ଭୁଲରେ ବି କିନ୍ନରଙ୍କୁ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ ! ନହେଲେ ସାରା ଜୀବନ କାନ୍ଦିବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ସମାଜରେ ପୁରୁଷ ଓ ନାରୀଙ୍କ ଭଳି କିନ୍ନର ମଧ୍ୟ ସମାଜର ଅଂଶବିଶେଷ ହୋଇଥାନ୍ତି । କଥାରେ ଅଛି କିନ୍ନରଙ୍କର ଆଶ୍ରୀବାଦ ଯାହା ଉପରେ ପଡିଥାଏ । ସେ ଜୀବନରେ ବହୁତ ଉନ୍ନତି କରିଥାଏ । ବୁଧବାରରେ ଯେଉଁ ଗ୍ରହ ରହିଥାଏ । ତାହାକୁ ନପୁଂସକ ଗ୍ରହ କୁହାଯାଇଥାଏ । ତେଣୁ ଏହି ବାରରେ ଯଦି କିନ୍ନର ଆପଣ ଦେଖିବାକୁ ପାଇଥାନ୍ତି ।

ତେବେ ଏହା ସେହି ବ୍ୟକ୍ତିର ଜୀବନରେ ବହୁତ ବଡ ଶୁଭ ଦିନ ସାବ୍ୟସ୍ତ ହୋଇଥାଏ । ଯଦି ସେହି ଦିନ କୌଣସି ବ୍ୟକ୍ତିକୁ କିନ୍ନର ମାନେ ମନ ଖୁସିରେ ଆଶ୍ରୀବାଦ ଦେଇଥାନ୍ତି । ତେବେ ସେହି ବ୍ୟକ୍ତି ଭାଗ୍ୟର ପରିବର୍ତ୍ତନ ହୋଇଗଲା ବୋଲି ଜାଣି ରଖନ୍ତୁ । ଏହା ସହିତ ସେହି ବ୍ୟକ୍ତି ପ୍ରଭୁ ଗଣେଶଙ୍କର ଆଶ୍ରୀବାଦ ମିଳିଯାଇଥାଏ ।

କାରଣ ବୁଧ ଗ୍ରହର ସ୍ଵାମୀ ହେଉଛନ୍ତି ଭଗବାନ ଗଣେଶ । କୌଣସି ମାଙ୍ଗଳିକ କାର୍ଯ୍ୟ ଚାଲୁଥିବା ବେଳେ କିମ୍ବା କେବେ କେବେ କିଛି କାର୍ଯ୍ୟ ନହେଉଥିବା ସମୟରେ ମଧ୍ୟ କିନ୍ନର ମାନେ ଘରକୁ ଆସିଯାଇଥାନ୍ତି । କିଛି ଦୟାବାନ ଲୋକ କିନ୍ନର ମାନଙ୍କୁ ନିଜ ସକ୍ଷମ ଅନୁସାରେ ଦାନଧର୍ମ କରିଥାନ୍ତି । ଘରର ଏପରି କିଛି ଜିନିଷ କିନ୍ନର ମାନଙ୍କୁ ଭୁଲରେ ଦାନ କରିବା ଉଚିତ ନୁହେଁ ।

ପ୍ରଥମେ ହେଉଛି ଝାଡୁ । ଝାଡୁ ଘରର ଲକ୍ଷ୍ମୀ ବୋଲି ବିଚାର କରାଯାଇଥାଏ । ଯଦି କୌଣସି କିନ୍ନରଙ୍କୁ ନୂଆ କିମ୍ବା ପୁରୁଣା ଝାଡୁ ଦାନ ଦାନ କରନ୍ତି । ତେବେ ସବୁଦିନ ମା ଲକ୍ଷ୍ମୀ ବ୍ୟକ୍ତିର ଘର ଛାଡି ଚାଲିଯାଇଥାନ୍ତି । ଦିତୀୟରେ ବାସନକୁସନ । କେବେ ମଧ୍ୟ ଖୁସି ବଶତଃ କାହାକୁ କୌଣସି ପ୍ରକାର ବାସନ କିନ୍ନରଙ୍କୁ ଦାନ କରିବା ଉଚିତ ନୁହେଁ ।

ଏପରି କରିବା ଦ୍ଵାରା ଘରେ ଗୃହ କ୍ଲେଶ ବୃଦ୍ଧି ପାଇଥାଏ । ଘରେ ସବୁବେଳେ ଅଶାନ୍ତି ବଢିଥାଏ । ବହୁତ ଲୋକ ନିଜର ପୁରୁଣା ଶାଢୀ କିମ୍ବା ବସ୍ତ୍ରକୁ ଗରିବ ଲୋକଙ୍କୁ ଦାନ କରିଦେଇଥାନ୍ତି । ଏପରି କରିବା ଦ୍ଵାରା ବୁଧ ଗ୍ରହ ମଜଭୁତ ହୋଇଥାଏ । ଯାହା ଅତ୍ୟନ୍ତ ଶୁଭ ଅଟେ । ଧ୍ୟାନ ଦେବାକୁ ହେ ଯେ କୌଣସି କିନ୍ନରଙ୍କୁ କେବେ ମଧ୍ୟ ନିଜର ପୁରୁଣା ଲୁଗାପଟା ଦାନ କରିବା ଉଚିତ ନୁହେଁ ।

ଏପରି କରିବା ଦ୍ଵାରା ଘରେ ଅଶୁଭ ହୋଇଥାଏ । ଯଦି ସମ୍ଭବ ନୂତନ ବସ୍ତ୍ର ଦାନ କରିପାରିବେ । ଏହା ଆପଣଙ୍କ ପାଇଁ ମଙ୍ଗଳ ରହିବ । ସୋରିଷ ତେଲ ଦାନ କରିବା ଦ୍ଵାରା ବ୍ୟକ୍ତିକୁ ଶନିଦେବଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ । କିନ୍ତୁ କେବେ ମଧ୍ୟ କୌଣସି କିନ୍ନରକୁ ତେଲ ଦାନ କରିବେ ନାହିଁ । ଏପରି କରିବା ଦ୍ଵାରା ଘରେ ଦରିଦ୍ରତା ବୃଦ୍ଧି ହୋଇଥାଏ ।

ପ୍ଲାଷ୍ଟିକର ଜିନିଷ ମଧ୍ୟ କିନ୍ନରଙ୍କୁ ଦାନ କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘର ଲୋକଙ୍କ ସ୍ଵାସ୍ଥ ଅବସ୍ତା ଖରାପ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *