ଗାଧୋଇବା ଓ ଖାଇବା ପୂର୍ବରୁ ପରିସ୍ରା କଲେ କେଉଁ ଲାଭ ହୋଇଥାଏ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ, ଜୀବନରେ କିଛି କଥାର ଉତ୍ତର ତଥା ତାହା କରିବାର ପଛର କାରଣ ଜାଣି ଆଗକୁ ବଢିବା ଦ୍ଵାରା ହିଁ ମଣିଷର ମଙ୍ଗଳ ହୋଇଥାଏ । ସେହିଭଳି ଗାଧୋଇବା ଏବଂ ଖାଇବା ପୂର୍ବରୁ ପରିସ୍ରା କାଲେ  କେଉଁ ଲାଭ ମିଳିଥାଏ ଏହା ମଧ୍ୟ ଅଧିକାଂଶ ଲୋକଙ୍କୁ ଜଣାନଥିବ । ତେଣୁ ଆଜି ଆମେ ଏହା ସମ୍ପର୍କରେ ଏବଂ ଆହୁରି କିଛି ଜାଣିନଥିବା କଥା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ଯାହାର ପାଳନ କରିବା ଦ୍ଵାରା ଆପଣଙ୍କ ଜୀବନ ସୁଖମୟ ହେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ପରୀକ୍ଷା ପୂର୍ବରୁ କଦଳୀ ଖାଇ ଯିବା ଉଚିତ । ଏହାଦ୍ୱାରା  ମସ୍ତିସ୍କ ତେଜ ହେବା ସହ ଶାରୀରିକ ସାମର୍ଥ୍ୟ ପ୍ରାପ୍ତ ହୋଇଥାଏ । 2- ପିଆଜକୁ କାଟି ଘରେ ଲାଗିଥିବା ଲାଇଟ ପାଖରେ ରଖିବା ଘରେ ମଶା କିମ୍ବା ଝିଟିପିଟି ଘରେ ପ୍ରବେଶ କରିନଥାନ୍ତି । 3- ମୁଣ୍ଡର କେଶ ପାଇଁ ଥଣ୍ଡା ପାଣିରେ ଗାଧୋଇବା ଅଧିକ ଲାଭଦାୟକ ହୋଇଥାଏ ।

4- ଯଦି କୌଣସି ଲୋକଙ୍କ ବାମ ଆଖିରୁ ପ୍ରଥମେ ଲୁହ ବାହରେ ତେବେ ନିଶ୍ଚନ୍ତ ଭାବରେ ସେ ଦୁଃଖରେ ଅଛନ୍ତି ବୋଲି ସଙ୍କେତ ମିଳିଥାଏ । 5- ପନିପରିବା ଯଦି ଶୁଖିଯାଇଥାଏ । ତେବେ ଆପଣ ଥଣ୍ଡା ପାଣିରେ ଲେମ୍ବୁରସ ପକାଇ ଶୁଖି ଯାଇଥିବା ପରିବାକୁ ସେଥିରେ ପକାଇ ଦେବା ଦ୍ଵାରା ତାହା ତାଜା ହୋଇଯାଇଥାଏ ।

6- ତକିଆରେ ମୁଣ୍ଡ ନ ଦେଇ ଶୋଇବା ଦ୍ଵାରା ଅଣ୍ଟା ଦରଜ ସମସ୍ୟା ଭଲ ହୋଇଥାଏ ଏବଂ ମେରୁଦଣ୍ଡ ମଜବୁତ ହୋଇଥାଏ । 7-  ପିଲାମାନଙ୍କ ପଢିବା ଘର ନୀଳ ରଙ୍ଗ କରିବା ଦ୍ଵାରା ତାଙ୍କର ପାଠ ପଢାରେ ଅଧିକ ମନ ଲାଗିଥାଏ । 8-  ବର୍ଷା ଦିନରେ ଯଦି ଲୁଣ ପାଣି ହେଉଥାଏ ତେବେ ଲୁଣ ଡବାରେ କିଛି ଚାଉଳ ରଖିବା ଦ୍ଵାରା ଲୁଣ ପାଣି ନହୋଇ ଠିକ ରହିଥାଏ ।

9- କ୍ଷୀରକୁ ଯଦି ଦହି କରୁଛନ୍ତି ତେବେ କ୍ଷୀରରେ କିଛି କଞ୍ଚା ଲଙ୍କା କାଟି ପକାଇବା ଦ୍ଵାରା ଦହି ଭଲ ହୋଇଥାଏ । 10- ଯଦି ଫ୍ରିଜରେ କୌଣସି ଜିନିଷ ରଖିବା ଦ୍ଵାରା ଭିତର ଦୁର୍ଗନ୍ଧ ହେଉଥାଏ । ତେବେ ଖଣ୍ଡିଏ ଲେମ୍ବୁ କାଟି ଫ୍ରିଜରେ ରଖିବା ଦ୍ଵାରା ସେହି ଗନ୍ଧ ଦୂର ହୋଇଥାଏ । 11- ବ୍ୟାୟାମ କରିବା ପୂର୍ବରୁ ଗୋଟିଏ କମଳା ଲେମ୍ବୁ ଖାଇବା ଦ୍ଵାରା ଅଧିକ ଝାଳ ବାହାରିନଥାଏ । ଏବଂ ଦେହ ଦରଜ କମ ହୋଇଥାଏ ।

12- ଖାଦ୍ୟ ଖାଇବା ପରେ ଏବଂ ଗାଧୋଇବା ପୂର୍ବରୁ ପରିସ୍ରା କରିବା ଦ୍ଵାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । 13- ଶୋଇବାର ଅଧ ଘଣ୍ଟା ପୂର୍ବରୁ ପାଣି ପିଇବା ଦରକାର ଏହାଦ୍ୱାରା ହୃଦଘାତ ସମସ୍ୟା  ଏବଂ ବାୟୁ ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *