Kidney ଷ୍ଟୋନ ରୁ କିପରି ବଞ୍ଚିବେ ? Daoctor ଙ୍କ ଠାରୁ ଜାଣନ୍ତୁ କାରଣ ଓ ନିରାକରଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ବିଭିନ୍ନ ପ୍ରକାର ସ୍ଵାସ୍ଥ ସମ୍ବଦ୍ଧିତ ସମସ୍ଯା ଆସିଥାଏ । ସବୁ ସମସ୍ଯାର ସମାଧାନ ମଧ୍ୟ ରହିଥାଏ । ଆଜି ଆପଣ ଶରୀରରେ କିଡ୍ନୀ କଣ ପାଇଁ ହୋଇଥାଏ ? ଏହାର କାରଣ ଓ ନିରାକରଣ ବିଷୟରେ ଆଜି ଆଲୋଚନା କରିବା । ଯେଉଁ ଜାଗାରେ ଅତ୍ୟଧିକ ଗରମ ହୋଇଥାଏ । ସେହି ଜାଗାରେ ତାପମାନ ରହିଥାଏ । ତେଣୁ ଏପରି ଜାଗାରେ ସବୁବେଳେ ରହୁଥିବା ଲୋକଙ୍କର ଶରୀରରେ ଷ୍ଟୋନ ହେବାର ସମ୍ଭାବନା ଅଧିକ ରହିଥାଏ ।

ଯେଉଁ ମାନେ ଶରୀରକୁ ଦରକାର ମାତ୍ରାରେ ପାଣି ପିଇନଥାନ୍ତି । ସୋଡା ଓ କୋଲଡ୍ରିଂକର ଅଧିକ ସେବନ କରିଥାନ୍ତି । ଏହା ସହିତ ଅଧିକ ଫ୍ୟାଟଯୁକ୍ତ ଖାଦ୍ୟର ଅଧିକ ସେବନ କରିଥାନ୍ତି । ତେବେ ଶରୀରରେ ଷ୍ଟୋନ ହେବାର ସମ୍ଭାବନା ବଢିଯାଇଥାଏ । ଯେଉଁ ମାନଙ୍କର ୟୁରିନ ଇନଫେକସନ ବାରମ୍ବାର ହୋଇଥାଏ ବା କିଡ୍ନୀ ଠିକ ସେ କାର୍ଯ୍ୟକାରୀ ହୋଇନଥାଏ ।

ସେହି କ୍ଷେତ୍ରରେ କିଡ୍ନୀ ଷ୍ଟୋନ ହେବାର ସମ୍ଭାବନା ଅଧିକ ପରିମାଣରେ ରହିଥାଏ । ଡାଇବେଟିସ ଓ ମେଦ ବହୁଳର ଶିକାର ହୋଇଥିବା ଲୋକଙ୍କ ଠାରେ ଷ୍ଟୋନ ହେବାର ମଧ୍ୟ ଚାନ୍ସ ରହିଥାଏ । କିଡ୍ନୀ ଷ୍ଟୋନରୁ ବଞ୍ଚିବା ପାଇଁ ଚାହୁଁଥିଲେ । ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ । ଏହା ସହିତ ପ୍ରତିଦିନ ସବୁଜ ପନିପରିବାର ସେବନ କରିବା ଉଚିତ । ଲେମ୍ବୁ, କମଳା ଓ ମୌସୁମୀ ସେବନ କରିବା ଦ୍ଵାରା କିଡ୍ନୀ ଉପରେ କୌଣସି ଖରାପ ଅସର ପଡିନଥାଏ ।

ଲୁଣ ଅଧିକ ପରିମାଣରେ ଖାଇବା ଅନୁଚିତ । ମାଂସ, ଚୋକୋଲେଟ, ପାଳଙ୍ଗ ଏହି ସବୁ ଖାଦ୍ୟକୁ ଦରକାର ରୁ ଅଧିକ ଖାଇବା ଅନୁଚିତ । ଯଦି କିଡ୍ନୀରେ ଷ୍ଟୋନ ହୋଇଯାଇଥାଏ । ତେବେ ଏହାର ଚିକିତ୍ସା ମଧ୍ୟ ସମ୍ଭବ ଅଛି । ଏହାର ୨ ଟି ପଦ୍ଧତିରେ ଚିକିତ୍ସା କରାଯାଇଥାଏ । ପ୍ରଥମେତଃ ଶରୀରରେ ହୋଇଥିବା ଷ୍ଟୋନକୁ ଠିକ କରିବା ପାଇଁ ମେଡ଼ିସିନର ସେବନ କରାଯାଇ ଦବାଇ ଦିଆଯାଇଥାଏ । ନଚେତ ଏହାକୁ ସର୍ଜରୀ ତଥା ଅପରେସନ କରାଯାଇ ଠିକ କରାଯାଇଥାଏ ।

କିଡ୍ନୀ ସମସ୍ଯା ସମାଧାନ କରିବାକୁ ଡାକ୍ତର ୨ ପ୍ରକାର ପଦ୍ଧତି ଅବଲମ୍ବନ କରାଯାଇଥାଏ । ପ୍ରଥମେତଃ କିଡ୍ନୀକୁ ଶରୀରକୁ ବାହାର କରାଯାଇଥାଏ । ଦିତୀୟରେ ଷ୍ଟୋନ ପୁନଶ୍ଚ ଶରୀରରେ ନହେବା ପାଇଁ ବନ୍ଦୋବସ୍ତ କରାଯାଇଥାଏ । ଷ୍ଟୋନ ପାଇଁ ହୋମିଓପାଥି ମେଡ଼ିସିନ ବେସ୍ଟ ହୋଇଥାଏ । କାରଣ ଏହା ଉଭୟ କ୍ରନିକ ଓ ଆକ୍ୟୁଟ ଭଳି କିଡ୍ନୀରେ ହେଉଥିବା ଷ୍ଟୋନକୁ ଠିକ କରିଦେଇଥାଏ ।

ହୋମିଓପାଥିର ସେବନ ଦ୍ଵାରା ଷ୍ଟୋନକୁ ତରଳାଇ ପରିସ୍ରା ବାଟରେ ନିଷ୍କାସନ କରାଯାଇଥାଏ । ଏହ ସହିତ ବାରମ୍ବାର ଷ୍ଟୋନରେ କିଡ୍ନୀରେ ହେବାର ସମ୍ଭାବନା ମଧ୍ୟ ନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *