ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଚମତ୍କାରୀ ଉପାୟ ? ଘରକୁ କେବେ ତ୍ୟାଗ କରିବେନି ମା’ ଅର୍ଣ୍ଣପୂର୍ଣ୍ଣା ! Laxmi Mantra

ନମସ୍କାର ବନ୍ଧୁଗଣ , ଘର କୁ ଆସିଥିବା ମା’ ଲକ୍ଷ୍ମୀ କାହିଁକି ରୁହନ୍ତି ନାହିଁ । ଆମେ ଯେତେ ବି ଧନ ଉପାର୍ଜନ କରୁଛୁ ତାହା ଘରେ ରହିନଥାଏ । କାରଣ ମା ‘ ଲକ୍ଷ୍ମୀ ଆପଣଙ୍କ ଘର କୁ ଛାଡି  ଚାଲିଯାଇଥାନ୍ତି । ଆପଣଙ୍କ ଭୁଲ ଯୋଗୁ ମା ‘ ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯାଇଥାନ୍ତି । ଘରେ ମା ‘ ଲକ୍ଷ୍ମୀଙ୍କ କୃପା ରହିବା ନିହାତି ଜରୁରୀ ଅଟେ । କାରଣ ମା ଲକ୍ଷ୍ମୀ ହେଉଛନ୍ତି ଧନ ର ଲକ୍ଷ୍ମୀ ଯେଉଁ ମାନଙ୍କ ଘରେ ମା ‘ ଲକ୍ଷ୍ମୀ ରହିଥାନ୍ତି ।

ସେ ଘରେ ଧନ ର କୋଣସି ଅଭାବ ରହିନଥାଏ ସର୍ବଦା ଖୁସି ରେ କଟିଥାଏ । ସେମାନେ ଧନ ରେ ପରିପୂର୍ଣ୍ଣ ହୋଇଥାନ୍ତି । ଆମେ ମା ‘ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପୂଜା ପାଠ କରିଥାଉ । ମା ‘ ଲକ୍ଷ୍ମୀ ମଧ୍ୟ ଭକ୍ତମାନଙ୍କ ପ୍ରାଥନା କୁ ଶୁଣି ଘର ଭିତର କୁ ଆସିଥାନ୍ତି । କିନ୍ତୁ କେବେ ଆମ ଘର କୁ ଛାଡି ପଳେଇଯାଇଥାନ୍ତି ତାହା ଆମେ ଜାଣିପାରିନଥାଉ ।

ମାତ୍ର ମା’ ଙ୍କ ଗଲା ପରେ ଧନ ତ ଅଭାବ ହେବା ସହ ଘର ର ଶାନ୍ତି ଭଙ୍ଗ ହୋଇଥାଏ ଦୁଃଖ କଷ୍ଟ ସବୁବେଳେ ଦେଖିବାକୁ ପାଇଥାଉ । କରାଣ  ଆମେ ହିଁ ତାଙ୍କୁ ଯତ୍ନ ପୂର୍ବକ ରଖିପାରିନଥାଉ ଯାହା ଫଳରେ କି ମା ‘ ଲକ୍ଷ୍ମୀ ଆମ ଘର କୁ ଛାଡି ପଳେଇଯାଇଥାନ୍ତି । ଯଦି ଆପଣ ମା ‘ ଲକ୍ଷ୍ମୀଙ୍କୁ ସର୍ବଦା ଆପଣଙ୍କ  ଘରେ ରଖିବାକୁ ଇଛା କରୁଛନ୍ତି । ଆପଣଙ୍କ ଘର ସୁଖ ସମବୃଦ୍ଧି ରେ ରହୁ ଧନ ର କେବେ ବି ଅଭାବ ନ ହେଉ ।

ତେବେ ଆପଣ ନିଜ ଘରେ ଏହି ଚାରୋଟି ଜିନିଷ କୁ ନିଶ୍ଚିତ ରୂପରେ କରନ୍ତୁ  । ଏହା ଦ୍ଵାରା ମା ‘ ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ରହିଥାନ୍ତି । ପ୍ରଥମ ହେଲା ଘରେ  ସବୁ ଦିନ ମା ‘ ବୃନ୍ଦାବତୀ ଙ୍କ ପୂଜା କରିବା ଉଚିତ୍ । ମା ‘ ତୁଲସୀ ଙ୍କୁ ପୂଜା କରିବା ଦ୍ଵାରା ମା ‘ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ସେ ଘରେ ବାସ କରିଥାନ୍ତି । ତୁଲସୀ ଙ୍କୁ ପୂଜା କରିବା ଦ୍ଵାରା ଘର ପବିତ୍ର ହୋଇଯାଇଥାଏ ଏବଂ ଶ୍ରୀ ହରିଙ୍କ ଆର୍ଶୀବାଦ ମଧ୍ୟ ପ୍ରାପ୍ତ କରିଥାଉ ।

 

ଦ୍ଵିତୀୟ ହେଲା ଘର କୁ ଆସିଥିବା ଅତିଥିମାନଙ୍କ ର ସେବା କରିବା ଉଚିତ୍ । ଯଦି ଆମେ ତାହାଙ୍କ ର ଅପମାନ କରିଥାଉ ତେବେ ମା ‘ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଆପଣଙ୍କ ଘର କୁ ତ୍ୟାଗ କରିପାରନ୍ତି । ତେଣୁ ଅତିଥିଙ୍କ ସେବା କରିବା ଉଚିତ୍ । ତୃତୀୟ ଘରର ରନ୍ଧାଶାଳା  ରେ ଏକ ପାଣି ପାତ୍ର ନିହାତି ରହିବା ଉଚିତ୍ ଏହା ଉଚିତ୍ ।

ତଋ ରେ ପାଣି କୁ ଭର୍ତ୍ତି କାରୀ ଡାକଲେ ଏହାର ବ୍ୟବାହାର କରିବା ଦରକାର । ଚର୍ତୁର୍ଥ ବିଷୟ ହେଉଛି ଘରର ଗୃହିଣୀ ସବୁ ବେଳେ ମୁଣ୍ଡରେ ଓଢଣା ଦେଇକି ରହିବା ଶୁଭ ହୋଇଥାଏ ଏହି ଚାରୋଟି ବିଷୟ କୁ ନିଶ୍ଚିତ କରନ୍ତୁ ଏବଂ ମା ‘ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରନ୍ତୁ । ଏଭଳି ;ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *