ନାଗଙ୍କର ଜନ୍ମ ରହସ୍ୟ ! କାହିଁକି ନାଗ ଓ ଗରୁଡ ପରସ୍ପର ଶତ୍ରୁ ?

ଆଜି ଆମେ ଏକ ପୌରଣିକ କଥା ବିଷୟରେ ଜାଣିବା ଯେ ଗରୁଡ ଏବଂ ନାଗ ର ଶତ୍ରୁତା ସମ୍ବନ୍ଧରେ । ନାଗର ଜନ୍ମ ରହସ୍ୟ କଣ । ଏହି ସବୁ ବିଷୟ ଜାଣିବା ପାଇଁ ହେଲେ ଆମକୁ ଏହାର ଚାରିତ୍ରୀକ କାହାଣୀ ଜାଣିବା ଯାହା ବର୍ଣ୍ଣନା ମହାଭାରତ ର ଆଦି ପର୍ବରେ କରାଯାଇଛି । ଏଥିରେ ବର୍ଣନା କରାଯାଇଛି ଯେ କଣ ପାଇଁ ନାଗ ଏବଂ ଗରୁଡଙ୍କ ମଧ୍ୟରେ ଶତ୍ରୁତା ହୋଇଛି ଏବଂ କେଉଁ କାରଣରୁ ନାଗର ଜିଭ ଦୁଇ ଭାଗ ହୋଇଯାଇଅଛି ।

ମହର୍ଷି କାଶେବଙ୍କ ତେର ଜଣ ପତ୍ନୀ ଥିଲେ , କିନ୍ତୁ ମହର୍ଷି ତହି ମଧ୍ୟରୁ ଦୁଇ ଜଣଙ୍କୁ ଅଧିକ ପ୍ରେମ କରୁଥିଲେ । ବିନୀତା ଏବଂ କଦୁ ନାମକ ଦୁଇ ପତ୍ନୀ କୁ ସେ ବହୁତ ଭଲ ପାଉଥିଲେ ।  ଥରେ ଦୁଇ ଜଣ ପତ୍ନୀ ସେ ଆସିବ ଆର ବାର୍ତ୍ତା ଶୁଣି ଯାଇକି ତାଙ୍କ ପାଦ ତଳେ ଶରଣ ନେଇଥିଲେ । ଯେବେ ଦେବ ମହର୍ଷି ଦେଖିଲେ ଯେ ତାଙ୍କ ପତ୍ନୀ ବସିଛନ୍ତି ସେଥିରେ ପ୍ରସନ୍ନ ହୋଇ ଜଣେ ଜଣେ କରି ତାଙ୍କ ଇଛା କଣ ପଚାରିଲେ ।

ସେହି କଥାରେ ଦୁଇ ନାମକ ପତ୍ନୀ କଦୁ ତାଙ୍କୁ ଶହେ ପୁତ୍ର ଜନ୍ମ କରିବାର ଆଶା କୁ ପ୍ରକାଶ କରିଲେ ଏବଂ ସେ ଯେବେ ବିନୀତାଙ୍କୁ ପଚାରିଲେ ତେବେ ସେ ଗୋଟିଏ ପୁତ୍ର ର ଇଛାକୁ କହି କହିଲେ ମୋର  ଗୋଟିଏ ପୁତ୍ର କଦୁଙ୍କ ଶହେ ଜଣ ପୁତ୍ର  ସମାନ ହୋଇଥାଉ । ମହଷି  ଦୁଇ ଜଣଙ୍କ କଥାରେ ସହମତ ହୋଇ କହିଲେ ମୁ ଅବି ଯଜ୍ଞ ପାଇଁ ଯାଉଛି । ମୁଁ ସେଠାରୁ ଆସିଲା ପରେ ତୁମ୍ଭର ଇଛା ପୂରଣ ହେବ ।

କିଛି ମାସ ପରେ ବିନୀତା ଦୁଇଟି ଏବଂ କଦୁ ହଜାର ଟି ଅଣ୍ଡା ଦେଲେ । କଦୁ ତାଙ୍କ ଶହେ ପୁତ୍ର ଅଣ୍ଡା କୁ ଦେଖି ଅଧିକ ପ୍ରସନ୍ନ ହୋଇ ବିନୀତା କୁ କହିଲେ ଦେଖ ମୋ ପୁତ୍ର ମାନେ କେତେ ସୁନ୍ଦର ହୋଇଛନ୍ତି । ବିନୀତା ତାହାକୁ ଦେଖି ଅତ୍ୟଧିକ ପ୍ରସନ୍ନ ହେଲେ , ଆଉ ସେ ଯାଇ ତାଙ୍କ ଦୁଇ ଅଣ୍ଡାରୁ ଗୋଟେ ଅଣ୍ଡା କୁ ଭାଙ୍ଗି ଦେଲେ ତେବେ ସେ ପୁତ୍ର ଟିଏ ଅସମ୍ପୂଣ୍ଣ ହୋଇଥିଲା ସେ ତାହାଙ୍କ ଭୁଲ ଟି କୁ ଜାଣି ଅତ୍ୟଧିକ ଚିନ୍ତିତ ହୋଇଗଲେ । ଜନ୍ମ କରିଥିବା ପୁତ୍ର ଟି କହିଲା ତମେ ଆଉ ଗୋଟେ ଅଣ୍ଡା ନ ଭାଙ୍ଗି ତାହାର ଅପେକ୍ଷା କରିବା ଦ୍ଵାରା ଆପଣଙ୍କ ଅପରାଧ  ଦୂର ହୋଇଯିବ ।

ତାହା କହି ସେ ଅସମ୍ପୂର୍ଣ୍ଣ ବାଳକ ଆକାଶକୁ ଉଡିଗଲା ଏବଂ ଅନ୍ୟ ଏକ ଅଣ୍ଡାରୁ ଏକ ସୁନ୍ଦର ବାଳକ ବାହାରିଲା ତାହାର ନା ଗରୁଡ ବୋଲି ରଖା ଗଲା । ଥରେ କଦୁ ଏବଂ ବିନୀତା ବାହାରେ ଥିଲେ ତେବେ ବିନୀତା କଦୁ କୁ କହିଲେ ଦେଖ ସେ ଦୂର ରେ ଥିବା ଗୋଡା କେଉଁ ରଙ୍ଗ ହୋଇଥିବା କଦୁ କହିଲେ ତାହା କଳା ଏବଂ ଧଳା ରଙ୍ଗର ତେବେ ବିନୀତା କହିଲା ନା ସେଯା ହେଉଛି ଧଳା ଦୁଇ ଙ୍କ ମଧ୍ୟରେ ସଙ୍ଗର୍ଷ ହେବାକୁ ଲାଗିଲା ବିନୀତା କହିଲେ ଆମେ କଲି ଯାଇ ଦେଖିକି ଆସିବା ।

ମାତ୍ର କଦୁ ତାଙ୍କ ପୁତ୍ର କୁ ଫଟାଇ ସାପ କୁ ଗୋଡା ଦେହରେ ଲଗାଇଲେ ଯେବେ ବିନୀତା ଦେଖିଲେ ତାହା କଳା ତେବେ  କଦୁ ତାଙ୍କୁ ତାଙ୍କରେ ଦାସୀ କରିନେଲେ । ଗରୁଡ ତାଙ୍କ ମାତାଙ୍କୁ ଏଥିରୁ ମୁକ୍ତି କରିବା ପାଇଁ ଯାଇ କଦୁ କୁ ପଚାରିଲେ । କଦୁ କହିଲେ ତେମେ ଯାଇ ଅମୃତ ଆଣିଲେ ମୁ ମୁକ୍ତି କରିବି । ଗରୁଡ ଇନ୍ଦ୍ରଙ୍କ ସହ ଯୁଦ୍ଧ କରି ଅମୃତ କୁ ଆଣିଲେ ଇନ୍ଦ୍ର ନିଜେ ଚମର୍କୃତ ହୋଇ ଗରୁଡକୁ କହିଲେ ତମେ ଅମୃତ ମତେ ଦେଇଦିଅ  ମୁ ତୁମକୁ ସାପ କୁ ଖାଇବାର ଅଧିକାର ଦେବି ।

ସେଥିରେ ଗରୁଡ ତାହା କରିଲେ କଦୁ କୁ ଅମୃତ ଦେଲେ ମା ‘ ଙ୍କୁ ମୁକ୍ତି କରାଇଲେ ଏବଂ ସମୟ ଦେଖି ଇନ୍ଦ୍ର ଅମୃତ ନେଇ ଆସିଲେ ଯେବେ ସାପ ମାନେ ଅମୃତ ଥିବା ସ୍ଥାନଙ୍କୁ ଛାକିଲେ ତେବେ ତାଙ୍କ ଜିଭ କୁ  ଦୁଇ ଭାଗ ହୋଇଯାଇଥିଲା । ଭଗବାନ ବିଷ୍ଣୁ ଏଥିରେ ପ୍ରସନ୍ନ ହୋଇ ଗରୁଡକୁ ତାଙ୍କ ର ବାହକ କରି ନେଇଥିଲେ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *