ହୃଦୟରୁ ବାଛନ୍ତୁ ଯେ କୌଣସି 1 ମୂର୍ତ୍ତି ଓ ଜାଣନ୍ତୁ କଣ ଆପଣଙ୍କ ଭାଗ୍ୟରେ ଧନୀ ହେବାର ଯୋଗ ଅଛି ? ଆପଣଙ୍କ ଭାଗ୍ୟ ଆପଣଙ୍କୁ କୁଆଡେ ନେଉଛି ?

ନମସ୍କାର ବନ୍ଧୁଗଣ । ବେଳେବେଳେ ଜୀବନରେ ସମୟର ସହ ଯିବା ସମୟ ରେ ମନ ଏତେ ବ୍ୟସ୍ତ ହୋଇ ଯାଇଥାଏ କି ଜାଣି ହୋଇ ନଥାଏ କି ଜୀବନରେ କଣ ଚାଲୁଅଛି । କେଜାଣି ଏବେ ଆଗକୁ ଆଉ କଣ ବା ହେବ । ଆପଣ ମାନଙ୍କ ମନରେ ଉଙ୍କି ମାରୁଥିବା ଏହି ସବୁ ପ୍ରଶ୍ନ ଓ ଡୁବିଧା ମାନଙ୍କୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏକ ଏପରି ଟାରୋ କାର୍ଡ ରିଡିଂ ର ବିଷୟ ଯାହା ଦ୍ଵାରା ଆପଣ ଏକ ମୂର୍ତି ର ଚଇନ କରି ଜାଣି ପାରିବେ କି ଆପଣଙ୍କ ଜୀବନର ଆଗକୁ ଆସୁଥିବା ସମୟରେ କଣ ଘଟିବାକୁ ଯାଉଛି ।

ବନ୍ଧୁଗଣ ଉପରୋକ୍ତ ତିନୋଟି ମୂର୍ତ୍ତି ମାନଙ୍କ ମଧ୍ୟରୁ କୌଣସି ଏକ ମୂର୍ତ୍ତି କୁ ଶ୍ରଦ୍ଧା ର ଚୟନ କରି ନିଅନ୍ତୁ । ଯଦି ଆପଣ ଏହି ମୂର୍ତ୍ତି ମାନଙ୍କ ମଧ୍ୟରୁ ପ୍ରଥମ ଦେବୀ ଙ୍କର ମୂର୍ତ୍ତି ପ୍ରତିମା ର ଚୟନ କରିଛନ୍ତି, ତେବେ ବନ୍ଧୁଗଣ ଜାଣି ନିଅନ୍ତୁ ଏହି ସମୟ ରେ ଆପଣ ଯେଉଁ କାମ କରୁଛନ୍ତି ସେହି କାମ ଉପରେ ହିଁ ଲାଗି ରହିଥାନ୍ତୁ । ନିଜ ଉପରେ ବିଶ୍ବାସ ରଖନ୍ତୁ । ଆପଣ ଙ୍କ ଭାଗ୍ୟରେ ଅନେକ ଟଙ୍କା ରହିଅଛି ।

ମାତ୍ର ଆପଣ କାହା କଥା ରେ ନ ପଡି ନିଜ ମୁତାବକ ହିଁ କାର୍ଯ୍ୟ କରନ୍ତୁ । ଏହାଦ୍ଵାରା ଆପଣ ଜୀବନରେ ଅଧିକ ରୁ ଅଧିକ ଲାଭ ଦେଖି ପାରିବେ । ଆପଣ ଙ୍କ ସ୍ଵଭାବ ମଧ୍ୟ ଖୁବ ଭଲ କିନ୍ତୁ ମାତ୍ର ଆପଣଙ୍କ ଠାରେ ଧର୍ଯ୍ୟ ଶକ୍ତି କୁ କମ ଦେଖିବାକୁ ମିଳିଥାଏ, ତେଣୁ ଏହାକୁ ନିଜ ମଧ୍ୟ ରେ ଆଣିବାକୁ ଚେଷ୍ଟା କରନ୍ତୁ ।

ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ମୂର୍ତ୍ତି ର ଚୟନ କରିଛନ୍ତି ।ତେବେ ଆପଣ ସର୍ବ ପ୍ରଥମେ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରନ୍ତୁ । କାରଣ ଯେପରି ଆପଣ ଙ୍କର ସ୍ଵଭାବ ହେବ, ସେହି ପରି ହିଁ ଆପଣ ଙ୍କର ଭାଗ୍ୟ ହେବ । ତାହାଛଡା ଆପଣ ଅନ୍ୟ ଉପରେ ବିଶ୍ବାସ କରିବାକୁ ଚେଷ୍ଟା କରନ୍ତୁ ।

ଏହା ଦ୍ଵାରା ଆପଣ ଙ୍କ ଭାଗ୍ୟରେ ଆପଣ ଦେଖିବେ ସୁଖ ସମୃଦ୍ଧି ଭରିଯିବ । ଜାଡ୍ୟ ଆପଣ ଶେଷ ମୂର୍ତ୍ତି ଟିକୁ ଚୟନ କରିଛନ୍ତି, ତେବେ ଆପଣ ମାନେ ନିଜର ଯଦି କୌଣସି ଖରାପ ଆଦତ ରହିଥାଏ, ତେବେ ସେଥିରେ ନିଜର ଧନ କୁ ଅପବ୍ୟୟ କରନ୍ତୁ ନାହିଁ ।

ଆପଣ ନିଜ ଠାରେ ସଞ୍ଚୟ ର ମନୋବୃତ୍ତି କୁ ଆଣନ୍ତୁ । ଜାଡ୍ୟ ଆପଣ ଙ୍କ ଠାରେ ଧନ ଅଛି ତେବେ ତାହାକୁ ଖରାପ ରାସ୍ତା ରେ ବ୍ୟବହାର କରିବା ପରିବର୍ତ୍ତେ କୌଣସି ଭଲ କାର୍ଯ୍ୟ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ  ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *