Low BP ? କଣ ଅଟେ ସଙ୍କେତ ? ଜାଣନ୍ତୁ Dr V. K. Mishra ଙ୍କ ଠାରୁ…

ବର୍ତ୍ତମାନ ର ସମୟରେ ବ୍ଲଡ ପ୍ରେସର ର ସମସ୍ଯା ଏକ ଏପରି ସମସ୍ଯା ଯାହାକି ପ୍ରାୟତଃ ଅଧିକାଂଶ ଲୋକ ଏନକେ ଠାରେ ଦେଖିବାକୁ ମିଳୁଛି । ଏପରି ରେ କାହା ଠାରେ ହାଇ ବ୍ଲଡ ପ୍ରେସର ତ ପୁଣି କାହା କାହା ଠାରେ ଲୋ ବ୍ଲଡ ପ୍ରେସର ଜନିତ ସମସ୍ଯା ମଧ୍ୟ ଦେଖିବାକୁ ମିଳୁଛି । ଶରୀରରେ ଯଦି ବ୍ଲଡ ପ୍ରେସର ର ମାତ୍ରା ଠିକ ଭାବରେ ଥାଏ ତେବେ ତାହା ହିନ ଶରୀର ପାଇଁ ଠିକ ହୋଇଥାଏ ।

ଯଦି ଏହାର ମାତ୍ରା ଅଧିକ ଥିବ ବା କମ ଥିବା ତାହା ଏହା ଶରୀର ପାଇଁ ଠିକ ନୁହେଁ । ଏପରି ରେ  ଅନେକ ଥର ଦେଖା ଯାଇଥାଏ କି ବିନା କାରଣ ରେ ଶରୀର ରେ ବ୍ଲଡ ପ୍ରେସର ର ମାତ୍ରା କମି ଯାଇଥାଏ । ଲୋ ବ୍ଲଡ ପ୍ରେସର ରେ ସେହି ଭଳି ବିଶେଷ କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥାଏ ।

ଏଥିରେ ମାତ୍ର ମୁଣ୍ଡ କିଛି ହାଲକା ଅନୁଭବ ହୁଏ ଓ ତାହା ସହ ଶରୀରରେ ଅଳସ ଅନୁଭବ ମଧ୍ୟ ହୋଇଥାଏ । କେତବେଳେ ଆପଣ ଙ୍କୁ ଏପରି ଲାଗି ପାରେ କି ଆପଣ ଙ୍କର ଛାତିର ସ୍ପନ୍ଦନ ବଢିଯାଇଛି କି ପୁଣି ଏପରି ମଧ୍ୟ ଲାଗି ପାରେ ଯେପରି ଛାତିର ସ୍ପନ୍ଦନ ରହିଯାଉଛି । ବା ଶ୍ଵାସ ନେବା କଷ୍ଟ ଅନୁଭବ ମଧ୍ୟ ହୋଇଥାଏ ।

ଏହାର ଲକ୍ଷଣ ଏହା ଉପରେ ନିଭର କରେ କି ଆପଣ ଙ୍କର ବ୍ଲଡ ପ୍ରେସର କେତେ ମାତ୍ରା ରେ କମ ରହିଛି । ବିଜ୍ଞାନ ଅନୁସାରେ ଯଦି ଆପଣ ଙ୍କର ସିସ୍ଟୋଲିକ ବ୍ଲଡ ପ୍ରେସର 90 ତଳକୁ ଅଛି ଓ ଡାଇଓଷ୍ଟିକ ପ୍ରେସର 60 ତଳେ ଅଛି ଓ ଆପଣ ଙ୍କର ବ୍ଲଡ ପ୍ରେସର 90/60 ତଳକୁ ଅଛି ତେବେ ଏହା ଲୋ ବ୍ଲଡ ପ୍ରେସର ରେ ଗଣା ଯିବ । ଏହା ଯେତେ ଶୀଘ୍ର କମି ଥାଏ ତାହା ଉପରେ ଏହାର ଲକ୍ଷଣ ଗୁଡିକ ଦେଖିବାକୁ ମିଳିଥାଏ ।

କିନ୍ତୁ ଯଦି ଏହାର ସାମାନ୍ୟ ଲକ୍ଷଣ ଗୁଡିକ ବିଷୟରେ ଦେଖା ଯାଏ, ତେବେ ମୁଣ୍ଡ ବିନ୍ଧିବା ବା ବୁଲିବା ଦେଖା ଯାଇଥାଏ । ତାହାସହ ଶରୀର ରେ ଦୁର୍ବଳତା ଆସିବା ମଧ୍ୟ ଦେଖା ଯାଇଥାଏ । ନିଦ ନିଦ ଭଳି ଲାଗିବ । କାମ କରିବାକୁ ଇଛା ହେବ ନାହିଁ । ତାହାସହ ଆପଣ ଙ୍କୁ ଶ୍ଵାସ ନେବା  ରେ ମଧ୍ୟ ସାମାନ୍ଯ କଷ୍ଟ ଅନୁଭବ ହୋଇ ପାରେ । ଆପଣ ଙ୍କୁ ହଟାତ ଜ୍ଵର ମଧ୍ୟ ଆସିପାରେ ବା ବାନ୍ତି ମଧ୍ୟ ଲାଗି ପାରେ । ଏହି ସବୁ ଲକ୍ଷଣ ବ୍ଲଡ ପ୍ରେସର ର ମାତ୍ରା ଉପରେ ନିର୍ଭର କରେ ।

ବିଜ୍ଞାନ ଏପରି ମଣିଥଏ କି ଶରୀର ରେ ଲୋ ବ୍ଲଡ ପ୍ରେସର କୌଣସି ରୋଗ ର ମଧ୍ୟ କ୍ଲାରଣା ହୋଇ ପରେ । ତେଣୁ ଯଦି ଆପଣଙ୍କ ଠାରେ ବ୍ଲଡ ପ୍ରେସର ଜନିତ ସମସ୍ଯା ଅଚଗୀ ତେଣେ ତାହାକୁ ଜନଚ ଅକ୍ରିୟ ଦେଖନ୍ତୁ ଏହାର ମାତ୍ରା କେତେ ଅଛି । ଓ ଦ୍ଵିତୀୟ ଏହା କେଉଁ କାରଣ ରୁ ହୋଇଛି । ଏହା କୌଣସି କିଛି ରୋଗର ସଂକେତ ତ ନୁହେଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *