ମାତ୍ର 2 ମିନିଟ ରେ ହିଁ ମଇଳା ହଳଦିଆ ଦାନ୍ତକୁ ମୋତି ପରି ଚମକାଇ ଦେବ, କରନ୍ତୁ ଏହି ଦେଶୀ ଉପାୟ- Teeth whitening Tips

ବନ୍ଧୁଗଣ, କେତେକ ବ୍ୟକ୍ତି ଦାନ୍ତ ହଳଦୀଆ ହେବାକୁ ସାଧାରଣ ଭାବରେ ଗ୍ରହଣ କରିଥାନ୍ତି । ମାତ୍ର ସେମାନଙ୍କୁ କୌଣସି ଫରକ ପଡି ନଥାଏ ଯେ, ଦାନ୍ତ ହଳଦୀଆ ହେଉ କି ଅବା ନ ହେଉ । ଯେଉଁ ମାନଙ୍କ ଦାନ୍ତ କଳା ପଡି ଯାଇଅଛି, ଯାହାଙ୍କ ମାଢି ରୁ ରକ୍ତ ନିର୍ଗତ ହୋଇଥାଏ ।

ଅର୍ଥାତ ଯାହାଙ୍କୁ ପାଇରିଆ ର ରୋଗ ହୋଇଥାଏ । ଯେଉଁ ମାନଙ୍କୁ ଭୋଜନ ଗ୍ରହଣ କରୁଥିବା ସମୟରେ ଭୟଙ୍କର ପୀଡା ହୋଇଥାଏ । ରାତି ରାତି ପର୍ଯ୍ୟନ୍ତ ଭୟଙ୍କର ଦରଦ ହୋଇଥାଏ । ପୁସ୍ତକ ଅଷ୍ଟାଙ୍ଗ ଜଡିବୁଟୀ ଜରିଆରେ ଆଜି ଆମ୍ଭେ ଆପଣଙ୍କୁ ୧୫ ପ୍ରକାରର ଜଡିବୁଟି ର ମିଶ୍ରଣ ଦ୍ଵାରା ପ୍ରସ୍ତୁତ ଏହି ଉପାୟ ଟି ସମ୍ବନ୍ଧରେ କହିବାକୁ ଯାଉଅଛୁ । ପ୍ରଥମେ ଆପଣ ଗୋଟିଏ ପାତ୍ର ରେ ଦାନ୍ତ ଘସୁଥିବା ପେଷ୍ଟ ନିଅନ୍ତୁ । ଏହାପରେ ସେଥିରେ ଅଳ୍ପ ମାତ୍ରା ରେ ଲୁଣ ମିଶାଇ ଦିଅନ୍ତୁ ।

ଏହାପରେ ୪ ରୁ ୫ କୋଲା ରସୁଣ କୋଲ ନେଇ ସେଥିରେ ଅଳ୍ପ ମାତ୍ରାରେ ପାଣି ଢାଳି ତାହାର ପେଷ୍ଟ ବନାଇ ଦିଅନ୍ତୁ । ଏହାପରେ ଅଧ ଚାମଚ ରସୁଣ ପେଷ୍ଟ କୁ ଏହି ମିଶ୍ରଣ ରେ ପକାନ୍ତୁ । ଯେଉଁ ମାନଙ୍କ ଦାନ୍ତ କଳା ଅଥବା ହଳଦୀଆ ହେବାକୁ ଲାଗିଥାଏ ରସୁଣ ସେ ସବୁ ଦାଗ କୁ ହଟାଇବାରେ ସାହାର୍ଯ୍ୟ କରିଥାଏ । ଏହାପରେ ଅଳ୍ପ ମାତ୍ରା ରେ ବେକିଙ୍ଗ ସୋଢା ଏହି ପାତ୍ରରେ ପକାନ୍ତୁ ।

ଏହା ଆମ୍ଭ ଦାନ୍ତ କୁ ସଫା କରାଇବାରେ ସାହାର୍ଯ୍ୟ କରିଥାଏ । ଏହା ବହୁତ ଜବରଦସ୍ତ ଭାବରେ ସାହାର୍ଯ୍ୟ କରିଥାଏ । ଏହାପରେ ନିମ୍ବ ପତ୍ରରେ ପ୍ରସ୍ତୁତ ହୋଇଥିବା ଜଡିବୁଟି କୁ ଏଥିରେ ଭଲ ଭାବରେ ପକାଇ ମିଶାଇ ଦିଅନ୍ତୁ । ଆମ୍ଭେ ଯେଉଁ ଜଡିବୁଟି ର ମିଶ୍ରଣ କଥା କହିଥିଲୁ ତାହା ବଜାରରେ ଆପଣଙ୍କୁ ସହଜରେ ମିଳିଯିବ । ତାହାକୁ ଆପଣ ଆଣି ସେହି ଜଡିବୁଟି ରୁ ଆପଣ ଅଧ ଚାମଚ ପକାନ୍ତୁ ।

ଏହାପରେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଆପଣ ମାନେ ଏହାକୁ ଭଲ ଭାବରେ ମିଶାଇ ସାରିଲା ପରେ, ଏହାକୁ ନୀତିଦିନ ଯେଉଁଭଳି ଭାବରେ ବ୍ରସ କରନ୍ତି ଠିକ ସେହିଭଳି ଭାବରେ ଏହି ମିଶ୍ରଣ କୁ ନିଜ ବ୍ରସ ରେ ନେଇ ଆପଣଙ୍କ ଦାନ୍ତ ର ଯେଉଁ ଜାଗାରେ କଳା ଦାଗ ଅଥବା ହଳଦିଆ ଦାଗ ରହିଅଛି । ସେହି ସବୁ ଜାଗା ମାନଙ୍କରେ ଭଲ ଭାବରେ ଘଷି ନିଜ ଦାନ୍ତ ସଫା କରନ୍ତୁ । ଏହାପରେ କିଛି ସମୟ ଏହିଭଳି ରଖନ୍ତୁ ।

କିଛି ସମୟ ପରେ ଆପଣ ଭଲ ଭାବରେ ପାଣି ରେ ନିଜ ଦାନ୍ତ ତଥା ପାଟି କୁ ଧୋଇ ଦିଅନ୍ତୁ । ଏହିଭଳି ନିୟମିତ ଘରୋଇ ଉପଚାର ର ପ୍ରୟୋଗ ଦ୍ଵାରା ଆପଣ ନିଜ ଦାନ୍ତ କୁ ମୋତିଭଳି ଚମକାଇ ପାରିବେ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *