ମହିଳା ମାନେ ସକାଳୁ ଉଠି ସ୍ବାମୀଙ୍କ ସହ କରନ୍ତୁ ଏହି କାମ ହେବ ( ଧନର ବର୍ଷା ) bayagita

ଭାରତୀୟ ସମାଜରେ ଅନେକ ଲୋକ ଧର୍ମକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏହା ଛଡା ଏପରି କିଛି ଲୋକ ଅଛନ୍ତି । ଯେଉଁ ମାନେ କି ଧର୍ମକୁ ମାନି ନଥାନ୍ତି । ତେବେ ସକାଳୁ ଉଠିବା ସ୍ଵାସ୍ଥ ପାଇଁ ବହୁତ ଭଲ ହୋଇଥାଏ । ତେବେ ସକାଳୁ ଉଠି କେଉଁ ସବୁ କାର୍ଯ୍ୟ କରିବା ଉଚିତ ? କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ ? ବନ୍ଧୁଗଣ ଏଠାରେ ଚାଲନ୍ତୁ ବିସ୍ତାର ରୂପେ ଏହି ସବୁ ବିଷୟରେ ଜାଣିବା ।

1- ଶାସ୍ତ୍ରର ମାନ୍ୟତା ଅନୁସାରେ ଆମ ହାତର ପାପୁଲିରେ ଦେବାଦେବୀଙ୍କର ବାସ ହୋଇଥାଏ । ତେଣୁ ସର୍ବ ପ୍ରଥମେ ଉଠି ନିଜ ପାପୁଲିକୁ ଦର୍ଶନ କରନ୍ତୁ । ଏହା କରିବା ଦ୍ଵାରା ଦିନଟି ଆପଣଙ୍କର ବହୁତ ଶୁଭରେ ଯାଇଥାଏ । ତେଣୁ ସକାଳୁ ଉଠି ନିଜର ଦୁଇ ପାପୁଲିକୁ ଯୋଡି ତାହାକୁ ଦର୍ଶନ କରି ପ୍ରଣାମ କରନ୍ତୁ ।

2- ସକାଳୁ ଉଠି ପାଣି ପିଇବା ଉଚିତ । ହଁ ବନ୍ଧୁଗଣ ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ସ୍ଵାସ୍ଥ ପାଇଁ ବହୁତ ଭଲ ହୋଇଥାଏ । ଯେତେବେଳେ ଆମ ପାଟିରେ ଥିବା ଲାଲ ପାଣି ପିଇବା ଦ୍ଵାରା ଆମ ପାଟିକୁ ଯାଇଥାଏ । ସେତେବେଳେ ତାହା ଆମ ଶରୀରକୁ ଯାଇ ଅନେକ ରୋଗବେମାରୀକୁ ମୂଳରୁ ନଷ୍ଟ କରିଦେଇଥାଏ । ତେଣୁ ସକାଳୁ ଉଠି ନିହାତି ଭାବେ ଜଳର ସେବନ କରନ୍ତୁ ।

3- ସକାଳୁ ଉଠିସାରିବା ପରେ ଯୋଗବ୍ୟାୟାମ ନିହାତି ଭାବେ କରନ୍ତୁ । ଏହା ଶରୀର ପାଇଁ ବହୁତ ସ୍ଵାସ୍ଥକାରୀ ହୋଇଥାଏ । ସେ ପୁରୁଷ ହୁଅନ୍ତୁ ଅବା ମହିଳା ସକାଳୁ ଉଠି ନିହାତି ଭାବେ ଯେକୌଣସି ଯୋଗ ଓ ବ୍ୟାୟମ କରିବା ଦରକାର । ଏପରି ପ୍ରତିଦିନ ସକାଳୁ ଉଠି କରିବା ଦ୍ଵାରା ଶରୀର ଓ ମନ ଉଭୟ ଭଲ ରହିଥାଏ ।

4- ବିବାହିତା ମହିଳା ମାନେ ସକାଳୁ ଉଠିବା ପରେ ନିଜ ସ୍ଵାମୀକୁ ସମୟ ଦେବା ଉଚିତ । ତାଙ୍କ ସହ ମଧୁର ବଚନରେ ବାର୍ତ୍ତାଳାପ କରିବା ଉଚିତ । ଏଥିସହ ସକାଳୁ ଉଠି ନିଜ ସ୍ଵାମୀଙ୍କ ସହ କିଛି ସମୟ ପ୍ରେମ ମଧ୍ୟ କରିବା ଉଚିତ । କାରଣ ସ୍ଵାମୀ ଓ ସ୍ତ୍ରୀ ଯେତେ ସମୟ ଏକାଠି ବିତାଇବେ । ସେମାନଙ୍କର ବୈବାହିକ ଜୀବନ ସେତେ ମଧୁର ହୋଇଥାଏ ।

5- ସକାଳୁ ଉଠିବା ପରେ ଯଦି କୌଣସି ସୁହାଗିନୀ ଉତ୍ତମ ନାରୀକୁ ଦେଖିବାକୁ ପାଇଥାନ୍ତି । ତେବେ ଆପଣଙ୍କର ଦିନଟି ଭଲରେ ବିତିଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *