Home Remedy for Acidity- ମାତ୍ର 1 ଚୁଟକି ନିଅନ୍ତୁ, ପୁରା 3 ମାସ ପର୍ଯ୍ୟନ୍ତ ଏସିଡିଟି,ଗ୍ଯାସ, ଜଳାପୋଡା ଓ ବାୟୁ ଦୋଷ ପୁରା ଗାୟବ

ଆଜିକାଲି ଆମ ଜୀବନଶୈଳୀ ଓ ଖାଦ୍ଯପେୟ ସଂପୂର୍ଣ୍ଣ ଭାବେ ବିଗିଡି ଗଲାଣି । ଆମେ ଅଧିକ ତେଲଯୁକ୍ତ ଖାଦ୍ଯ ଓ ଫାଷ୍ଟ ଫୁଡ ଆଦି ଅଧିକ ଖାଉଛୁ ଏବଂ ସମୟ ହେଉ ବା ଅସମୟ ଯେତେବେଳ ଯାହା ଇଚ୍ଛା ହେଲା ଖାଇ ଦେଉଛୁ । ଏହା ଫଳରେ ଆମର ମେଟାବୋଲିଜିମ ବା ପାଚନ କ୍ରିୟା ମଧ୍ୟ ସଂପୂର୍ଣ୍ଣ ଭାବେ ବିଗିଡି ଯାଉଛି ।

ମେଟାବୋଲିଜିମ ଧୀର ହୋଇଯିବ ଫଳରେ ଆମର ହଜମ ଶକ୍ତି ମଧ୍ୟ ଧୀର ହୋଇ ଯାଉଛି । ଯାହା ଫଳରେ ପେଟରେ ଗ୍ଯାସ ହେବା, ଛାତି ଜଳିବା ପରି ଲାଗିବା, ପେଟ ଫୁଲି ରହିବା ପରି ଲାଗିବା, ସଠିକ ଭାବେ ପେଟ ସଫା ନ ହେବା ଓ କୋ-ଷ୍ଠ-କା-ଠି-ନ୍ୟ ଆଦି ସମସ୍ଯା ଦେଖା ଦେଉଛି । ତେବେ ଏହି ସମସ୍ତ ସମସ୍ଯା ଦୂର କରିବା ପାଇଁ ଆମେ ଆପଣଙ୍କୁ ଏକ ଘରୋଇ ଉପଚାର କହିବୁ, ଯାହାର ପ୍ରଯୋଗରେ ଆପଣ ଅନେକ ମାତ୍ରାରେ ଉପଶମ ପାଇବେ ।

ଏଥିପାଇଁ ଆପଣଙ୍କୁ ୪ଟି ସାମଗ୍ରୀ ଆବଶ୍ୟକ ହେବ । ପ୍ରଥମେ ଅଧ ମୁଠା ପୋଦିନା ପତ୍ରକୁ ଭଲ ଭାବେ ଏକ ପଥର ହେମଦସ୍ତାରେ କୁଟି ଦିଅନ୍ତୁ । ତାପରେ ଅଳ୍ପ ଜୀରା ନେଇ ତାକୁ ଭଲ ଭାବେ ତାୱାରେ ଭାଜି ଦିଅନ୍ତୁ ଓ ତା ପରେ ତାହାକୁ ଚୁରି ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ ଓ ଏହା ପରେ ଫାଳେ ଲେମ୍ବୁ ନିଅନ୍ତୁ । ପ୍ରଥମେ ଏକ ଛୋଟ ଗ୍ଳାସ ପାଣି ନେଇ ସେଥିରେ ଏକ ଚାମୁଚ ବା ତା ଠାରୁ ଅଧିକ ପୋଦିନା ମିଶାଇ ଦିଅନ୍ତୁ । ସବୁବେଳେ ତମ୍ବା ପାତ୍ରରେ ରଖା ଯାଇଥିବା ପାଣି ନେବା ପାଇଁ ଚେଷ୍ଟା କରନ୍ତୁ ।

ତାପରେ ସେଥିରେ ଦୁଇ ଚୁଟକି ଜୀରା ଗୁଣ୍ଡ ମିଶାନ୍ତୁ । ଯେଉଁ ମାନଙ୍କୁ ଆମ୍ବିଳା ହାକୁଟି ଆସିଥାଏ ସେମାନଙ୍କ ପାଇଁ ଜୀରା ଖୁବ ଲାଭଦାୟକ ଅଟେ ଓ ଏହା ମୋଟାପଣ କମ କରିବାରେ ମଧ୍ୟ ସହାୟକ ହୋଇଥାଏ । କାରଣ ଜୀରା ଆପଣଙ୍କ ମେଟାବୋଲିଜିମକୁ ବଢାଇବା ଓ ଆପଣଙ୍କ ଖାଦ୍ଯ ଶୀଘ୍ର ହଜମ ହେବ । ଏହା ସହ ପୋଦିନା ପତ୍ର ମଧ୍ୟ ଆପଣଙ୍କ ହଜମ କ୍ରିୟାକୁ ବୃଦ୍ଧି କରିବାରେ ବହୁତ ସହାୟକ ହୋଇଥାଏ । ତା ପରେ ସେହି ମିଶ୍ରଣରେ ଅଧା ଲେମ୍ବୁ ରସ ଚିପୁଡି ଦିଅନ୍ତୁ ।

ଲେମ୍ବୁ ମଧ୍ୟ ଶରୀରକୁ ଥଣ୍ଡା ରଖେ ଓ ଏସିଦିତି ସମସ୍ଯା ମଧ୍ୟ ଦୂର କରେ । ପୋଦିନାକୁ ଶୀଘ୍ର ହଜମ କରିବା ପାଇଁ ମଧ୍ୟ ଲେମ୍ବୁ ଅତ୍ୟନ୍ତ ଆବଶ୍ୟକ ଅଟେ । ଶେଷରେ ଆପଣ ସେଥିରେ କେବଳ ଏକ ଚାମୁଚ ମାତ୍ରାରେ ତ୍ରିଫଳା ଗୁଣ୍ଡ ଭଲ ଭାବେ ମିଶାଇବେ । ଏହି ମିଶ୍ରଣକୁ ଆପଣ ପ୍ରତିଦିନ ସେବନ କରିବେ ନାହିଁ ।

ଦିନେ ଛାଡି ଦିନେ କେବଳ ମାସ ପର୍ଯ୍ୟନ୍ତ ସକାଳୁ ଖାଲି ପେଟରେ ହିଁ ଏହାର ପ୍ରୟୋଗ କରନ୍ତୁ । କେବଳ ତିନି ଦିନରେ ହିଁ ଆପଣ ଏହାର ଲାଭ ପାଇ ପାରିବେ । ଏହା ସହ ଆପଣ କପାଳଭାତି ପ୍ରାଣାୟମ ଯଦି କରିବେ ଏବଂ ଖାଦ୍ଯପେୟ ପ୍ରତି ମଧ୍ୟ ଧ୍ୟାନ ଦେବେ ତେବେ ଏହା ଆପଣଙ୍କ ପାଇଁ ଆହୁରି ଲାଭଜନକ ସାବ୍ୟସ୍ତ ହେବ ।

ଏପରି କରିବା ଦ୍ଵାରା ଆପଣଙ୍କ ପୂଜା ସମ୍ପନ୍ନ ବୋଲି ମାନ୍ୟ ହେବ । ଘରେ ସକଳ ସନ୍ଧ୍ୟାରେ ଅବଶ୍ୟ ଘଣ୍ଟି ବଜାଇବା ସହ ଯେକୌଣସି ଦେବାଦେବୀଙ୍କ ମନ୍ତ୍ର ଅବଶ୍ୟ ଉଚ୍ଚାରଣ କରନ୍ତୁ । ଏହା ଦ୍ଵାରା ଘରେ ଥିବା ସମସ୍ତ ଦୁ-ଷ୍ଟ ଶକ୍ତି ପଳାୟନ କରିବେ ।

Leave a Reply

Your email address will not be published. Required fields are marked *