Health Tips- Kidney ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 6 ଟି ସଂକେତ, ଜାଣି ନ ପାରିଲେ…

ନମସ୍କାର ବନ୍ଧୁଗଣ , ଆଜି କାଲିର ରୋଗମାନଙ୍କ ଭିତରୁ କିଡନି ସମ୍ବନ୍ଧୀୟ ରୋଗ  ଅଧିକ  ଦେଖା ଯାଉଛି । ଏହି ରୋଗ ର ଲକ୍ଷଣ ବିଷୟରେ ଅନେକ ଲୋକ ନ ଜାଣିଥିବା ଯୋଗୁ ଏହାର ଚିକିତ୍ସା କରିପାରୁନାହାନ୍ତି । ତେଣୁ ଆମେ କିପରି ଜାଣିବା ଯେ ଆମ ଶରୀରରେ କିଡନି ଖରାପ ହେଇଛି ବୋଲି । କିଡନୀ ଖରାପ ହେବା ପୂର୍ବରୁ ଦେଇଥାଏ ସବୁଠାରୁ ବଡ ସଂକେତ । ଅଥାର୍ତ କିଡନୀ ଖରାପ ହେବା ପୂର୍ବରୁ ଶରୀର ହେଇଥାଏ ଏହି ଛଅ ଗୋଟି ସଂକେତ ସମୟ ଥାଉ ଥାଉ ଯଦି ଆପଣ ଡାକ୍ତରଙ୍କ ଠାରୁ ଚିକିତ୍ସା କରିଥାନ୍ତି ।

ତେବେ ଆପଣଙ୍କ ଜୀବନ ବଞ୍ଚିଥାଏ । ମଣିଷ ର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଜିନିଷ ହେଉଛି ଶରୀର ସେ ଦିନ ରାତ୍ରି କଷ୍ଟ କରିଥାଏ । ଏହି ଶରୀର କୁ ସୁସ୍ଥ ସବଳ ରଖି ଶାରୀରିକ ଆଶା କୁ ପୂର୍ଣ୍ଣ କରିବା ପାଇ । ଯଦି ଏହି ଶରୀରରେ କୋଣସି ବାଧା ସୃଷ୍ଟି ହୋଇଥାଏ ତେବେ ମଣିଷ ର ସବୁ ଆଶା ନିରାଶା ହୋଇଯାଏ ।

ତେଣୁ ଶରୀର ଯଦି ଦେଇଥାଏ ଏହି ସଂକେତ ତେବେ ତୁରନ୍ତ ଡାକ୍ତରଙ୍କ ପାଖ କୁ ଯାଆନ୍ତୁ । ମଣିଷ ଶରୀର ରେ କେବେ ରୋଗ ପ୍ରବେଶ କରିଥାଏ ତାହା ସେ ଜାଣିପାରିନ ଥାଏ । ଏହାର କାରଣ ହେଉଛି ସଠିକ ଖାଦ୍ୟ ପେୟ ନ କରିବା । ଶରୀରର ସମସ୍ତ ଅଙ୍ଗ ଗୁରୁତ୍ଵପୂର୍ଣ୍ଣ ଅଟେ ତାହି ମଧ୍ୟରୁ କିଡନୀ ଅନ୍ୟତମ ଅଟେ । ଯଦି   କିଡନୀ ରେ କୋଣସି ସମସ୍ୟା ଦେଖାଯାଥାଏ ତେବେ ଏହା ଆମ ଶରୀରରେ ଅନେକ ସମସ୍ୟା ସ୍ତୁଷ୍ଟି କରିଥାଏ ।

ଆସନ୍ତୁ ଜାଣିବା ୬ ଟି ସଂକେତ ବିଷୟରେ । ୧- ପ୍ରଥମେ ହେଉଛି ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ର  କିଡନୀ ଖରାପ ହେବାର ସମ୍ଭାବନା ରହିଛି । ଯଦି ତିନିଶ ବୟସ ରୁ କମ ଥିବା ବ୍ୟକ୍ତିଙ୍କ ର ଯଦି ଉଚ୍ଚ ରକ୍ତଚାପ ରହିଥାଏ । ସେ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ୨- ଯଦି ଆପଣଙ୍କ ପରିସ୍ର ରେ ଫେଣ ବାହାରିଥାଏ , ତେବେ ତୁରନ୍ତ ଡାକ୍ତରଙ୍କ ପାଖ କୁ ଯାଇ ଚିକିତ୍ସା କରିବା ଉଚିତ୍ ।

ନଚେତ୍ ଆପଣଙ୍କୁ ଦେବାକୁ ପାଡିଥାଏ ଏହାର ମୂଲ୍ୟ ଏହା ଶରୀର ପାଇଁ ଅଶୁଭ ହୋଇଥାଏ । ୩- କୁହାଯାଏ ଯେ  କିଡନୀ ଫେଲ୍ ହେବା ଦ୍ଵାରା ସର୍ବ ପ୍ରଥମେ ଶରୀର କୋଣସି ଅଙ୍ଗ ଫୁଲି ଯାଇଥାଏ । ତେଣୁ ଆପଣଙ୍କ ଶରୀରରେ ଯଦି କୋଣସି ଅଙ୍ଗ ଫୁଲି ଯାଇଥାଏ ତୁରନ୍ତ ଡାକ୍ତରଙ୍କ ପାଖ କୁ ଯାଆନ୍ତୁ । ୪- ଏହା ର ଚର୍ତୁର୍ଥ ସଂକେତ ହେଉଛି ଆପଣ  କିଛି ବି କାର୍ଯ୍ୟ ନ କରି ଥକାପଣ ଅନୁଭବ କରୁଥାନ୍ତି ।

ତେବେ ଏହା ଆପଣ ଶରୀରରେ ବହୁତ ବଡ ରୋଗ ର  ସଂକେତ ଦେଇଥାଏ । ୫- ଗରମ ପରିବେଶ ରେ ଯଦି ଆପଣଙ୍କୁ ଥଣ୍ଡା ଲାଗିଥାଏ ଏହା ମଧ୍ୟ ଏକ ସଂକେତ ଅଟେ । ୬- ଯଦି ଆପଣଙ୍କ ପରିସ୍ରା ରେ ରକ୍ତ ପଡିଥାଏ ଏବଂ ପରିସ୍ରା  ପରିବର୍ତ୍ତନ ଦେଖାଯାଇଥାଏ ।  ତୁରନ୍ତ ଡାକ୍ତରଙ୍କ ପାଖ କୁ ଯାଆନ୍ତୁ । ଆପଣଙ୍କୁ ଯଦି ଆମ ପୋଷ୍ଟ ଭଲଲାଗିଥାଏ ତେବେ ଆମ ପେଜ ଙ୍କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *