ଏହି 5 ଟି ସ୍ଥାନରେ ଚୁପ ରହିବା ହିଁ ବୁଦ୍ଧିମତାର ପରିଚୟ ! 15+ Best Motivational Lines

1- ଜୀବନରେ ସବୁବେଳେ ତୁମ ବିଚାର ଉପରେ ଧ୍ୟାନ ଦିଅ । କାହିଁକି ନା ନା ସେ ତୁମର ଶବ୍ଦ ବନିଥାଏ । 2- ଭୁଲ ସିଏ କରିଥାଏ । ଯିଏ ପରିଶ୍ରମର ସହ କିଛି କରିଥାଏ । ଅଳସୁଆଙ୍କ ଜୀବନ ତ ଅନ୍ୟର ଖରାପ ଖୋଜିବାରେ ବିତି ଯାଇଥାଏ । 3- ଆଜିକାଲି ଇଜ୍ଜତ ମଣିଷର ନୁହେଁ । ଆବଶ୍ୟକତାର ହୋଇଥାଏ । ଆବଶ୍ୟକତା ଶେଷ ତ ଇଜ୍ଜତ ବି ଶେଷ ହୋଇଥାଏ । 4- ଉଡିବା କିଛି ଖରାପ କଥା ନୁହେଁ । ଆପଣ ବି ଉଡନ୍ତୁ । ସେ ପର୍ଯ୍ୟନ୍ତ ଉଡନ୍ତୁ । ଯେଉଁଠୁ ମାଟି ସଫା ଦେଖା ଯାଉଥିବ ।

5- ଖାଲି ସେହି ଲୋକ ହିଁ ଆପଣଙ୍କ ବିଷୟରେ ଚିନ୍ତା କରିଥାନ୍ତି । ଆପଣଙ୍କ କଥା ସେତେବେଳେ ବି ଶୁଣି ପାରନ୍ତି ଯେତେବେଳେ ଆପଣ ଚୁପ୍ ରହିଥାନ୍ତି । 6- ଏତେ ବି ଚିନ୍ତା କର ନାହିଁ ଯେମିତି ଜୀବନକୁ ବର୍ବାଦ କରିଦେବ । 7- ଆପଣ ନିଜ ଶବ୍ଦକୁ ଯେତେ ବୁଦ୍ଧିମତାର ସହ କୁହନ୍ତୁ ନା କାହିଁକି ? କିନ୍ତୁ ଶୁଣିବା ଲୋକ ନିଜ ବିଚାର ଆଉ ଯୋଗ୍ୟତା ଅନୁସାରେ ତାହାର ଅର୍ଥ ବାହାର କରିବ ।

8- କାହାଣୀ ଜୀବନର ଏହା ଅଟେ କି ! ଏଥିରେ ମନ ମୁତାବକ ଅଭିନୟ ଆମକୁ ମିଳିନଥାଏ । ଜୀବନ ତ ନିଜ ଦମରେ ବଞ୍ଚିବାକୁ ପଡିଥାଏ । 9- ଆପଣଙ୍କ ହସ ଆପଣଙ୍କ ଚେହେରାରେ ଭଗବାନଙ୍କ ହସ୍ତାକ୍ଷର, ତାକୁ ଲୁହ ଦ୍ଵାରା କିମ୍ବା ରାଗ ଦ୍ଵାରା କେବେବି ଲିଭାଇ ଦିଅ ନାହିଁ । 10- କୌଣସି ବି ବ୍ୟକ୍ତି ଆମର ମିତ୍ର କିମା ଶତ୍ରୁ ହୋଇ ଏ ସଂସାରକୁ ଆସିନଥାଏ । ଆମର ବ୍ୟବହାର ହିଁ ଲୋକଙ୍କୁ ଶତ୍ରୁ ଆଉ ମିତ୍ର ବନାଇ ଦେଇଥାଏ ।

11- ଯାହା ପାଖରେ ଆଶା ଆଉ ପ୍ରୟାସ ଏ ଦୁଇଟି ଯାକ ଥାଏ । ସିଏ ଜୀବନରେ ସବୁ ପରୀକ୍ଷାରେ ପାସ ହୋଇ ଯାଇଥାଏ । 12- କେତେ ଅଜବ କଥା ଏହା ଆଜିର ଦୁନିଆର ଲୋକ ଖେଳଣାକୁ ଛାଡିକି ଲୋକଙ୍କ ହୃଦୟ ସହ ଖେଳୁଛନ୍ତି । 13- ମହାନ ଦିମାଗ ବିଚାରର ଚର୍ଚା କରିଥାଏ । ଆଉ ଚଞ୍ଚଲ ଦିମାଗ ଘଟଣାର ଚର୍ଚା କରିଥାଏ । ଆଉ ଛୋଟ ଦିମାଗ ଲୋକଙ୍କ ବିଷୟରେ ଚର୍ଚା କରିଥାଏ ।

14- ଅହଂକାରକୁ ପାଳ ନାହିଁ । କାହିଁକି ନା ଏ ସମୟର ସମୁଦ୍ରରେ କେତେ ଯେ ଶିକନ୍ଦର ବୁଡି ଗଲେଣି । ତା’ ର ହିସାବ ବି ନାହିଁ । 15- ଏହି ପାଞ୍ଚଟି ଜାଗାରେ ସବୁବେଳେ ଚୁପ ରୁହନ୍ତୁ । 1- ଯେଉଁଠି ଆପଣଙ୍କ ଶବ୍ଦର କିଛି ମୂଲ୍ୟ ରହୁନାହିଁ । 2- ଯେଉଁଠି କହିବା ପରେ ଯେମିତି ଆପଣଙ୍କୁ ଅନୁତାପ କରିବାକୁ ନପଡେ ।

3- ଯଦି ଆପଣଙ୍କ କହିବା ଦ୍ଵାରା କେହି ଦୁଃଖୀ ହୋଇଯାଇଥାଏ । 4- ଯଦି ଆପଣ ରାଗରେ ଥାନ୍ତି । କାହିଁକି ନା ମଣିଷ ରାଗରେ ଥିବା ସମୟରେ କିଛି ନଭାବି ନ ଚିନ୍ତି ବହୁତ କିଛି କହିଦେଇଥାଏ । 5- ଯେଉଁଠି ଆପଣଙ୍କୁ କେହି ବୁଝୁ ନଥିବେ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *