ମରିଗଲେ ବି ଏହି ମହିଳା ମାନେ ତୁଳସୀ ପୁଜା କେବେବି କରନ୍ତୁ ନାହିଁ… ଲାଗିଥାଏ ମହାପାପ ହୋଇଥାଏ ସ୍ବାମୀଙ୍କ ମୃତ୍ୟୁ !

ଏହି ମହିଳା ମାନେ ତୁଳସୀ ପୂଜା କରିବା ଅନୁଚିତ ! ପ୍ରାଚୀନ ଅନେକ ଗ୍ରନ୍ଥ ମାନଙ୍କରେ ତୁଳସୀ ଗଛର ମାହାତ୍ମ୍ୟ ବିଷୟରେ ଅନେକ କଥା କୁହାଯାଇଅଛି । ପୃଥିବୀରେ ଥିବା ସବୁ ବନସ୍ପତି ମାନଙ୍କ ମଧ୍ୟରୁ ତୁଳସୀ ବୃକ୍ଷ ଅନ୍ୟତମ । ତୁଳସୀ ବୃକ୍ଷ ଯେଉଁ ସ୍ଥାନରେ ଲାଗିଥାଏ । ସେଠାକାର ପରିବେଶ ଭଲ ଊର୍ଜାରେ ଭରି ହୋଇ ରହିଥାଏ । ପ୍ରତିଦିନ ଯେଉଁ ବ୍ୟକ୍ତି ତୁଳସୀ ପତ୍ରର ସେବନ କରିଥାଏ ।

ସେହି ବ୍ୟକ୍ତି ଅନେକ ରୋଗବେମାରୀରୁ ନିଜକୁ ଦୂରେଇ ରଖିପାରିଥାଏ । କାରଣ ଏହି ତୁଳସୀ ମନୁଷ୍ୟ ଶରୀର ପାଇଁ ବହୁତ ଗୁଣକାରୀ ବୃକ୍ଷ ଅଟେ । ହେଲେ ତୁଳସୀ ବୃକ୍ଷକୁ ଏହି ମହିଳା ମାନେ ଆଦ୍ୱା ମଧ୍ୟ ସ୍ପର୍ଶ କରିବା ଉଚିତ ନୁହେଁ । ଏଭଳି ମହିଳା ମାନେ ଜମାରୁ ବି ତୁଳସୀ ପୂଜା କରିବା ଉଚିତ ହୋଇନଥାଏ । ତେବେ କେଉଁ ସବୁ ମହିଳା ତୁଳସୀ ପୂଜା କରିପାରିବେ ନାହିଁ ଏଠାରେ ଜାଣନ୍ତୁ ।

1- କୌଣସି ମହିଳାର ଯଦି ମାସିକ ଧର୍ମ ଚାଲୁଥାଏ । ତେବେ ସେହି ସମୟରେ ମହିଳାଙ୍କୁ ତୁଳସୀ ଗଛକୁ ସ୍ପର୍ଶ କରିବା କି ତୁଳସୀ ବୃକ୍ଷର ପୂଜା କରିବା ଉଚିତ ନୁହେଁ । ଦ୍ରୌପଦୀଙ୍କର ବସ୍ତ୍ର ହରଣ କରିବା କରିବା ସମୟରେ ଯେତେବେଳେ ଦୁର୍ଜ୍ୟୋଧନ ଯାଇଥିଲେ । ସେହି ସମୟରେ ଦ୍ରୌପଦୀଙ୍କର ମାସିକ ଧର୍ମ ଚାଲିଥିଲା। ସେଥିପାଇଁ ଦ୍ରୌପଦୀ ନିଜ କକ୍ଷରେ ନରହି ଅନ୍ୟ କକ୍ଷରେ ରହୁଥିଲେ । ତେବେ ପ୍ରାଚୀନ କାଳରୁ ହିଁ ଏହି ନିୟମ ଅଛି । ଯେ ଯେଉଁ ମହିଳାର ମାସିକ ଧର୍ମ ଚାଲୁଥିବ । ସେହି ମହିଳା ତୁଳସୀ ବୃକ୍ଷକୁ ପୂଜା କରିବା ଅନୁଚିତ ।

2- ତୁଳସୀ ଗଛ ହେଉଛି ଏକ ଅତ୍ୟନ୍ତ ପବିତ୍ର ଗଛ । ତେଣୁ ଏହି ଗଛର ପୂଜା କେବଳ ପବିତ୍ରତା ମହିଳା ମାନେ ହିଁ କରିବା ଉଚିତ । ଯେଉଁ ସ୍ତ୍ରୀ ପର ପୁରୁଷ ସହ ସମ୍ପର୍କ ରଖିଥାଏ । ତେବେ ସେହିଭଳି ଚରିତ୍ରହୀନା ମହିଳା ମାନେ ତୁଳସୀ ପୂଜା କରିବା ଅନୁଚିତ ।

3- ଯେଉଁ ସ୍ତ୍ରୀ ଦୁଷ୍ଟ ଚରିତ୍ରର ଅଟେ । ସବୁବେଳେ ବିନା କାରଣରେ ଅନ୍ୟ ମାନଙ୍କ ସହ କଳିଝଗଡା କରିବାରେ ଲାଗି ପଡିଥାଏ । ଅନ୍ୟର ସମ୍ମାନ କରିବା ବଦଳରେ ତାହାଙ୍କୁ ଅପମାନ କରିଥାଏ । ତେବେ ଏଭଳି ମହିଳା ମାନେ ତୁଳସୀ ବୃକ୍ଷକୁ ପୂଜା କରିବା ଅନୁଚିତ ।

ତେବେ ଉପୋରୋକ୍ତ ଏହି 3 ପ୍ରକାର ମହିଳା ମାନେ ତୁଳସୀ ପୂଜା କରିବା ଅନୁଚିତ । କାରଣ ଏଭଳି ମହିଳାଙ୍କ ପୂଜାକୁ ତୁଳସୀ ମାତା ସ୍ଵୀକାର କରିନଥାନ୍ତି । ଏଭଳି ମହିଳା ପୂଜା କରିବା ଦ୍ଵାରା ଘୋର ଅନର୍ଥ ହୋଇଥାଏ । ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍, ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *