‘WHO’ ର ଚେତାବନୀ ! ଲୁଣ ବିପଦ….ପ୍ରତିଟି ମଣିଷ ପାଇଁ ମୃତ୍ୟୁର କାରଣ ପାଲଟିବ ଖାଦ୍ଯରେ ଲୁଣ… (Dr Jayant Panda)

ନମସ୍କାର ବନ୍ଧୁଗଣ ,  ମାର୍ଚ୍ଚ ୧୪ ରୁ ୨୦ ଲୁଣ ଖାଇବା କମ୍ କରିବାକୁ ନେଇ ସଚେତାବନୀ  ଚାଲିଛି । ଏହାକୁ ବିଶ୍ଵ ସ୍ଵସ୍ଥ ସଘଠନ ଆରମ୍ଭ କରିଛି , ଯଦି ଆମେ ଏହି ଆସନ୍ତା ସାତ  ବର୍ଷ ଭିତରେ ଲୁଣ ଖାଇବା ବନ୍ଦ ନ କରିବା ତେବେ ସତୁରୀ ହଜାର ଲୋକେ ମୃତ୍ୟୁବରଣ କରିବାର ସମ୍ଭାବନା ରହିଛି । ଏମିତି ଲୁଣ ରେ କଣ ରହିଛି ଯାହାକୁ ଅଧିକ ଖାଇବା ଦ୍ଵାରା ଆମେ ହେଇଥାଉ ମୃତ୍ୟୁ ର ଶିକାର ।

ଏହି ବିଷୟରେ ଆମକୁ ଅଧିକ ସୂଚନା ହେଇଛନ୍ତି ପ୍ରଫେସର୍ ଡାକ୍ତର ଜୟନ୍ତ ପଣ୍ଡା ଯିଏ କି ଔଷଧୀୟ ବିଶେଷଜ୍ଞ ଲୁଣ ସମ୍ବନ୍ଧୀୟ ତର୍ଥ୍ୟ କହିଛନ୍ତି । ଲୁଣ ହେଉଛି ଏକ ମିନେରାଲ ଏଥିରେ  ସୋଡିୟମ କ୍ଳୋରାଇଡ ରହିଥାଏ । ଏହି ଦୁଇ ହିଁ ଅଲଗା କିନ୍ତୁ ଉଭୟ ଆମ ଶରୀରରେ ଆବଶ୍ୟକ ହୋଇଥାଏ , ଯଦି କୋଣସି ଏକର ଅଭାବ ରହିଥାଏ ତେବେ ଶରୀରରେ ଅସୁବିଧା ହୋଇଥାଏ । ଯେଉଁମାନଙ୍କଏ ହାଇ ରକ୍ତଚାପ ରହିଥାଏ ଯଥା ଡାଇବେଟିସ , କିଡନି ରୋଗ ହୋଇଥାଏ , ଏବଂ ଯେଉଁମାନଙ୍କ ବ୍ରେନ ଷ୍ଟୋକ୍କ ହୋଇଥିଲା ।

ଏମାନେ ଯଦି ସଠିକ ମାତ୍ରାରେ ଲୁଣ ର ସେବନ କରନ୍ତି ନାହିଁ  । ତେବେ ଲୁଣ ଅଧିକ ଖାଇବାରୁ ଏହା ଶରୀରରେ ରକ୍ତଚାପ ବଢିଯାଇଥାଏ ଏବଂ ଡାଇବେଟିସ ଅନିୟମିତ ହୋଇଯାଇଥାଏ । ତେବେ ଆମ କୁ ଦିନରେ କେତେ ପରିମାଣଏ ଲୁଣ ଖାଇବା ଉଚିତ୍ । ଡାକ୍ତରଙ୍କ ସୂଚନା ଅନୁସାରେ ବ୍ୟକ୍ତି କୁ ଦିନରେ ୩ ଗ୍ରାମ ଲୁଣ ଖାଇବା ଉଚିତ୍ ।

ଏହା ଛଡା ଆମ ଚତୁର୍ପାଶ୍ଵ ପରିବେଶ କୁ ନେଇ ଲୁଣ ର ମାତ୍ରା ବଢିଥାଏ , ଯେପରି ଆମେ ଥଣ୍ଡା ଶୀତ ଥିବା ସ୍ଥାନରେ ରହିଥାଉ ତେବେ ତାହା ଅନୁସାରେ ଆମକୁ ୬ ଗ୍ରାମ ଲୁଣର ସେବନ କରିବା ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ । ଆମ ଭାରତ ରେ ଦୈନନ୍ଦିକ ଲୁଣ ର ଶେଷ ସୀମା ହେଉଛି ୧୦ .୮ ରହିଛି ଯଦି ଏହାଥୁ ଅଧିକ ସେବନ କରିଥାଉ ତେବେ ଆମର ଗୋଡ ହାତ ଫୁଲିଥାଏ  ଏବଂ ଶରୀରରେ ଲୁଣ ରହିବା ଦ୍ଵାରା ବାରମ୍ବାର ପରିସ୍ରା ହୋଇଥାଏ ।

ଡାଇବେଟିସ ରୋଗ ର ନିୟନ୍ତ୍ରଣ ରହିନଥାଏ । ଏହା ସହିତ ଆମ ଶରୀରର ଆନ୍ତରିକ ଯଥା ପାକସ୍ଥଳୀ , ହଜମ ପ୍ରକ୍ରିୟା , ହାଡ ଆଦି ଏହା ଦ୍ଵାରା ପ୍ରଭାବିତ ହୋଇଥାଏ ।  ତେଣୁ ବିଶ୍ଵ ସ୍ଵାସ୍ଥ ସଘଠନ ଦେଇଥିବା ନିୟମ କୁ ପାଳନ କରିବା ଆମ ପକ୍ଷେ ହିତକାରକ ହୋଇଥାଏ । ଆମେ ଆମ ଦୈନନ୍ଦିକ ଜୀବନରେ ସ୍ଵାଦ ପାଇଁ ଯେତିକି ଆବଶ୍ୟକ ହୋଇଥାଏ । ସେତିକି ଲୁଣର ସେବନ କରିବା ଆମ ପାଇଁ ଉତ୍ତମ ହୋଇଥାଏ ।

ବିଶେଷ କରି ଡାଇବେଟିସ , କିଡନି ରୋଗ ଥିବା ବ୍ୟକ୍ତିମାନଙ୍କ ଖାଦ୍ୟ ରେ ଲୁଣ ର ମାତ୍ରା କମ୍ କରିବା ଉଚିତ୍ । ନଚେତ୍ ଆଉ କିଛି ବର୍ଷ ପରେ ଅନେକ ଲୋକଙ୍କୁ ଏହି ଜଗତକୁ ଛାଡି ଯିବାର ସମ୍ଭାବନା ଅଧିକ ରହିଛି । ଆମ ପୋଷ୍ଟ ଯଦି ଆପଣଙ୍କୁ ଭଲଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *