ଯଦି ଆପଣଙ୍କୁ ମିଳିଥାଏ ପ୍ରେମର ଏହି 5 ସଂକେତ ! ତେବେ ଜାଣିରଖନ୍ତୁ ସେ ଆପଣଙ୍କୁ ହୃଦୟରୁ ଭଲ ପାଉଛନ୍ତି… True Love

ଦୁନିଆରେ ପ୍ରତ୍ଯେକଟି ବ୍ୟକ୍ତିଙ୍କ ପାଇଁ ତାଙ୍କର ଲାଇଫ ପାର୍ଟନର ହିସାବରେ କେହି ନା କେହି ରହିଥାନ୍ତି । ହେଲେ ଯେଉଁ ପର୍ଯ୍ୟନ୍ତ ଆମେ ଆମ ପାର୍ଟନରକୁ ଦେଖି ନଥାଉ । ଆମେ ଜାଣିପାରିନଥାଉ ସେହି ବ୍ୟକ୍ତି ଜଣଙ୍କ କିଏ ? ହେଲେ ଯଦି ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ଆପଣଙ୍କୁ ପସନ୍ଦ କରୁଥିବା ଲୋକ ଆପଣଙ୍କ କଥା ବାରମ୍ବାର ମନେ ପକାଇଥାନ୍ତି । ତେବେ ଆପଣଙ୍କୁ ନିହାତି ଏହି 5 ସଙ୍କେତ ଅନୁଭବ ହୋଇବ । ଯେଉଁ ସଂକେତର ଆଭାଷ ପାଇ ଜାଣିପାରିବେ, ଆପଣଙ୍କୁ ହୃଦୟରୁ କିଏ ମନେ ପକାଉଛି ।


ସ୍ଵପ୍ନ;- ଯଦି ବାରମ୍ବାର ଆପଣଙ୍କୁ ଜଣଙ୍କର ଚେହେରା ସ୍ଵପ୍ନରେ ଆସୁଛି । କିଛି ଦିନ ଛାଡି କିଛି ଦିନ ମଧ୍ୟରେ ତାଙ୍କୁ ନେଇ ଆପଣ ସ୍ଵପ୍ନ ଦେଖୁଛନ୍ତି । ତେବେ ଜାଣି ରଖନ୍ତୁ ସେ ଆପଣଙ୍କ କଥା ତାଙ୍କ ହୃଦୟରୁ ହିଁ ଭାବୁଛନ୍ତି ।

ଭାବନା;- ଯଦି ଆପଣ ନିଜକୁ କୌଣସି ନା କୌଣସି କାର୍ଯ୍ୟରେ ବ୍ୟସ୍ତ ରଖି ମଧ୍ୟ କାହାର ଭାବନା ଆପଣଙ୍କ ମନକୁ ଆସିଯାଉଛି । ତାଙ୍କ ଠାରୁ ବହୁତ ଦୂରରେ ରହିକି କିମ୍ବା ତାଙ୍କ କଥା ଆପଣ ନଭାବି ମଧ୍ୟ ତାଙ୍କ କଥା ଆପଣଙ୍କର ମନେ ପଡିଯାଉଛି । ଏହା ମଧ୍ୟ ଏକ ସଂକେତ ଯେ ହୃଦୟରୁ ମନେ ପକାଉଛି ।

ଭଲ ଭାବନା;- ଯଦି ଆପଣଙ୍କର ହଟାତ କିଛି କାରଣ ନଥାଇ ମଧ୍ୟ ନିର୍ଦ୍ଧିଷ୍ଠ କୌଣସି ବ୍ୟକ୍ତି ଆପଣଙ୍କ ସହ କରିଥିବା ଭଲ କଥା ସବୁ ମନେ ପଡିଯାଉଛି । ତେବେ ସେ ନିହାତି ଆପଣଙ୍କ ବିଷୟରେ ସେ ସମୟରେ ହିଁ ବସି ସଉ ଭଲ ଭଲ ଭାବୁଥିବେ ବୋଲି ଜାଣି ରଖନ୍ତୁ ।

ନାମ;- ଯଦି ଆପଣଙ୍କ କଥା ହୃଦୟରୁ କିଏ ଭାବୁଥାଏ । ତେବେ ତାଙ୍କ ନାମ ଆପଣଙ୍କୁ ସବୁଆଡେ ଦେଖାଯିବାକୁ ଆରମ୍ଭ କରିବ । ଯେପରି ଆପଣ କୁଆଡେ ଯାଇଥିବେ, ହଟାତ କେଉଁ ଜାଗାରେ ବା କାହା ମୁହଁରୁ ତାଙ୍କ ନାମ ଶୁଣିବାକୁ ପାଇବେ । ଟିଭି ବା କୌଣସି ବହି ପଢୁଥିବେ । ହଟାତ ବାରମ୍ବାର ଗୋଟିଏ ନାମ ସାମ୍ନାକୁ ଚାଲି ଆସୁଥିବ ।

ମନ ଅସ୍ଥିର;- ଯଦି ଆପଣଙ୍କ ର କାହା ସହ କୌଣସି ପ୍ରକାର ମନମାଳିନ୍ୟ ହୋଇଯାଇଥିବ । ତାପରେ ତାଙ୍କ ସହ ଆପଣଙ୍କର କଥାବାର୍ତ୍ତା ହେବ ବନ୍ଦ ହୋଇଯାଇଥିବ । ପରେ ପରେ ତାଙ୍କ ସହ ଆପଣ କଥା ନହୋଇବି ଯଦି ସେହି ବ୍ୟକ୍ତିଙ୍କୁ ନେଇ ମନ ଅସ୍ଥିର ରହୁଥିବ । କୌଣସି କମରେ ମନ ଲାଗୁ ନଥିବ । ତାଙ୍କ ସହ ପୁଣି ସବୁ ରାଗରୁଷା ଭୁଲି କଥା ହେବାକୁ ଇଚ୍ଛା ହେଉଥିବ ।

ତେବେ ଯଦି ଉପୋରୋକ୍ତ ଏହି ୫ ସଂକେତ କୌଣସି ନିର୍ଦ୍ଧିଷ୍ଠ ବ୍ୟକ୍ତିଙ୍କୁ ନେଇ ଆପଣଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଜାଣି ରଖନ୍ତୁ ସେ ମଧ୍ୟ ଆପଣଙ୍କୁ ହୃଦୟରୁ ମନେ ପକାଉଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗୁଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *