ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 4 ଟି କାମ, ହେଇଯିବେ ଦାଣ୍ଡର ଭିକାରୀ…

ବନ୍ଧୁଗଣ ଯେବେ କୌଣସି ବ୍ୟକ୍ତି ହନୁମାନ ଚାଳିଶା ପଢିଥାଏ ସେହି ମଣିଷର ଜୀବନ ଉପରେ କିଛି ଖରାପ ଶକ୍ତିର ରାଭବ ପଡେ ନାହି । ପ୍ରଭୁ ହନୁମାନ ଚିରଞ୍ଜିବୀ ଅଟନ୍ତି । ତାଙ୍କୁ ରଭୂ ଶ୍ରୀରାମ କଳିଯୁଗର ଅନ୍ତ ଯାଏଁ ବସବାସ କରିବାକୁ ବରଦାନ ଦେଇଛନ୍ତି । ଏଥିଲାଗି ପ୍ରଭୁ ହନୁମାନ ଆଜି ବି ନିଜର ସ୍ୱରୂପ ନେଇ ପୃଥିବୀରେ ଅଛନ୍ତି ଯାହାର ପ୍ରମାଣ ମଧ୍ୟ ଦେଖିବାକୁ ମିଳିଛି । ସଂକଟମୋଚନ ହନୁମାନ ତାଙ୍କର କେତେକ ଭକ୍ତଙ୍କୁ ମଧ୍ୟ ଦର୍ଶନ ଦେଇଛନ୍ତି ଯାହା ମାନ୍ୟତା ଅଛି ।

ଆଜି ଆମେ ଆପଣଙ୍କୁ ଶନିବାର ଦିନ କେଉଁ ଭୁଲ କରିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ । ୧- ଯେଉଁ ଘରେ ଦେବୀ ଦେବତାଙ୍କ ଉପରେ ବିଶ୍ଵାସ କରାଯାଏ ନାହି ବା ଆରାଧ୍ୟ ରୁହନ୍ତୁ ନାହି ବା ଦେବୀ ଦେବତାଙ୍କ ନାଁ ରେ ଅପମାନ କରନ୍ତି ସେହି ଘରର ଲୋକଙ୍କୁ ବୀର ହନୁମାନ ପସନ୍ଦ କରନ୍ତି ନାହି । ସେହି ଘରର ଲୋକଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ପକାନ୍ତି ନାହି ।

୨- ଯେଉଁଠି ପ୍ରଭୁ ଶ୍ରୀରାମ ଙ୍କ ଅପାମାନ କରାଯାଏ ସେଠାରେ ହନୁମାନ ଦଣ୍ଡ ଦେଇଥାନ୍ତି । ଯେଉଁ ଘରେ ପ୍ରତେକ ଦିନ ମାଛ, ମାଂସ, ମଦ୍ୟପାନ କରିବା ସହ ନିଶା ଦ୍ରବ୍ଯ କରାଯାଏ ସେଠାରେ ମା ଲକ୍ଷ୍ମୀ ବସ କରନ୍ତି ନାହି । କାରଣ ଏ ସବୁ ଜିନିଷ ମା ଲକ୍ଷ୍ମୀଙ୍କର ଅପ୍ରିୟ ହୋଇଥାଏ ।

୩- ଯେଉଁ ଘରେ ସ୍ତ୍ରୀ ଙ୍କୁ ଅପମାନ କରାଯାଏ, ପୁରୁଷ ନିଜର ପୁରୁଷ ପଣିଆ ଦେଖାଇବା ପାଇଁ ନାରୀ ମାନଙ୍କ ଉପରେ ହାତ ଉଠାଇଥାଏ ବା ପ୍ରତି ଦିନ ଝଗଡା କରିଥାଏ ସେମାନଙ୍କୁ ହନୁମାନ ଦଣ୍ଡ ଦେଇଥାନ୍ତି । ମୃତ୍ୟୁ ପରେ ଏଭଳି ଲୋକ ନର୍କ କୁ ଯାଇଥାନ୍ତି । କିନ୍ତୁ କର୍ମ ଦଣ୍ଡ ମୃତ୍ୟୁ ପରେ ମୃତ୍ୟୁଲୋକରେ ବି ଭୋଗିଥାନ୍ତି ।

୪- ଯେଉଁ ଘରେ ରହୁଥିବା ପରିବାର ମଧ୍ୟରେ ଏକ ତରଫା ବା ଭାଇ ଭାଇ ମଧ୍ୟରେ ଝଗଡା ହେଉଥାଏ ସେହି ଘରେ ପ୍ରଭୁ ହନୁମାନ କେବେ ବି କୃପା କରନ୍ତି ନାହି ।

୫- ଯେଉଁ ଘର ଅପରିଷ୍କାର ରହୁଥାଏ ବା ଲୋକେ ନିନ୍ଦା କରନ୍ତି ସେହି ଘରେ ମା ଲକ୍ଷ୍ମୀ ଓ ପ୍ରଭୁ ହନୁମାନଙ୍କ କୃପା ଦ୍ରୁଷ୍ଟି ପଡେ ନାହି ।

୬- ଯେଉଁ ଘରେ ପଶୁଙ୍କୁ ମାରିଥାନ୍ତି ବା କଷ୍ଟ ଦେଇଥାନ୍ତି ସେମାନଙ୍କୁ ପ୍ରଭୁ ହନୁମାନ ଦଣ୍ଡ ଦେଇଥାନ୍ତି । ଯେଉଁ ଘରେ ସାଧୁ ସନ୍ଥ ମାନଙ୍କୁ ଅପମାନ କରାଯାଏ ସେମାନଙ୍କୁ ପ୍ରଭୂ ହନୁମାନଙ୍କ କୃପା ମିଳେ ନାହି ।

୭- ଯେଉଁ ଘରେ ଚରିତ୍ରହୀନ ଲୋକ ରହିଥାନ୍ତି ଯିଏ ଘରର ସ୍ତ୍ରୀ ବା ଝିଅ ଉପରେ ଖରାପ ନଜର ରଖିଥାଏ ଅଥବା ତାଙ୍କ ସହ ଶାରୀରିକ ସମ୍ପର୍କ ବନାଇଥାଏ ସେହିପରି ଲୋକଙ୍କୁ ନର୍କରେ ତାଙ୍କ ଦଣ୍ଡ ମିଳିବ ସହ ଭଗବାନ ତାଙ୍କୁ ଦାଣ୍ଡର ଭିକାରୀ କରି ଦେଇଥାନ୍ତି । ଯେଉଁ ଘରେ ଏଭଳି କାର୍ଯ୍ୟ ହେଉଥାଏ ସେଠାରେ କେବେ ବି ପ୍ରଭୁ ହନୁମାନ ଙ୍କ କୃପା ଲାଭ ହୁଏ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *