Samudrika Shastra- ଏମିତି ମହିଳା ପୁରା ଘର ପାଇଁ ହୋଇଥାନ୍ତି ଭାଗ୍ୟଶାଳୀ, ଜାଣନ୍ତୁ ଏହି 6 ଟି ଚିହ୍ନରୁ…

ନମସ୍କାର ବନ୍ଧୁଗଣ, ମହିଳା ମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଏ । ଦୁନିଆରେ ସବୁଠାରୁ ପବିତ୍ର ନାରୀ ହୋଇଥାନ୍ତି । ନାରିଙ୍କ ବିନା ଦୁନିଆ ଅଧା । କାରଣ ନାରୀ ହିଁ ସଂସାରର ନିୟମକୁ ରକ୍ଷା କରି ସନ୍ତାନ ପ୍ରଦାନ କରି ବଂଶ ବଢାଇଥାଏ । ତେବେ କଣ ଆପଣ ଜାଣନ୍ତି ନାରୀର କେଉଁ ଅଙ୍ଗ ସବୁଠାରୁ ପବିତ୍ର ଅଟେ ! ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ନାରୀର କେଉଁ ଅଙ୍ଗ ସବୁଠାରୁ ପବିତ୍ର ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ସବୁ ମଣିଷଙ୍କ ମନରେ ଏହା ଜାଣିବାର ଉତ୍ସାହ ରହିଥାଏ କି ନାରୀର ପବିତ୍ର ଅଙ୍ଗ କେଉଁଟି ହୋଇଥାଏ । କିଛି ଲୋକ ଅଛନ୍ତି ଯେଉଁମାନେ ମହିଳାଙ୍କର ପାଦକୁ ସବୁଠାରୁ ପବିତ୍ର ଭବିଥାନ୍ତି । 1- ଲମ୍ବା ଚୁଟି ଥିବା ମହିଳା ମାନେ ପଦ୍ମିନୀ ଜାତୀୟ ମହିଳା ହୋଇଥାନ୍ତି । ଏମାନେ ସମସ୍ତ ନାରିଙ୍କ ଠାରୁ ଉଚ୍ଚକୋଟିର ଅଟନ୍ତି । ଏହିଭଳି ନାରୀ ବହୁତ ଆକର୍ଷଣୀୟ ଏବଂ ସୁନ୍ଦର ହୋଇଥାନ୍ତି । ଲମ୍ବା ଚୁଟି ଥିବା ମହିଳା ମାନେ ସ୍ବାମୀଙ୍କ ପାଇଁ ସୌଭାଗ୍ୟଶାଳି ହୋଇଥାନ୍ତି ।

2- ସାମୁଦ୍ରିକ ଶାସ୍ତ୍ରା ଅନୁଯାୟୀ ଲମ୍ବା ବେକ ଥିବା ମହିଳା ମାନଙ୍କୁ ମଙ୍ଗଳକାରୀ ମନାଯାଇଥାଏ । ଯେଉଁ ମହିଳାଙ୍କ ବେକ ଲମ୍ବା ହୋଇଥାଏ ସେମାନଙ୍କ ଜୀବନ ଐସ୍ବର୍ଯ୍ଯ ପୂର୍ଣ ହୋଇଥାଏ । ଏମାନଙ୍କ ପାଖରେ ଧନ ସମ୍ପତ୍ତି ଏବଂ ସୁଖ ଶାନ୍ତିର ଅଭାବ ନଥାଏ । ଏଭଳି ମହିଳାଙ୍କ ସ୍ବାମୀଙ୍କ ଠାରେ କେବେ ମଧ୍ୟ ଧନର ଅଭାବ ଦେଖିବାକୁ ମିଳିନଥାଏ ।

3- ଯଦି ଆପଣଙ୍କ ମଥା ଚଉଡା ଅଟେ ତେବେ ଆପଣ ବହୁତ ଅଧିକ ଭାଗ୍ୟଶାଳୀ ଅଟନ୍ତି । ଏଭଳି ମହିଳା ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏବଂ ସେମାନଙ୍କ ସ୍ଵାମୀଙ୍କୁ ସର୍ବଦା ମାନ ସମ୍ମାନ ମିଳିଥାଏ । ସେମାନଙ୍କୁ ସବୁ କାମରେ ସଫଳତା ମିଳିଥାଏ । ଜୀବନରେ ଧନ କମାଇବାର ମାର୍ଗକୁ ସେମାନେ ହାସଲ କରିଥାନ୍ତି ।

4- ଯେଉଁ ମହିଳାଙ୍କ ଆଖିରେ ଚମକ ରହିଥାଏ ଏବଂ କିଛି ବି ଦାଗ ନଥାଏ ଆଖିରେ ସେହିଭଳି ମହିଳା ପୁରା ଘର ପାଇଁ ଶୁଭ ହୋଇଥାନ୍ତି । 5- ମହିଳାମାନଙ୍କୁ ନିଜ ପାଦରେ ପାଉଁଜି ପିନ୍ଧିବା ଆବଶ୍ୟକ । କାରଣ ଚାଲିବା ସମୟରେ ପାଉଁଜିର ଶବ୍ଦରେ ଘର ଶୁଦ୍ଧ ଏବଂ ପବିତ୍ର ରହିଥାଏ । ଘରେ ଶାନ୍ତିର ବାତାବରଣର ଅନୁଭୂତ ହୋଇଥାଏ ।

6- ଯେଉଁ ମହିଳାଙ୍କ ନଖ ବହୁତ ଅଧିକ ଲମ୍ବା ଏବଂ ଚମକଦାର ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ନାରିଙ୍କ ପାଇଁ ଘରକୁ ସୌଭାଗ୍ୟ ଆସିଥାଏ । ଗୋଟିଏ ମହିଳାର ପେଟରେ ଥିବା ନାଭି ସବୁଠାରୁ ପବିତ୍ର ହୋଇଥାଏ । ମହିଳାଙ୍କ ନାଭିରେ ମାଶକ୍ତି ବାସ କରିଥାନ୍ତି । ଏହି ନାଭି ସହାୟରେ ତ ଗୋଟିଏ କୋମଳ ଶିଶୁ ନିଜ ଜୀବନ ସଞ୍ଚାର କରିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *