Jyotish Shastra: ଆଜି ପବିତ୍ର ମକର ସଙ୍କ୍ରାନ୍ତିରେ ବନୁଛି ରାଜଯୋଗ, ଆଜି ଠାରୁ 6 ଟି ରାଶିର ଭାଗ୍ୟ ସୁନା ଠାରୁ ବି ଅଧିକ ଚମକିବ

ବନ୍ଧୁଗଣ ଚଳିତ ବର୍ଷ ଜାନୁଆରୀ 14 ତାରିଖରେ ପଡିବାକୁ ଯାଉଛି ପବିତ୍ର ମକର ସଙ୍କ୍ରାନ୍ତି । ଯେବେ ପୌଷ ମାସରେ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରିଥାନ୍ତି ତାହାକୁ ମକର ସଙ୍କ୍ରାନ୍ତି ନାମରେ ଜଣାଯାଏ । ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିଥାନ୍ତି ଏହି ଦିନ । ଏହା ଏମିତି ଏକ ପର୍ବ ଯାହାକୁ ସଂପୂର୍ଣ୍ଣ ଭାରତ ବର୍ଷରେ ମକର ସଙ୍କ୍ରାନ୍ତି ନାମରେ ପାଳନ କରାଯାଏ । ଏହି ପର୍ବକୁ ଅଲଗା ଅଲଗା ନାଁ ରେ ଜଣା ଯାଇଥାଏ ।

ଅଜଯ ହେଉଛି ପବିତ୍ର ମକର ସଙ୍କ୍ରାନ୍ତି । ଏହି ଦିନ ବହୁତ ପବିତ୍ର ହୋଇଥାଏ । ଆଜି କିଛି ନା କିଛି ଦାନ କରିବା ଉଚିତ । ଆଜି ଠାରୁ କିଛି ରାଶିଙ୍କ ଜୀବନରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି ଆସନ୍ତୁ ଜାଣିବା ବିଷୟରେ । ମେଷ ରାଶି : ଆପଣଙ୍କର ଆଜି ଠାରୁ ରାଜଯୋଗ ବନୁଛି । ଆପଣଙ୍କର ଅଟକିଥିବା କାମ ପୂରଣ ହେବ । ନୂତନ କାମ କରିବା ପାଇଁ ନୂଆ ନୂଆ ଅବସର ପ୍ରାପ୍ତ ହେବ । ନୂଆ ମିତ୍ର ବନାଇବେ ।

ମିଥୁନ ରାଶି : ମକର ସଙ୍କ୍ରାନ୍ତି ପର ଠାରୁ ଆପଣଙ୍କର ରାଜଯୋଗ ବନୁଅଛି । ଦାଂପତ୍ଯ ଜୀବନ ସୁଖମୟ ରହିବ । ପାରିବାରିକ ସମସ୍ଯା ଦୂର ହେବ । ଭାଗ୍ଯର ପୂର୍ଣ୍ଣ ସହଯୋଗ ପାଇବେ । ଅଚାନକ ଖୁସି ଖବର ପାଇବେ ।

ସିଂହ ରାଶି : ଆପଣଙ୍କ ଜୀବନରେ ବହୁତ ଜଲ୍ଦି ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଯେ କୌଣସି ନୂତନ କାମ ଆରମ୍ଭ କରିବେ ସେଥିରେ ସଫଳ ହେବେ । ବଣୁଥିବା ରାଜଯୋଗ କାରଣରୁ ବିରାଟ ପରିବର୍ତ୍ତନ ହେବ । ଏମାନଙ୍କ ଜୀବନରେ ଭଗବାନ ଶନିଦେବ, ସୂର୍ଯ୍ୟଦେବ, ମହାଦେବଙ୍କ କୃପାରୁ ଆର୍ଥିକ ସମସ୍ଯା ରହିବ ନାହି ।

ଧନୁ ରାଶି : ଆପଣ ବହୁତ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି । କାରଣ ଭଗବାନ ଶନିଙ୍କର ସାଢେଷାତି ଜାନୁଆରୀ 17 ପରେ ସରିବାକୁ ଯାଉଛି । ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ଯର ସହଯୋଗ ମିଳିବ । ଭାଗ୍ୟ ବଦଳରେ ସବୁ କାମରେ ସଫଳତା ହାସଲ କରିବେ ।

କୁମ୍ଭ ରାଶି : ଏହି ରାଶିର ଜାତକ ବହୁତ ଜଲ୍ଦି ମାଲାମାଲ ହେବାକୁ ଯାଉଛନ୍ତି । ସବୁ ସମସ୍ୟାର ଅନ୍ତ ହେବ । ଜୀବନ ଧନଧାନ୍ୟରେ ପୂର୍ଣ୍ଣ ହେବ । କିନ୍ତୁ ଆପଣଙ୍କୁ ଆଳସ୍ୟ ତ୍ୟାଗ କରି ପରିଶ୍ରମ କରିଲେ ଉନ୍ନତି ହେବ । ବ୍ୟାପାର ବାଣିଜ୍ୟରେ ଲାଭବାନ ହେବେ ।

କନ୍ୟା ରାଶି : ଆଜି ଠାରୁ ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଅଯଥା ଖର୍ଚ୍ଚ ହେବ ନାହି । ଯେବେ ଟଙ୍କାର ଆବଶ୍ୟକ ପଡିବ ତାହା ମିଳିଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସଫଳତାର ନୂଆ ମାର୍ଗ ମିଳିବ । ଦିନ ଗୁଡିକ ଶୁଭ ସାବ୍ୟସ୍ତ ହେବ ।

ବୃଷ ରାଶି : ଆଜି ଠାରୁ ରାଜଯୋଗ କାରଣରୁ ବହୁତ ପରିବର୍ତ୍ତନ ହେବ । ନୂଆ କାମ କରିବା ପାଇଁ ସୁଯୋଗ ପ୍ରାପ୍ତ ହେବ । ନୂତନ ମିତ୍ର ବନାଇବେ । ବ୍ୟାପାର ବାଣିଜ୍ୟରେ ଲାଭବାନ ହେବେ । ଧନ ଜନିତ ସମସ୍ଯା ଦୂର ହେବ । ଶୁଭ ସମୟର ଆଗମନ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *