ଆପଣଙ୍କର ଇଛା ପୂରଣ ହେବ କି ପୂରଣ ହେବ ନାହିଁ, ଇଶ୍ଵରଙ୍କୁ ଭରଷା କରି ବାଛନ୍ତୁ ଏକ ନମ୍ବର ! Tarot reading

ଆପଣଙ୍କର ଇଛା ପୁରୁଣା ହେବ କି ନାହିଁ ! ଆପଣଙ୍କୁ 1, 2, 3 ଓ 4 ଏହିଭଳି 4 ଟି ନମ୍ବର ଦିଆଯିବ । ଏଥିମଧ୍ୟରୁ ଆପଣ କୌଣସି ଏକ ନମ୍ବର ବାଛିକି ଆପଣଙ୍କଏଅ ଇଛା ଆଗାମୀ ସମୟରେ ପୁରା ହେବ କି ନାହିଁ ତାହା ଜାଣିପାରିବେ । ଯଦି ଆପଣଙ୍କ ମନରେ ଏଥିପ୍ରତି ବିଶ୍ବାସ ଥାଏ । ତେବେ ଆପଣ ଭଗବାନଙ୍କୁ ସ୍ମରଣ କରି କୌଣସି ଏକ ନମ୍ବରକୁ ନିଜ ପାଇଁ ବାଛି ନିଅନ୍ତୁ ।

1- ଯେଉଁ ମାନେ ପ୍ରଥମ ନମ୍ବରର ହାର୍ଟକୁ ଚୁଜ୍ କରିଥିଲେ । ସେମାନଙ୍କ ପାଇଁ ବହୁତ ବଡ ଗୁଡ୍ ନ୍ଯୁଜ ଅଛି । କାରଣ ଆପଣ ଯାହା ବି କିଛି ଇଛା ପୂରଣ ହେବାର ସ୍ଵପ୍ନ ଦେଖୁଥିଲେ । ଯେଉଁଥି ପାଇଁ ଆପଣ ବହୁତ ପରିଶ୍ରମ ମଧ୍ୟ କରିଥିଲେ । ସେହି ୱିଶ ଇଶ୍ଵର ଆପଣଙ୍କଅ ପୁରା କରି ସାରିଛନ୍ତି । ହେଲେ ତାହା ଆପଣଙ୍କ ସାମ୍ନାକୁ ଆସିନାହିଁ । ତେବେ ଆପଣଙ୍କ ସ୍ଵପ୍ନ ସାକାର ହେବା କଥା ବହୁତ ଶୀଘ୍ର ଆପଣଙ୍କ ସାମ୍ନାକୁ ମଧ୍ୟ ଆସିବାକୁ ଯାଉଛି ।

2- ଯେଉଁ ମାନେ ଦିତୀୟ ନମ୍ବରର ହାର୍ଟକୁ ବାଛିଛନ୍ତି । ସେମାନଙ୍କର ଯାହା ବି ଇଛା ଥିଲା । ଯାହାବି ତାଙ୍କର ସ୍ଵପ୍ନ ରହିଥିଲା । ଇଶ୍ଵର ଆପଣଙ୍କର ସେହି ଇଛାକୁ ସାକାର କରି ସାରିଛନ୍ତି । ହେଲେ ତାହା ଆପଣ ଜାଣି ପାରୁନାହାନ୍ତି । ସେଥିପାଇଁ ଆପଣଙ୍କୁ ବର୍ତ୍ତମାନ ଠାରୁ କିଛି ମାସ ଅର୍ଥାତ ଆପଣଙ୍କର ଇଛା ପୂରଣ ହୋଇଛି ବୋଲି ଆପଣ ପାଖାପାଖି ଶୀତ ପଡୁଥିବା ସମୟରେ ଜାଣିବାକୁ ପାଇବେ ।

3- ଆପଣଙ୍କ ଇଛା ପୂରଣ ହେବାରେ ଆପଣଙ୍କ ସାମ୍ନାକୁ ବହୁତ ସାରା ବାଧାବିଘ୍ନ ଆସୁଛି । ହେଲେ ଆପଣ ଆପଣଙ୍କ ଇଛାକୁ ପୂରଣ କରିବାରେ ବା ଆପଣଙ୍କ ଲକ୍ଷସ୍ତଳରେ ପହଞ୍ଚିବାରେ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ଆପଣ ଯଦି ନିଷ୍ଠାର ସହ ନିଜର ଇଛା ପୂରଣ କରିବା ପ୍ରତି ଧ୍ୟାନ ଦେବେ । ତେବେ ବହୁତ ଶୀଘ୍ର ଆପଣ ବାଧାବିଘ୍ନକୁ ଅତିକ୍ରମଣ କରି ସ୍ଵପ୍ନ ପୂରଣ କରିପାରିବେ ।

4- ଆପଣଙ୍କର ଯାହା ବି କିଛି ମନରେ ୱିଶ ଅଛି । ତାହା ପୂରଣ ହେବ ପାଇଁ ସମୟ ତ ନିଶ୍ଚୟ ଭାବରେ ଲାଗିବ । ଏହା ଆପଣ ବି ଜାଣିଛନ୍ତି । କାରଣ ଏପରି ଅନେକ ସ୍ଵପ୍ନ ସବୁ ଆମର ରହିଥାଏ । ଯାହା ପୂରଣ ପାଇଁ ସମୟର ଦରକାର ପଡିଥାଏ । ତେବେ ବି ଆପଣଙ୍କର ଯାହା ଇଛା ରହିଛି । ତାହା ଆପଣଙ୍କର ପୁରା ହେବ ପାଇଁ 1 ବର୍ଷ ଲାଗିପାରେ । ବା 1 ବର୍ଷ ମଧ୍ୟରେ ଥିବା ସମୟରେ ହିଁ ଆପଣଙ୍କର ଇଛା ପୁରା ହେଉଥିବାର ଆପଣ ଜାଣିବାକୁ ପାଇବେ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *