Gk Questions And Answers- କେଉଁ ପକ୍ଷୀର ଡେଣା ନ ଥାଏ ? ୯୯% ଲୋକ ଙ୍କୁ ଜଣା ନାହିଁ ଉତ୍ତର

ନମସ୍କାର ବନ୍ଧୁଗଣ ।  ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଆଜି କାଲି ଯୁବପିଢି IAS ପ୍ରତି ଅଧିକ ଆଗ୍ରହୀ ରହୁଛନ୍ତି । କିନ୍ତୁ IAS ପରୀକ୍ଷା ପାସ କରିବା କୌଣସି ସହଜ କଥା ନୁହେଁ । ଏଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥାଏ । କାରଣ ଏହି IAS ଇଣ୍ଟରଭ୍ୟୁ ରେ ଏମିତି କିଛି ପ୍ରଶ୍ନ ପଚରାଯାଏ ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ବି ଖରାପ ହୋଇଯିବ , ଏଥିପାଇଁ ଆପଣଙ୍କୁ ବହୁତ ସାଧାରଣ ଜ୍ଞାନର ଆବଶ୍ୟକତା ରହିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏହିପରି କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ତେବେ ଚାଲନ୍ତୁ ଜାଣିବା ।

ପ୍ରଶ୍ନ- ଭାରତ ର କେଉଁ ରାଜ୍ୟରେ ପୁଅ ଏବଂ ଝିଅ ଏକା ସଙ୍ଗେ ବୁଲି ପାରିବେ ନାହିଁ?
ଉ- ମିଜୋରାମ ରାଜ୍ୟରେ ।

ପ୍ରଶ୍ନ- କେଉଁଠାରେ ଲଗାତର ୪୨ ବର୍ଷ ଦିନ ଏବଂ ୪୨ ବର୍ଷ ରାତି ହୋଇଥାଏ ?

ଉ- ୟୁରେନ୍ସ ଗ୍ରହ ରେ ।

ପ୍ରଶ୍ନ- କୁରୁକୁରି ଚିପ୍ସ ପ୍ୟାକେଟ ରେ କେଉଁ ଗ୍ୟାସ ଭର୍ତ୍ତି ହୋଇ ରହିଥାଏ ?

ଉ- ନାଈଟ୍ରୋଜେନ ଗ୍ୟାସ ।

ପ୍ରଶ୍ନ- କେଉଁ ଗଛର ଡାଳ ସୁନା ଠାରୁ ଅଧିକ ଦାମିକା ହୋଇଥାଏ ?

ଉ- ଲାଲ ଚନ୍ଦନ ।

ପ୍ରଶ୍ନ- ପୁଅ ମାନେ କେଉଁ ଝିଅ ସହ ଅଧିକ ସେକ୍ସ କରିବାକୁ ଚାହାନ୍ତି ?

ଉ- ସୁନ୍ଦରୀ ଝିଅଙ୍କ ସହ ।

ପ୍ରଶ୍ନ- କେଉଁ ରାଜ୍ୟର ଲୋକମାନେ ସବୁଠାରୁ ଅଧିକ ମଦ ପିଅନ୍ତି ?

ଉ- ତ୍ରିପୁରା ରାଜ୍ୟ ।

ପ୍ରଶ୍ନ- ଡେଣା ନ ଥିବା ପକ୍ଷୀର ନାମ କଣ?

ଉ- କ୍ଵିଇ ପକ୍ଷୀ ।

ପ୍ରଶ୍ନ- କେଉଁ ପକ୍ଷୀ ପାଣି ଭିତରେ ମଧ୍ୟ ଉଡ଼ିପାରେ?

ଉ- ଡ଼ିପର ପକ୍ଷୀ ।

ପ୍ରଶ୍ନ- କେଉଁ ପକ୍ଷୀ ଆଦୌ ଭୂମିକୁ ସ୍ପର୍ଶ କରେ ନାହିଁ?

ଉ- ବାଦୁଡି ପକ୍ଷୀ ।

ପ୍ରଶ୍ନ- କେଉଁ ଜୀବ ଆଦୌ ପାଣି ପିଏ ନାହିଁ?

ଉ- କଙ୍ଗାରୁ ମୂଷା ।

ପ୍ରଶ୍ନ- କେଉଁ ପ୍ରାଣୀର ବେକରେ ହୃତପିଣ୍ଡ ଥାଏ?

ଉ- ଜିରାଫ ।

ପ୍ରଶ୍ନ- ନିଜ ଇଛା ଅନୁସାରେ ଅଣ୍ଡା ଦେଉଥିବା ପ୍ରାଣୀର ନାମ କଣ ?

ଉ- ରାଣୀ ମହୁମାଛି ।

ପ୍ରଶ୍ନ- କେଉଁ ପ୍ରାଣୀ ଆଖି ବନ୍ଦ ନ କରି ମଧ୍ୟ ଶୋଇପାରେ ?

ଉ- ମାଛ ।

ପ୍ରଶ୍ନ-ଆଖି ଦ୍ୱାରା ଶୁଣିପାରୁଥିବା ପ୍ରାଣୀର ନାମ କଣ?

ଉ- ପାଣି ବେଙ୍ଗ ।

ପ୍ରଶ୍ନ- କେଉଁ ପଶୁ ବହି ଯାଉଥିବା ପାଣିକୁ ପିଏ ନାହିଁ ?

ଉ- ମେଣ୍ଢା ।

ପ୍ରଶ୍ନ- କେଉଁ ବିରାଟକାୟ ପଶୁ ଡେଇଁ ପାରେ ନାହିଁ?

ଉ- ହାତୀ ।

ପ୍ରଶ୍ନ- କେଉଁ ଫୁଲ ପାଖକୁ ଭ୍ରମର ବି ଯାଇପରେନାହିଁ ?

ଉ-କିଆ ଓ କେତକୀ ଫୁଲ ।

ପ୍ରଶ୍ନ- କେଉଁ ପକ୍ଷୀ ତାର ଜୀବନରେ ଥରେ ମାତ୍ର ଜନ୍ମ ଦିଏ ?

ଉ- କାଉ ।

ପ୍ରଶ୍ନ- କେଉଁ ଜୀବ ତାର ଜୀବନ କାଳ ଭିତରେ ବେଶି ଶୋଇଥାଏ ?

ଉ- ବେଙ୍ଗ ।

ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ । ଆଗକୁ ଏମିତି କିଛି ନୂଆ ନୂଆ ଶିକ୍ଷଣୀୟ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବା ପାଇଁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *