ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କିଛି ଏଭଳି ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ନାମ ର ପ୍ରଥମ ଅକ୍ଷର A, K, M, T, P, S, R, N, G ଅକ୍ଷର ରୁ ଆରମ୍ଭ ହେଉଥିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଅକ୍ଷରରୁ ଆରମ୍ଭ ହେଉଥିବା ନାମର ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ। ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଦୁନିଆ ରେ ଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ସ୍ଵଭାଵ ପରସ୍ପର ଠାରୁ ଭିନ୍ନ ହୋଇଥାଏ। ପରସ୍ପର ଙ୍କ ଗୁଣ,ଚିଂନ୍ତା ଧାରା, ସ୍ଵଭାଵ ଆଦି ପରସ୍ପର ସହ ଖାପ ଖୁଆଇ ନଥାଏ । କୌଣସି ବ୍ୟକ୍ତି ରାଗି ସ୍ୱଭାବ ର ହୋଇଥିଲେ ଅନ୍ୟ ଜଣେ ଅତ୍ୟନ୍ତ ଶାନ୍ତ ସ୍ଵଭାଵ ର ହୋଇଥାଆନ୍ତି।
ଯଦି କୌଣସି ବ୍ୟକ୍ତି ସ୍ୱାର୍ଥପର ହୋଇଥାଏ ତେବେ ଅନ୍ୟ ଜଣେ ନିଃସ୍ୱାର୍ଥ ଭାବନାରେ ସମସ୍ତଙ୍କୁ ସାହାଯ୍ୟ କରିଥାଏ । ଏହିପରି ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଆନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଉପରୋକ୍ତ ଅକ୍ଷର ରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତି ଙ୍କ କିଛି ଗୁଣ ତଥା ସ୍ଵଭାଵ ସମ୍ପର୍କରେ କହିବୁ।ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତି ମାନଙ୍କ ସ୍ଵଭାଵ ଏବଂ ଗୁଣ ଗୁଡ଼ିକ ସମ୍ବନ୍ଧରେ।
ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ପୁଅ ମାନଙ୍କ ସମ୍ପର୍କରେ ।
୧.ଏହି ଅକ୍ଷର ର ନାମ ଥିବା ପୁଅ ମାନେ ଅତ୍ୟନ୍ତ ଲାଜକୁରା ସ୍ଵଭାଵ ର ହୋଇଥାଆନ୍ତି ଏବଂ ଏମାନେ ଭାବି ଚିନ୍ତି କାର୍ଯ୍ୟ କରନ୍ତି ନାହିଁ ତଥା ଯାହା ବି ଏମାନଙ୍କ ମୁହଁ ରେ ଆସେ ତାହା ଭାବି ଚିନ୍ତି ନକରି ଯେ କୌଣସି ବ୍ୟକ୍ତି ଙ୍କୁ କହି ଦେଉ ଥାଆନ୍ତି,ଏହାର ପରିଣାମ ଭଲ ହୋଇଥାଉ ଅଥବା ମନ୍ଦ ଏମାନେ ତାହା ଭାବନ୍ତି ନାହିଁ।
୨. ଏହି ଅକ୍ଷର ରେ ନାମ ଆରମ୍ଭ ହେଉଥିବା ପୁଅ ମାନେ ସର୍ବଦା ନିଜ ଇଚ୍ଛା ଏବଂ ପସନ୍ଦ ଅନୁସାରେ କାର୍ଯ୍ୟ କରିବାକୁ ପସନ୍ଦ କରିଥାଆନ୍ତି।ଏମାନଙ୍କ କାର୍ଯ୍ୟ ରେ କୌଣସି ବ୍ୟକ୍ତି ବାଧା ଦେଲେ ଏମାନେ ପସନ୍ଦ କରନ୍ତି ନାହିଁ ଏହା ସହିତ ଏମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାଆନ୍ତି। ଏମାନେ ସମସ୍ତ କାର୍ଯ୍ୟ କୁ ନିଜ ବୁଦ୍ଧି ଲଗାଇ ସମ୍ପୁର୍ଣ୍ଣ କରିଥାଆନ୍ତି ଏବଂ ଅନ୍ୟ କୌଣସି ବ୍ୟକ୍ତି ର ସାହାଯ୍ୟ ଏମାନେ ଆବଶ୍ୟକ ମନେ କରନ୍ତି ନାହିଁ।
୩.ଏହି ଅକ୍ଷର ରୁ ନାମ ଆରମ୍ଭ ହେଉଥିବା ପୁଅ ମାନେ ନିଜ ପରିବାର ର ସଦସ୍ୟ ଙ୍କ ଉପରେ ସର୍ବଦା ଅସନ୍ତୁଷ୍ଟ ତଥା ଚିଡ଼ି କରି ରୁହନ୍ତି। କିନ୍ତୁ ନିଜ ପରିବାର ର ସମସ୍ତ ସଦସ୍ୟ ଙ୍କୁ ଏମାନେ ବହୁତ ଭଲ ପାଆନ୍ତି ଏବଂ ପରିବାର ର କୌଣସି ସଦସ୍ୟଙ୍କ ଉପରେ ଆଞ୍ଚ ଆସିଲେ ଏମାନେ ବରଦାସ୍ତ କରି ପାରି ନଥା’ନ୍ତି।
୪. ଏହି ଅକ୍ଷର ରୁ ନାମ ଆରମ୍ଭ ହେଉଥିବା ପୁଅ ମାନେ ଝଗଡ଼ା କରିବାରେ ଆଗୁଆ ହୋଇଥାଆନ୍ତି ଏବଂ ଏହା ସହିତ ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାଆନ୍ତି ଏବଂ ଏମାନଙ୍କ ସୁନ୍ଦରତା ପାଇଁ ପ୍ରାୟ ଝିଅ ମାନେ ଏମାନଙ୍କୁ ବହୁତ ପସନ୍ଦ କରିଥାଆନ୍ତି।
ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅ ମାନଙ୍କ ସମ୍ବନ୍ଧରେ
୧. ଏହି ଅକ୍ଷର ରୁ ଯେଉଁ ଝିଅ ମାନଙ୍କ ନାମ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାଆନ୍ତି ଏହାସହିତ ଏମାନେ ବହୁତ ବୁଦ୍ଧିମତୀ ଏବଂ ଚାଲାକ ମଧ୍ୟ ହୋଇଥାଆନ୍ତି।ଏମାନେ ଯେଉଁ କାର୍ଯ୍ୟ ରେ ହାତ ଦେଇଥାଆନ୍ତି ତାକୁ ଯେ କୌଣସି ପରିସ୍ଥିତିରେ ମଧ୍ୟ ସମ୍ପୂର୍ଣ୍ଣ କରିଥାଆନ୍ତି।
୨.ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅ ମାନେ ନିଜ ପରିବାରର ସମସ୍ତ ସଦସ୍ୟ ଙ୍କୁ ନିଜଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି ଏବଂ ନିଜ ପରିବାର ର କୌଣସି ସଦସ୍ୟ ଙ୍କ ବିଷୟରେ କୌଣସି କୁଶବ୍ଦ ଶୁଣିବାକୁ ପସନ୍ଦ କରନ୍ତି ନାହିଁ ଏବଂ କୌଣସି ପରିସ୍ଥିତିରେ ନିଜ ପରିବାର ର ସଦସ୍ୟ ଙ୍କ ଉପରେ ଆଞ୍ଚ ଆସିବାକୁ ଦେଇନଥାନ୍ତି ।
୩.ଏହି ଝିଅ ମାନେ ଭଲ ପୋଷାକ ପିନ୍ଧିବାକୁ ପସନ୍ଦ କରିଥାଆନ୍ତି ତଥା ଧଳା ଏବଂ ଗୋଲାପୀ ରଙ୍ଗ ଏହି ଝିଅ ମାନଙ୍କର ଅତି ପ୍ରିୟ ଅଟେ।କିନ୍ତୁ ଏମାନେ ଯେ କୌଣସି ରଙ୍ଗ ର ପୋଷାକ ପିନ୍ଧିଲେ ମଧ୍ୟ ଏମାନଙ୍କୁ ତାହା ମାନିଥାଏ ଏବଂ ଏହି ଝିଅ ମାନେ ଅତ୍ୟନ୍ତ ସୁନ୍ଦର ଦେଖା ଯାଇଥାଆନ୍ତି।
ତେବେ ବନ୍ଧୁଗଣ ଏହା ଥିଲା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଅକ୍ଷର ଗୁଡିକ ରେ ନାମ ଆରମ୍ଭ ହେଉଥିବା ଉଭୟ ଝିଅ ଏବଂ ପୁଅ ଙ୍କ ସ୍ଵଭାଵ ସମ୍ବନ୍ଧରେ। ଆଶା କରୁଛୁ ଆପଣ ମାନଙ୍କୁ ଏହା ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଆଗକୁ ଜ୍ଯୋତିଷ ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ