Samudrika Shastra- ଯେଉଁ ଝିଅଙ୍କର ନିଶ ଥାଏ ସେମାନେ ଏହାକୁ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ରରେ ଶରୀରର ପ୍ରତ୍ଯେକ ଅଙ୍ଗ ପ୍ରତ୍ଯେଙ୍ଗ କୁ ନେଇ ଭିନ୍ନ ଭିନ୍ନ କଥା ମାନ କୁହାଯାଇଛି । ବ୍ୟକ୍ତି ର କେଉଁ ଅଙ୍ଗ କିପରି ଥିଲେ ବ୍ଯକ୍ତିର ଚରିତ୍ର ସ୍ଵଭାବ କିପରି ହୋଇଥାଏ, ସେ ସବୁ ବିଷୟ ରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କର ଯାଇଛି । ମହିଳା ମାନଙ୍କର ଶରୀରର ଥିବା ବାଳ ଗୁଡିକୁ ନେଇ ମଧ୍ୟ ଭିନ୍ନଭିନ୍ନ କଥା ମାନ ଲେଖା ଯାଇଛି । କିଛି ମହିଳା ମାନଙ୍କର ଶରୀରର ବିଭିନ୍ନ ଅଙ୍ଗରେ ଛୋଟ ଛୋଟ ବାଳ ରହିଥିବାର ଦେଖା ଯାଇଥାଏ ।

ଏପରିକି କିଛି ମହିଳା ଙ୍କର ମୁହଁ ରେ ମଧ୍ୟ ଅନେକ ବାଳ ଥିବାର ଦେଖା ଯାଇଥାଏ । ପୁରୁଷ ମାନଙ୍କର ଯେଉଁ ସ୍ଥାନରେ ନିଶ ରହିଥାଏ, କିଛି ମହିଳା ମାନଙ୍କର ମୁହଁ ର ସେହି ସ୍ଥାନରେ ମଧ୍ୟ ବାଳ ଥିବାର ଦେଖା ଯାଇଥାଏ । ବନ୍ଧୁଗଣ ଆମ ଭାରତୀୟ ଶାସ୍ତ୍ର ଗୁଡିକୁ ଅନେକ ଭାଗରେ ବିଭକ୍ତ କରା ଯାଇଛି ।

ସେଥି ମଧ୍ୟରୁ ସାମୁଦ୍ରିକ ଶାସ୍ତ୍ର ଟି ହେଉଛି ଅନ୍ୟତମ । ଏହି ଶାସ୍ତ୍ର ରେ ମଣିଷ ର କେଉଁ ଅଙ୍ଗ କିପରି ହୋଇଥିଲେ ତାର ଭାଗ୍ୟ କିପରି ହୋଇଥାଏ, ସେ ସବୁ ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା ହୋଇଥାଏ । ଯେଉଁ ସ୍ତ୍ରୀ ଙ୍କର ମୁହଁ ରେ ନିଶ ଥାଏ , ସେମାନେ ପ୍ରତ୍ଯେକ ବିଷୟରେ ଅଧିକ ରୁ ଅଧିକ ଜିଦ କରିଥାନ୍ତି ।

ଏହି ମହିଳା ମାନଙ୍କୁ କେବେ ମଧ୍ୟ କୌଣସି ଜିନିଷ ରେ ସନ୍ତୁଷ୍ଟତା ମିଳି ପରି ନଥାଏ । ଏହି ମହିଳା ମାନେ ସବୁବେଳେ ନିଜ ସ୍ଵାମୀ ମାନଙ୍କ ସହ କଳି ଝଗଡା ମଧ୍ୟ କରିଥାନ୍ତି । ଏ ମହିଳା ମାନେ ନିଜ କଥାରେ ସମସ୍ତ ଙ୍କୁ ରାଜି କରାଇବା ପାଇଁ କୌଣସି ସୀମା କୁ ମଧ୍ୟ ପାର କରି ଦେଇଥାନ୍ତି । ଏହି ସ୍ତ୍ରୀ ମାନେ ଘରର ଧନ ବୈଭବ କୁ ସଂପୂର୍ଣ୍ଣ ରୂପରେ ନଷ୍ଟ କରି ଦେଇଥାନ୍ତି ।

ଘରର ମାନ ପ୍ରତିଷ୍ଠା ସବୁକିଛି ନଷ୍ଟ ହୋଇ ଯାଇଥାଏ । ତାହାଛଡା ମହିଳା ମାନଙ୍କର ପେଟ ଯଦି ଘଡା ଆକୃତିର ହୋଇଥାଏ, ତେବେ ସେହି ମହିଳା ମାନଙ୍କର ଜୀବନ ଦରିଦ୍ରତା ର ସହ ବୀତି ଥାଏ । ମହିଳା ମାନଙ୍କର ପେଟ ଲମ୍ବା ହେବା ମଧ୍ୟ ଶୁଭ ହୋଇ ନଥାଏ । ଯେଉଁ ମହିଳା ମାନଙ୍କର ପେଟ ସୁନ୍ଦର ସେମାନେ ମଧ୍ୟ ସୁଲକ୍ଷଣା ସମ୍ପର୍ଣ୍ଣ ଯୁକ୍ତ ହୋଇ ନଥାନ୍ତି ।

ଯେଉଁ ମହିଳା ମାନଙ୍କର ଦାନ୍ତ ମୋଟା ଓ ବଡ ବଡ ହୋଇ ପାଟି ରୁ ଆଗ ଆଡକୁ ବାହାରି ଆସିଥାଏ, ସେହି ମହିଳା ମାନଙ୍କର ଜୀବନ ମଧ୍ୟ ସବୁବେଳେ ଦୁଃଖ ଲାଗି ରାହିଥାଏ । ଯେଉଁ ମହିଳା ମାନଙ୍କର ଗୋଇଠି ସବୁବେଳେ ଅସନା ବା ଖରାପ ହୋଇ ରହିଥାଏ, ସେହି ମହିଳା ମାନଙ୍କର ହାତ ମାତା ଲକ୍ଷ୍ମୀ ଛାଡି ଦେଇ ଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *