Jyotish Shastra- ଏପ୍ରିଲ ମାସ 2023 ! ମେଷ ରାଶିରେ 5 ଟି ଖୁସି ଖବର, ବଦଳିଯିବା ଭାଗ୍ୟ 

ନମସ୍କାର ବନ୍ଧୁଗଣ , ଶାସ୍ତ୍ର ରେ ଗ୍ରହ ର ସ୍ଥିତିକୁ ନେଇ ରାଶି ରେ ଏହାର ପରିବର୍ତ୍ତନ ଆଣିଥାଏ । ୧-ଏପ୍ରିଲ 2023 ରେ ମେଷ ରାଶି ବ୍ୟକ୍ତିଙ୍କ ଜୀବନରେ ଆସିବାକୁ ଯାଉଛି ବଡ ପରିବର୍ତ୍ତନ । ଏହି ରାଶିମାନଙ୍କ ଜାତକ ରେ ବୃହସ୍ପତି ଙ୍କ ଆଗମନ ରୁ ଜୀବନ ରେ ଥିବା କଷ୍ଟ , ଦୁଃଖ ସମସ୍ୟା ଦୂର ହେବାକୁ ଯାଉଅଛି । ୨-କିନ୍ତୁ ଆପଣ ଶନିଦେବଙ୍କ ଉପାୟ କୁ ନିଶ୍ଚିତ କରନ୍ତୁ । ଦୁଇଟି ରୁଟି ନେଇ ଏଥିରେ ସୁଧ ଘିଅ ଲଗେଇ ଏଥିରେ ଦୁଇଟି ମିଠା ନେଇ କୋଣସି କଳା ଗାଈଙ୍କୁ ଖାଇବାକୁ ଦିଅନ୍ତୁ ।

ଏହା ପରେ ଶନିଦେବଙ୍କୁ ସ୍ମରଣ କରି ପ୍ରଣାମ କରନ୍ତୁ ଯାହା ଫଳରେ ଆପଣଙ୍କୁ କୋଣସି ସମସ୍ୟା ଆସିନଥାଏ ।୩- ମଙ୍ଗଳ ଗ୍ରହ ଶୁକ୍ର ଗ୍ରହ ସେମାନଙ୍କ ନୀଚ ସ୍ଥିତିରେ ରହିବେ ମାତ୍ର ବୃହସ୍ପତିଙ୍କ ପ୍ରଭାବ ଏହି ରାଶିମାନଙ୍କ ଉପରେ ପଡିବାକୁ ଯାଉଛି । ଯାହା ଫଳରେ ଏହି ବ୍ୟକ୍ତିମାନଙ୍କ ଜୀବନ ସଂପୂର୍ଣ୍ଣ ବଦଳିଯାଇଥାଏ ।

ବୃହସ୍ପତି ଆପଣଙ୍କ ଜୀବନ ରେ ଥିବା ଅସୁବିଧା ଦୂର କରି ରାଜକୀୟ ଯୋଗ କରିବାକୁ ଯାଉଛି । ୪-ମଙ୍ଗଳ ଗ୍ରହ ନୀଚ ସ୍ଥିତିରେ ଥିବା କାରଣ ରୁ ଯଦି ଆପଣ ଖେଳ କୁଦରେ ରହିଥାନ୍ତି ତେବେ ଆପଣଙ୍କୁ ସେଥିରେ ସଫଳତା ମିଳିଥାଏ । ଶନିଦେବ ଦୀଘ ତିରିଶ ବର୍ଷ ପରେ ଗୋଟିଏ ରାଶିରେ ଆସୁଛନ୍ତି ତେଣୁ ଆପଣଙ୍କ ଯାନ୍ତ୍ରିକ ଯନ୍ତ୍ର ର କ୍ରୟ ହୋଇଥାଏ । ଆପଣ ଏକ ନୂତନ ଜିନିଷ ଆବିଷ୍କାର କରିଥାନ୍ତି ଯାହା ଦ୍ଵାରା ଆପଣଙ୍କୁ ନାମ ଖ୍ଯାତି ମିଳିଥାଏ ।

କର୍ମ କ୍ଷେତ୍ର ରେ ଆପଣ ଲାଭବାନ ହୋଇଥାନ୍ତି , ଛାତ୍ର ଛାତ୍ରୀଙ୍କ ଜୀବନ ରେ ଶିକ୍ଷା କ୍ଷେତ୍ର ରେ ଉତ୍ତମ ଫଳ ପ୍ରାପ୍ତ କରିଥାନ୍ତି । ୫-ଏହା ବିଶେଷ କରି ଛାତ୍ର ମାନଙ୍କ ଉପରେ ପ୍ରଭାବ ଦେଖାଇଥାଏ ପାଠ ପଢା ରେ ମନ ଲାଗିଥାଏ । ଥର କର ହିଁ ପାଠ କୁ ମାନେ ରଖିଥାନ୍ତି ଏହା ସହିତ ଆପଣ  କ୍ରୋଧୀ ସ୍ଵଭାବ ର ମଧ୍ୟ ହୋଇଥାନ୍ତି । ତେଣୁ ଏହି ସମୟ ରେ ଆପଣଙ୍କ କ୍ରୋଧ କୁ ନିୟନ୍ତ୍ରଣ ରେ ରଖିବା ଆପଣ ପାଇଁ ଭଲ ହୋଇଥାଏ ।

କାରଣ ଏହି ସମୟରେ ଶନିଦେବ ଆପଣାମାନଙ୍କୁ କର୍ମ କରିବାର ଶକ୍ତି ପ୍ରଦାନ କରିବେ ଯଦି ଆପଣ ନିଜେ କୁ ପ୍ରଭାବ ଦ୍ଵାରା ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ । ଏହି ସମୟରେ ଆପଣଙ୍କ ଚାକିରୀ କ୍ଷେତ୍ରରେ ପ୍ରୋମୋଶନ ହେଇପାରେ । ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ । ପ୍ରଥମତ ଏପ୍ରିଲ ମାସ ରେ ସୂର୍ଯ୍ୟ ଦେବ ଏହି ରାଶି ରେ ଆସିଥାନ୍ତି । ସୂର୍ଯ୍ୟଙ୍କ ଆଗମନ ଆପଣ ଜୀବନ କୁ ସଂପୂର୍ଣ୍ଣ ପରିବର୍ତ୍ତନ କରିଥାଏ ।

ଆପଣ ଜୀବନ ରେ ଅନେକ ଖୁସି ର ବାର୍ତ୍ତା ଶୁଣିବାକୁ ଆସିଥାଏ । ରାଜନୀତି ରେ ଉଚ୍ଚ ସ୍ଥାନ ର ଲାଭ ମିଳିପାରେ ସରକାରୀ ଚାକିରୀ ର ଯୋଗ ହେଇଥାଏ । ଆପଣ ଅନେକ ଦିନରୁ ଅଟକିଥିବା କାମ ଏହି ମାସ ରେ ସଫଳ ହୋଇଥାଏ । ବ୍ୟାପାର ଏବଂ ବାଣିଜ୍ୟରେ ଅଧିକ ଧନ ର ଯୋଗ ହେଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *