବିଷୟ ରେ ବହୁତ କିଛି ସୂଚନା ଦେଇଥାଏ ।

ବ୍ୟକ୍ତି ନିଜ ଶରୀର ର ଏହି ସବୁ ଚିହ୍ନ ସାହାର୍ଯ୍ୟ ରେ ବହୁତ କିଛି ଜାଣି ପାରିବ । ଆପଣ ମାନେ ମଧ୍ୟ ବନ୍ଧୁଗଣ ଆଦେଖିଥିବେ ବୟକ୍ତିର ହାତ ରେ ନଖରେ ପ୍ରାୟତଃ ଅର୍ଦ୍ଧ ଚନ୍ଦ୍ର ଭଳି ଥିବାର ଦେଖା ଯାଇଥାଏ । ଯେଉଁ ବ୍ୟକ୍ତି ମାନଙ୍କର ନଖ ରେ ଏପରି ଅର୍ଦ୍ଧ ଚନ୍ଦ୍ର ର ଚିହ୍ନ ଥାଏ ସେମାନଙ୍କ ପାଖରେ ଯେତେ ଅଧିକ ଧନ ଥିଲେ ମଧ୍ୟ ସେମାନଙ୍କ ଜୀବନ ବହୁତ କଷ୍ଟ ରେ ବୀତି ଥାଏ ।

ତାହାସହ ଏହି ପରି ବ୍ୟକ୍ତି ମାନଙ୍କର ହୃଦୟ ବହୁତ ସ୍ଵଚ୍ଛ ଓ ନିର୍ମଳ ଥାଏ । ଏହି ବ୍ୟକ୍ତି ମାନଙ୍କ ଜୀବନ ର ପ୍ରଥମ ପର୍ଯ୍ୟାୟ ଟି ସବୁବେଳେ ଟିକେ ଦୁଃଖ କଷ୍ଟରେ ବୀତି ଥାଏ କିନ୍ତୁ ଏମାନଙ୍କ ପରିଶ୍ରମ ସାହାର୍ଯ୍ୟ ରେ ଏମାନଙ୍କ ଜୀବନରେ ଏମାନେ ଧୀରେ ଧୀରେ ଖୁବ ଅଧିକ ସଫଳତା କୁ ମଧ୍ୟ ପ୍ରାପ୍ତ କରି ପାରିଥାନ୍ତି ।

ଜୀବନରେ ପ୍ରଥମେ କଠିନତା ଓ ଏହା ପରେ ବାକି ସବୁ ସମୟ କୁ ଏମାନେ ଖୁବ ଅଧିକ ଆରମ ରେ ବିତାଇ ଥାନ୍ତି । ଏମାନଙ୍କ ପାଇଁ ସମସ୍ତ କାର୍ଯ୍ୟ ସଫଳତା ର ସହ ଅତି ସହଜ ରେ ହୋଇ ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *