ଶରୀରରେ ଅଚାନକ ଝିଟିପିଟି ପଡିଯିବାର ଅର୍ଥ କଣ ହୋଇଥାଏ ? Astrology

ଶରୀରରେ ଝିଟିପିଟି ପଡିବାର ଅର୍ଥ କଣ ? ପ୍ରାୟତଃ ସମସ୍ତଙ୍କ ଘର ମାନଙ୍କରେ ଝିଟିପିଟି ରହିଥାନ୍ତି । ଯଦି ଆପଣଙ୍କ ଘରେ ବି ଝିଟିପିଟି ରହିଛନ୍ତି । ଏଥିସହ ଆପଣ ମଧ୍ୟ ଜ୍ଯୋତିଷ ଶାସ୍ତ୍ର ଉପରେ ବିଶ୍ବାସ କରୁଛନ୍ତି । ତେବେ ଯଦି କେତେବେଳେ କାହାର ଶରୀର ଉପରେ ଝିଟିପିଟି ଖସିପଡିଥାଏ । ତାହାର ଅର୍ଥ କଣ ହୋଇଥାଏ ଚାଲନ୍ତୁ ଜାଣିବା । ଝିଟିପିଟି ଶରୀରର କେଉଁ ସ୍ଥାନରେ ଓ କେତେବେଳେ ପଡିଥାଏ ? ତାହାକୁ ଆଧାର କରି ସେହି ବ୍ୟକ୍ତିର ଆଗାମୀ ସମୟରେ କଣ ଘଟିବାକୁ ଯାଉଛି ତାହାର ଅନୁମାନ କରାଯାଇପାରେ ।

1- ଯଦି କୌଣସି ପୁରୁଷର ଡାହାଣ ହାତରେ ଝିଟିପିଟି ପଡିଥାଏ । ତେବେ ଝିଟିପିଟିର ସେହି ପୁରୁଷ ଉପରେ ଏଭଳି ଭାବେ ପଡିବାକୁ ବହୁତ ଶୁଭ କୁହାଯାଇଥାଏ । ଏଥିରେ ସେହି ପୁରୁଷ ପାଖକୁ ଧନ ଆଗମନର ସଂକେତ ମିଳିଥାଏ । ହେଲେ ପୁରୁଷଙ୍କର ବାମ ହାତରେ ଝିଟିପିଟି ପଡିବାକୁ ଅଶୁଭ ବୋଲି ମାନାଯାଇଥାଏ ।

2- ମହିଳା ମାନଙ୍କର ବାମ ହାତରେ ଝିଟିପିଟି ପଡିବାକୁ ଶୁଭ ମାନାଯାଉଥିବା ବେଳେ ଡାହାଣ ହାତରେ ଝିଟିପିଟି ପଡିବାକୁ ଅଶୁଭ ବୋଲି ମାନା ଯାଇଥାଏ । କାରଣ ଏହା ଦ୍ଵାରା ସେହି ମହିଳାର ବହୁତ୍ବ ଶୀଘ୍ର ଧନହାନୀ ହେବାକୁ ଯାଉଛି ବୋଲି ସୂଚନା ଏଥିଦ୍ବାରା ମିଳିଯାଇଥାଏ ।

3- ଯେତେବେଳେ ଘରେ ଗୋଟିଏ ଝିଟିପିଟି ଉପରେ ଅନ୍ୟ ଏକ ଝିଟିପିଟି ପଡି ରହିଥାଏ । ତେବେ ଏହାର ମାନେ ହେଉଛି କି ! ଆପଣ ବହୁତ ଶୀଘ୍ର ଆପଣଙ୍କର କୌଣସି ଅତି ପ୍ରିୟ ବନ୍ଧୁଙ୍କ ସହ ସାକ୍ଷାତ ଆଗାମୀ ସମୟରେ ହେବାକୁ ଯାଉଛନ୍ତି ।

4- ଭୋଜନ କରୁଥିବା ସମୟରେ ଯଦି ଝିଟିପିଟି ଦେଖନ୍ତି । ଏହାକୁ ଶୁଭ ସଂକେତ ବୋଲି ବିଚାର କରାଯାଇଥାଏ । ତେଣୁ ଯଦି ଭୋଜନ ସମୟରେ ଝିଟିପିଟି ଉପରେ ନଜର ପଡିଯାଇଥାଏ । ତେବେ ଏହା ଆପଣଙ୍କୁ ଭଲ ସୂଚନା ଦେଇଥାଏ ।

5- ମହିଳାଙ୍କର ନାଭୀ ଉପରେ ଝିଟିପିଟି ପଡିଲେ । ସେହି ମହିଳାର ପୁତ୍ର ପ୍ରାପ୍ତି କରିବାର ସମ୍ଭାବନା ରହିଥାଏ ।

6- ଯେତେବେଳେ ଘରେ କୌଣସି ସମୟରେ ଝିଟିପିଟି ଝଗଡା କରିବାର ଦେଖିବାକୁ ପାଆନ୍ତି । ତେବେ ସେହିଦିନ ଆପଣଙ୍କୁ ଅଧିକ ସାବଧାନ ହୋଇ ଚଳିବା ଉଚିତ । ନଚେତ ଆପଣଙ୍କର କାହା ସହ ଝଗଡା ହେବାର ସମ୍ଭାବନା ଆଗାମୀ ସମୟରେ ରହିଥାଏ ।

7- ପୁରୁଷର ଯିବା ଆସିବା ସମୟରେ ଯଦି ଝିଟିପିଟି ତାହାର ମୁଣ୍ଡରେ କି ଡାହାଣ ହାତରେ ପଡିଥାଏ । ତେବେ ସେହି ପୁରୁଷକୁ ସମାଜରେ ମାନ ସମ୍ମାନ ମିଳିବାକୁ ଯାଉଛି ବୋଲି ଏହାର ଅର୍ଥ ହୋଇଥାଏ ।

ବନ୍ଧୁଗଣ ଆଶା କରୁଛୁ । ଆପଣଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *