Samudra Shastra- ରାତିରେ ଶୋଇବା ସମୟରେ ସ୍ତ୍ରୀ ଙ୍କ ସହିତ ନିଶ୍ଚୟ କରନ୍ତୁ ଏହି 1 ଗୁପ୍ତ କାମ, ନହେଲେ ସାରା ଜୀବନ ପସ୍ତେଇବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାମୁଦ୍ରିକ ଶାସ୍ତ୍ର ରେ ଥିବା ନାରୀ ମାନଙ୍କୁ ନେଇ ରହିଥିବା କିଛି ତଥ୍ୟ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ଭାରତୀୟ ସଂସ୍କୃତି ରେ ନାରୀ ଜାତି କୁ ଶ୍ରେଷ୍ଠ ଜାତି ରୂପେ ମାନ୍ୟତା ଦିଆ ଯାଇଛି ଏବଂ ନାରୀ ଜାତିଙ୍କୁ ସବୁଠାରୁ ଉଚ୍ଚ ସମ୍ମାନ ପ୍ରଦାନ କରଯାଉଛି। ଏହି କାରଣ ରୁ ଭାରତୀୟ ସଂସ୍କୃତି ରେ କନ୍ୟା ପୂଜନ ର ପରମ୍ପରା ମଧ୍ୟ ରହିଛି। ବନ୍ଧୁଗଣ ସମୁଦ୍ରଶାସ୍ତ୍ର ରେ ନାରୀ ର ପ୍ରତ୍ୟେକ ଅଙ୍ଗ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ନାରୀ ଙ୍କ ସ୍ଵଭାଵ ଭିନ୍ନ ହୋଇଥାଏ ଏବଂ ନାରୀ କେଉଁ ଲକ୍ଷଣ ପୁରୁଷ ପାଇଁ ଉପଯୋଗୀ ତାହା ମଧ୍ୟ ସମୁଦ୍ରଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି।

ନାରୀ ର ମୁଣ୍ଡ ର କେଶ ଠାରୁ ନେଇ ନାରୀର ପାଦ ଏବଂ ନଖ ସମ୍ବନ୍ଧରେ ସମୁଦ୍ରଶାସ୍ତ୍ର ରେ ଉଲ୍ଲେଖ ରହିଛି। ନାରୀ ଶରୀର ର ପ୍ରତ୍ୟେକ ଅଙ୍ଗ ତାର ଲକ୍ଷଣ ସମ୍ବନ୍ଧରେ ପ୍ରକାଶ କରିଥାଏ।ଏହି କାରଣ ରୁ ମାତା ପିତା ଅଥବା ଘରର ମୁଖ୍ୟ ବ୍ୟକ୍ତି ବିବାହ ସମୟରେ ଝିଅ ଦେଖିବାକୁ ଯାଇଥାନ୍ତି ଏବଂ ପ୍ରତ୍ୟେକ ଅଙ୍ଗକୁ ମଧ୍ୟ ନିରୀକ୍ଷଣ କରିଥାନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ନାରୀ ର କେଉଁ ଅଙ୍ଗ କଣ ସବୁ ଲକ୍ଷଣ ଦେଖାଇଥାଏ ଏବଂ ଏହାଦ୍ୱାରା ପୁରୁଷ ତଥା ପରିବାର ର କଣ ଲାଭ ହୋଇଥାଏ।

୧. ପ୍ରଥମ ଅଙ୍ଗଟି ହେଉଛି ନାରୀ ମୁଣ୍ଡ ରେ ଥିବା କେଶ। ବନ୍ଧୁଗଣ ଯେଉଁ ନାରୀର କେଶ ଲମ୍ବା ଏବଂ ଘନ ହୋଇଥାଏ ସେହି ନାରୀ ମାନେ ଅତ୍ୟନ୍ତ ସୌଭାଗ୍ୟବତୀ ହୋଇଥାଆନ୍ତି। ଲମ୍ବା ଏବଂ ଘନ କେଶ ଥିବା ନାରୀ ମାନେ ଅତ୍ୟନ୍ତ ଉଚ୍ଚକୋଟି ର ହୋଇଥାଆନ୍ତି ଏବଂ ଲମ୍ବା ଓ ଘନ କେଶ ସୌନ୍ଦର୍ଯ୍ୟ ର ପ୍ରତୀକ ହୋଇଥାଏ।ଏହି ନାରୀ ମାନେ ନିଜର ଘନ ଏବଂ ଲମ୍ବା କେଶ ପାଇଁ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ରହିଥାନ୍ତି।ଏହି ନାରୀ ମାନେ ନିଜ ସ୍ୱାମୀ ଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାଆନ୍ତି।

୨. ଦ୍ୱିତୀୟ ଅଙ୍ଗ ଟି ହେଉଛି ନାରୀ ଶରୀର ର ଲମ୍ବା ବେକ। ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ବେକ ଲମ୍ବା ହୋଇଥାଏ ସେମାନେ ଐଶ୍ୱରୀୟଶାଳୀ ହୋଇଥାନ୍ତି ଏବଂ ଏମାନେ ସମ୍ପୂର୍ଣ୍ଣ ବୈଭବ ରେ ପରିପୂର୍ଣ୍ଣ ହୋଇଥାଆନ୍ତି। ଏହି ନାରୀ ମାନଙ୍କ ଲମ୍ବା ବେକ ସ୍ୱାମୀ ଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ ଏବଂ ଏହି ନାରୀ ମାନଙ୍କ ପାଇଁ କେବେ ଭି ତାଙ୍କ ସ୍ବାମୀ ଙ୍କ ପାଖରେ ଧନ ର ଅଭାବ ରହିନଥାଏ।

 

୩. ବନ୍ଧୁଗଣ ତୃତୀୟ ଅଙ୍ଗ ଟି ହେଉଛି ନାରୀ ର ସ୍ତନ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ନାରୀ ଙ୍କ ସ୍ତନ ବଡ଼ ହୋଇଥାଏ ସେମାନେ ଐଶ୍ୱର୍ଯ୍ୟ ରେ ପରିପୂର୍ଣ୍ଣ ଥାଆନ୍ତି ଏବଂ ଏମାନେ ସୌଭାଗ୍ୟବତୀ ହୋଇଥାଆନ୍ତି।ଏମାନଙ୍କ ଶରୀର ରେ ଥିବା ବଡ଼ ସ୍ତନ ର କାରଣ ହେଉଛି ଏମାନେ ଧନ ଏବଂ ଐଶ୍ୱରୀୟ ର ପ୍ରତୀକ ଅଟନ୍ତି।

୪. ଚତୁର୍ଥ ଅଙ୍ଗ ଟି ହେଉଛି ନାରୀ ଶରୀର ର ଜଙ୍ଘ।ସମୁଦ୍ରଶାସ୍ତ୍ର ରେ ଉଲ୍ଲେଖ ରହିଛି ଯେ, ଯେଉଁ ନାରୀ ମାନଙ୍କ ଜଙ୍ଗ ମାଂସଳ ଥାଏ ସେମାନେ ଅତ୍ୟନ୍ତ ଶୁଭଦାୟକ ହୋଇଥାଆନ୍ତି ଏବଂ ଏମାନେ ନିଜ ସ୍ୱାମୀଙ୍କୁ ବହୁତ ଖୁସି ପ୍ରଦାନ କରିଥାନ୍ତି। ଯେଉଁ ନାରୀ ମାନଙ୍କ ଜଙ୍ଗ ପତଳା ଥାଏ ସେମାନଙ୍କୁ ସାମୁଦ୍ରିକ ଶାସ୍ତ୍ର ରେ ଅଶୁଭ ବୋଲି କୁହାଯାଇଛି।

୫. ପଞ୍ଚମ ଅଙ୍ଗ ଟି ହେଉଛି ନାରୀ ଶରୀର ର ବଡ଼ ଆଖି, ଲମ୍ବା ନାକ ଏବଂ କୋମଳ ପାଦ ଏବଂ ହାତ। ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ଶରୀରରେ ଏହି ସବୁ ଲକ୍ଷଣ ଦେଖିବାକୁ ମିଳିଥାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାଆନ୍ତି ଏବଂ ଏମାନେ ସମସ୍ତ ପରିସ୍ଥିତି କୁ ସମ୍ଭାଳି ଥାଆନ୍ତି ଯାହାଦ୍ୱାରା ପରିବାର ଉପରେ କୌଣସି ଆଞ୍ଚ ଆସି ନଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ରାତିରେ ଶୋଇବା ସମୟରେ ପତି ଙ୍କୁ ପତ୍ନୀ ଙ୍କ ସହ କଣ କରିବା ଉଚିତ। ବନ୍ଧୁଗଣ ରାତ୍ରି ରେ ଶୋଇଥିବା ସମୟରେ ନିଜ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତୁ ଏବଂ ପତ୍ନୀ ଙ୍କ ସହ ମିଠା ମିଠା ବାର୍ତ୍ତାଳାପ କରନ୍ତୁ ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ହୋଇଯିବ ଏବଂ ଆପଣ ଙ୍କ ଜୀଵନ ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯିବ।

ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବା ପାଇଁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *