କେଶ କେମିତି ଉଠିଥାଏ ଓ ଏହା କାହିଁକି ଝଡିଥାଏ ? ଜାଣନ୍ତୁ ପୁରା ବିଜ୍ଞାନ

ବନ୍ଧୁଗଣ ଅନେକ ସମୟରେ ଦେଖାଯାଏ ଲୋକ ମାନେ ମହଙ୍ଗା ପ୍ରଡ଼କ୍ଟ ବ୍ୟବହାର କରିଆବା ପରେ ବି କେଶ ସମସ୍ଯା ଦୂର ହୁଏ ନାହି । ଏହା ଏମିତି ହୋଇଥାଏ କେଶ ର ବୃଦ୍ଧି କେମି ହୋଇଥାଏ ଏବଂ କେଉଁ କାରଣ ପାଇଁ କେଶ ଜନିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ । ଆମେ କହିବୁ କେଶ କେମିତି ଝଡିଥାଏ ଓ କେମିତି ଉଠିଥାଏ ।

ବନ୍ଧୁଗଣ ମୁଣ୍ଡର ଭିତରି ଭାଗକୁ ହେୟାର ଫଲିକାଲ କୁହାଯାଏ । ତା ଉପର ଭାଗ ଅଂଶକୁ ହେୟାର ସାଫ୍ଟ କୁହାଯାଏ । ହେୟାର ଫଲିକାଲ ବନିବାରେ 22 ସପ୍ତାହ ସମୟ ଲାଗିଥାଏ । ଆମ ଶରୀରରେ ପ୍ରାୟତଃ 50 ଲକ୍ଷ ହେୟାର ଫଲିକାଲ ରହିଥାଏ । କିନ୍ତୁ ମୁଣ୍ଡରେ 1 ଲକ୍ଷ ହେୟାର ଫଲିକାଳ ରହିଥାଏ । ସାଫ୍ଟ ହେୟାର 3 ପ୍ରକାରର ଯଥା ସବୁଠାରୁ ଆଗରେ ରହୁଥିବା ଭାଗକୁ କ୍ୟୁଟିକାଳ, କ୍ୟୁଟିକାଳ ତଳେ ଏକ ବଡ ସ୍ତର ରହିଥାଏ ଯାହାକୁ କର୍ଟଟେକ୍ସ କୁହାଯାଏ ।

କରତିଟେକ୍ସ ର ତଳ ଓ ମଧ୍ୟ ଭାଗକୁ ମେଡ୍ୟୁଲା କୁହାଯାଏ । କେଶ ବଢିବା ଦ୍ଵାରା ରୁଟ ସାର୍ପରେ ବଦଳି ଯାଇଥାଏ । ସାଧାରଣତଃ 1 ବର୍ଷରେ କେଶ 1 ଇଞ୍ଚ ବଢିଥାଏ । ଫଲିକାଲ ରୁ କେଶ ବାହାରିଥାଏ 1 ରୁ ଅଧିକ । ମୁଣ୍ଡର କେଶ 2ରୁ 6 ବର୍ଷ ଯାଏଁ ଜୀବିତ ରହିଥାନ୍ତି । ଏହା ପରେ ତାହା ଝଡି ନୂଆ କେଶ ବାହାରିଥାଏ । ଏମିତି ଲମ୍ବା ସମୟ ଯାଏଁ ଚାଲିଥାଏ । ବୈଜ୍ଞାନିକ କୁହନ୍ତି କେଶର ନିର୍ମାଣ ଅନେକ କାରଣ ହୋଇଥାଏ ।

କେସ ଝଡିବା ଓ ଝଡିବା 3 ଟି ଚରଣ ଦେଇ ଗତି କରିଥାଏ । ଯଥା ଆନାଜେନ, କ୍ୟାଟାଜେନ ଓ ଟେଲିଜେନ କୁହାଯାଏ । ଏହି 3ଟି ଚରଣ ଦେଇ ଗତି କରିବା ପରେ ଶେଷରେ କିଛି ଦିନ ଯାଏଁ କେଶ ରହିଥାଏ । ଆଉ ପରେ ଝଡି ଯାଇଥାଏ । ଏହି ସାଇକେଲ ରେ ପରିବର୍ତ୍ତନ ହିଁ କେଶ ଝଡିବାର କାରଣ ହୋଇଥାଏ ।

କାରଣ ଯେତିକି କେଶ ଟେଲୋଜେନ ଚରଣରେ ଝଡିଥାଏ ସେତିକି 3 ମାସ ମଧ୍ୟରେ ନୂଆ କେଶ ଉଠିଥାଏ ଓ ଏହା ସମାନ ରହିଥାଏ । ସମାନ ରୂପରେ ଟେଲୋଜେନ ଚରଣରେ 10% କେଶ ଝଡିଥାଏ । ଯେବେ କେଶରେ ଆନୋଜେନ ଅପେକ୍ଷା ଟେଲୋଜେନ ଚରଣରେ କେଶ ଝଡିବା ବୃଦ୍ଧି ପାଇଥାଏ ତାହାକୁ ଟେଲୋଜେନ ଏଫ୍ଲୁଜିୟମ କୁହାଯାଏ ।

ଏଥିପାଇଁ କିଛି ଲୋକ ଚନ୍ଦା ହୋଇ ଯାଆନ୍ତି । ଏହା ସହ ଶରୀରରେ ଭିଟାମିନ୍ସ ର ଅଭାବ କାରଣରୁ କେଶ ଝଡିବା ସମସ୍ଯା ହୋଇଥାଏ । ତେଣୁ ଏହାର ଫଳ ପାଇଁ କୌଣସି ପ୍ରଡ଼କ୍ଟ ବ୍ୟବହାର କରିବା ଆଗରୁ ଜାଣି ନିଅନ୍ତୁ କି ଆପଣଙ୍କ ଶରୀରରେ କୌଣସି ନ୍ୟୁଟ୍ରସନ ବା ଭିଟାମିନ୍ସ ର ଅଭାବ ଅଛି କି ନାହି ।

Leave a Reply

Your email address will not be published. Required fields are marked *