Health Tips- ହଜାର ଟଙ୍କାର ଔଷଧ ଖାଇବା ବଦଳରେ ପ୍ରତିଦିନ ଏହି ପତ୍ର ଗୋଟିଏ ଖାଇ ନିଅନ୍ତୁ ? ଜୀବନ ସାରା ରୋଗ ହେବନି !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗଛ ଠାରୁ ଆମେ ଅନେକ ଉପକାର ପାଇଥାଉ । ଗଛର ଫଳ, ମୂଳ, ପତ୍ର ଓ ଫୁଲ ଏହା ସହିତ ତା’ ର ସମସ୍ତ ଅଙ୍ଗ ପ୍ରତ୍ଯେଙ୍ଗକୁ ଆମେ କୌଣସି ନା କୌଣସି କାର୍ଯ୍ୟରେ ବ୍ୟବହାର କରିଥାଉ । ଆଜି ଆପଣ ଏପରି ଏକ ଗଛର ପତ୍ର ବିଷୟରେ ଜାଣିବାକୁ ପାଇବେ ଯାହାର ଫାଇଦା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଚମତ୍କାରୀ ତଥା ଔଷଧୀୟ ପତ୍ର ହେଉଛି ଭୃଷଙ୍ଗ ପତ୍ର ।

ଏହି ପତ୍ରର ସେବନ ଦ୍ଵାରା ଶରୀରକୁ ଅନେକ ଉପକାର ମିଳିଥାଏ । ଭୃଷଙ୍ଗ ପତ୍ରର ସେବନ ଦ୍ଵାରା ପ୍ରଥମ ଫାଇଦାଟି ହେଉଛି କୋଲେଷ୍ଟ୍ରଲ୍ କୁ କମାଇବା । ଯଦି ଆପଣ ନିଜ ଖାଦ୍ୟରେ କିଛି ପରିମାଣର ଭୃଷଙ୍ଗ ପତ୍ରକୁ ସେବନ କରିଥାନ୍ତି । ତେବେ ବଢୁଥିବା କୋଲେଷ୍ଟ୍ରଲ୍ କୁ ନିୟନ୍ତ୍ରଣ କରିବାରେ ସାହାଜ୍ଯ କରିଥାଏ । ଯେଉଁ ମାନେ ଭୃଷଙ୍ଗ ପତ୍ରକୁ ସେବନ କରିଥାନ୍ତି ।

ସେମାନଙ୍କ କ୍ଷେତ୍ରରେ ହୃଦୟ ଜନିତ ସମସ୍ଯା ଆସିବାର କୌଣସି ସମ୍ଭାବନା ରହିନଥାଏ । ହାର୍ଟକୁ ସୁରକ୍ଷା ଦେବାରେ ଭୃଷଙ୍ଗ ପତ୍ରର ଅବଦାନ ମଧ୍ୟ କିଛି କମ୍ ନୁହେଁ । ଯେଉଁ ଲୋକମାନଙ୍କର କେଶକୁ ନେଇ ବିଭିନ୍ନ ପ୍ରକାର ସମସ୍ଯା ରହୁଅଛି । ସେମାନେ ନିହାତି ଭାବେ ତାଙ୍କ ଖାଦ୍ୟରେ କିଛି ମାତ୍ରାରେ ଭୃଷଙ୍ଗ ପତ୍ର ମିଶାଇ ସେବନ କରନ୍ତୁ ।

ଏଯ ଦ୍ଵାରା କେଶ ସୁନ୍ଦର, ଘନ, କଳା ଓ ମଜଭୁତ ହୋଇଥାଏ । ଡାଇବେଟିସ ରୋଗୀ ମାନେ ଭୃଷଙ୍ଗ ପତ୍ର ସେବନ କରିବା ନିହାତି ଉଚିତ । ନିଜର ରକ୍ତରେ ସୁଗାରକୁ ନିୟନ୍ତ୍ରଣ କରି ରଖିବାକୁ ଚାହୁଁଥିଲେ । ତେବେ ଭୃଷଙ୍ଗ ପତ୍ର ନିହାତି ଭାବେ ଖାଆନ୍ତୁ । ପେଟ ରିଲେଟେଡ଼ ପ୍ରୋବ୍ଲେମକୁ ମଧ୍ୟ ଭୃଷଙ୍ଗ ପତ୍ର ନାଶ କରିବାରେ ଭୂମିକା ନେଇଥାଏ ।

ଏହା ପେଟର ଦୈନଦିନ ସମସ୍ଯା ଗ୍ଯାସ ଓ ଏସିଡିଟିକୁ ହେବାରେ ରୋକିଥାଏ । ଲିଭରକୁ ସୁସ୍ଥ ରଖିବାରେ ମଧ୍ୟ ଭୃଷଙ୍ଗ ପତ୍ରର ଅବଦାନ ରହିଅଛି । ନିଜର ଲିଭରକୁ ସଫା ରଖିବା ସହିତ ବହୁ ବର୍ଷ ପର୍ଯ୍ଯନ୍ତ ଲିଭର ହେଲଦି ରଖିବା ପାଇଁ ଭୃଷଙ୍ଗ ପତ୍ରକୁ ସେବନ କରନ୍ତୁ । ଭୃଷଙ୍ଗ ପତ୍ର ପ୍ରାୟତଃ ସମସ୍ତଙ୍କ ବାଡି ବଗିଚାରେ ମିଳିଯାଇଥାଏ ।

ଏହା ସହିତ ବଜାରରେ ମଧ୍ୟ ଅତି ସୁଲଭ ଦରରେ ଭୃଷଙ୍ଗ ପତ୍ର ମିଳିଥାଏ । ତେଣୁ ନିଜ ଖାଦ୍ୟରେ ଆପଣ କିଛି ମାତ୍ରାରେ ଭୃଷଙ୍ଗ ପତ୍ର ଆଡ୍ କରି ଖାଇବା ଦ୍ଵାରା ଶରୀରରେ ଅନେକ ରୋଗ ବେମାରୀ ହେବା ଆଗରୁ ନିଜକୁ ସୁରକ୍ଷା ଦେଇପାରିବେ । ଏହା ସହିତ ଆପଣଙ୍କୁ ରୋଗେ ବେମାରୀ ପାଇଁ ବେଶି ମାତ୍ରାରେ ଖର୍ଚାନ୍ତ ହେବାକୁ ମଧ୍ୟ ପଡିନଥାଏ ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ଆମ ସହ ଯୋଡି ହୋଇ ରହିବା ପାଇଁ ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *