Jyotish Shastra- ମେଷ ରାଶି 2023 ସମ୍ପୂର୍ଣ ରାଶିଫଳ ! ଘଟିବ ଏହି ୬ଟି ବଡ ଘଟଣା, ବଦଳିଯିବ ପୁରା ଜୀବନ

ନମସ୍କାର ବନ୍ଧୁଗଣ ।  2023 ବର୍ଷ ଟି ମେଷ ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ କିପରି ରହିବାକୁ ଯାଉଅଛି, ସେ ବିଷୟରେ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଯାହାଦ୍ଵାରା ଆପଣ ଜାଣି ପାରିବେ ନୂତନ ବର୍ଷ ଟି ଆପଣ ମାନଙ୍କ ପାଇଁ କି ଖବର ଓ ତାହାସହ କିଭଳି ସମୟ ନେଇ କରି ଆସୁଅଛି ।

ଆପଣ ଙ୍କ 11ତମ ଗୃହ ରେ ଏବଂ 21 ଏପ୍ରିଲ କୁ ଦେବ ଗୁରୁ ବୃହସ୍ପତି ଆପଣ ଙ୍କ ରାଶି ରେ ପ୍ରବେଶ କରିବେ । ଏହି ଶନି ଦେବ ନିଜର ଦଶମ ଗୃହ ରୁ ବାହାରି ୧୧ ତମ ଗୃହ କୁ ଆସିବେ ଏପରି ରେ ଆପଣ ଙ୍କ ଜୀବନରେ 6 ଟି ବଡ ଘଟଣା ଘଟିବାକୁ ଯାଉଛି ।

ଶନି ମହାରାଜ ଙ୍କର ପଞ୍ଚମ ଦ୍ରୁଷ୍ଟି ଆପଣ ଙ୍କ ଉପରେ ରହିବ । ଏପରି ରେ ଯେଉଁ ମାନେ ସନ୍ତାନ ପ୍ରାପ୍ତି ପାଇଁ ଇଛା କରୁଛନ୍ତି, ସେମାନଙ୍କ ପାଇଁ ସମୟ ଟି ଅନୁକୂଳ ରହିବ ।

ଆପଣଙ୍କୁ ଅଧିକ ସତର୍କତା କୁ ଅବଲମ୍ବନ କରି ଚଳିବାକୁ ହେବ । ତାହାଛଡା ବୃହସ୍ପତି ଙ୍କର ଚଳନ ହେତୁ ଆପଣ ମାନେ କିନ୍ତୁ ଏହି ସମୟରେ ନିଜ ଜୀବନରେ ଅଧିକ ରୁ ଅଧିକ ସଫଳତା ପ୍ରାପ୍ତ କରିବେ । କର୍ମ କ୍ଷେତ୍ରରେ ମାନ ସମ୍ମାନ ବଢିବ । ବିବାହ ନେଇ ଚିନ୍ତିତ ଥିବା ବ୍ୟକ୍ତି ମାନେ ଆପଣ ମାନଙ୍କ ସମସ୍ଯା ମଧ୍ୟ ଦୂର ହେବାକୁ ଯାଉଛି । 21 ଅଗଷ୍ଟ ପରେ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

ବହୁ ସମୟ ରୁ ଧରି ରହିଥିବା କିଛି ଚିନ୍ତା ମଧ୍ୟ ଏହି ସମୟରୁ ଦୂର ରହିବାକୁ ଯାଉଛି । ଆପଣଙ୍କୁ କିଛି ଖୁସିର ଖବର ମଧ୍ୟ ମିଳି ପାରେ । ବ୍ୟାପାର ରେ ଉନ୍ନତି ହେବ । ଅଧିକ ରୁ ଅଧିକ ଲାଭ କରିବେ । କିନ୍ତୁ ଶନି 11 ତମ ଗୃହରେ ରହିବା କାରଣ ରୁ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କିଛି ବିଶେଷ ଧ୍ୟାନ ଦେବାକୁ ପଡିବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମୟ ଏତେଟା ଭଲ ନାହିଁ । ଏହି ସମୟରେ ଆପଣଙ୍କୁ ଅଧିକ ରୁ ଅଧିକ ସମୟ ଧରି ପାଠ ପଢିବାକୁ ହେବ ।

କିନ୍ତୁ ଅକ୍ଟୋବର ମାସ ପରେ ଆପଣଙ୍କ ପାଇଁ ସମୟ ଟି ଅନୁକୂଳ ପରିସ୍ଥିତି ହୋଇ ରହିବ । ଉପାୟ : ରାଶିରେ ଥିବା ଗ୍ରହ ମାନଙ୍କର ପ୍ରଭାବ କୁ ଦୂର କରିବା ପାଇଁ ପତ୍ଯେକ ଦିନ ସ୍ନାନ ପରେ ହନୁମାନ ଚାଳିଶା ର ପାଠ କରନ୍ତୁ । ତାହାସହ ଆପଣ ଶିବ ପଞ୍ଚକ୍ଷାର ମନ୍ତ୍ର ଟିକୁ ମଧ୍ୟ ଅଧିକ ରୁ ଅଧିକ ପାଠ କରି ପାରିବେ ।

ଏହା ଦ୍ଵାରା ଆପଣ ଙ୍କ ଜୀବନରେ ଥିବା ସମସ୍ତ ଗ୍ରହ ଜନିତ ଦୋଷ ସବୁ ଖଣ୍ଡନ ହୋଇଯିବ । ତେବେ ବନ୍ଧୁଗଣ ଯଦି ଆପଣ ଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ପେଜ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଳିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *