୧- ଯେଉଁ ମହିଳା ମାନଙ୍କ କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ୨- ଯେଉଁ ମହିଳା ମାନେ ଅସ୍ତିକ, କ୍ଷମାଶୀଳ, ଦାନଶୀଳ, ବୁଦ୍ଧିମାନ ଏବଂ କର୍ତ୍ତବ୍ୟ ପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି ।
୩- ଯେଉଁ ମହିଳା ମାନେ ଘରକୁ ଆସିଥିବା ଅତିଥି ଙ୍କୁ ଆଦର ପୁର୍ବକ ସ-ତ୍କା-ର କରନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୁଅନ୍ତି । ୪- ଯେଉଁ ମହିଳା ମାନେ ସକାଳେ ଏବଂ ସନ୍ଧ୍ୟା ରେ ଘରେ ଦେବୀ ଦେବତାଙ୍କୁ ଧୂପ ଦୀପ ଦେଇ ପୂଜା କରନ୍ତି ସେମାନେ ଭାଗ୍ୟବତି ହୋଇଥାନ୍ତି । ୫- ଯେଉଁ ମହିଳା ଙ୍କ ଗାଲ ଗୋଲ, ସୁନ୍ଦର, ଏବଂ ଶିର ଦେଖା ନଯାଏ ସେମାନେ ଦେବୀ ଗୁଣଯୁକ୍ତ ମହିଳା ହୋଇଥାନ୍ତି ।
୬- ଯେଉଁ ମହିଳା ଙ୍କ ଓ-ଠ ଦୁଇ ଆଙ୍ଗୁଳି, ସୁନ୍ଦର, ଓ ମାଂ-ସା-ଳ ତେବେ ସେମାନେ ସୌଭାଗ୍ୟଶାଳୀ ମହିଳା ଅଟନ୍ତି ।
୭- ଯେଉଁ ମହିଳା ମାନଂକ ବେକ ଚାରି ଆଙ୍ଗୁଳି ବିଶିଷ୍ଟ ସୁନ୍ଦର, ଓ ଶୁଢ଼ଳ ସେମାନେ ଉତ୍ତମ ଲ-କ୍ଷ-ଣ ଯୁକ୍ତ ମହିଳା ଅଟନ୍ତି ।
୮- ଯେଉଁ ମହିଳା ମାନଙ୍କ ବେକରେ ତିନୋଟି ରେଖା ପଡ଼ିଥାଏ ସେମାନଙ୍କ ସ୍ୱାମୀ ଐଶ୍ୱର୍ଯ୍ୟଶାଳୀ ହୋଇଥାନ୍ତି ।
୯- ଯେଉଁ ମହିଳା ମାନଙ୍କ ନାକ ର ଅଗ୍ରଭାଗ ଅଳ୍ପ ଲମ୍ବ ଥାଏ ସେମାନଙ୍କୁ ବହୁତ ସୁଖ ଏବଂ ସୌଭାଗ୍ୟପ୍ରାପ୍ତ ହୋଇଥାଏ ।
୧୦- ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳା ଙ୍କ ମୁହଁ ଟିକେ ଛୋଟ ହୋଇଥାଏ ସେମାନେ ପୁରୁଷ ଙ୍କ ପାଇଁ ବହୁତ ମଙ୍ଗଳ କାରୀ ଅଟନ୍ତି ।
୧୧- ଯେଉଁ ମହିଳା ଙ୍କ ଓ-ଠ ମଝିରେ ରେଖା ଦିଆଯାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି ।
୧୨- ଯେଉଁ ସ୍ତ୍ରୀ ମାନଙ୍କ ର ଦାନ୍ତ ସବୁଠାରୁ ଧଳା ହୋଇଥାଏ ସେମାନେ ନିଜ ସ୍ୱାମୀ ର ଖୁବ ପ୍ରିୟ ହୋଇଥାନ୍ତି ।
୧୩- ଯେଉଁ ମହିଳା ମାନଙ୍କ ଜିଭ ପତଳା, ଲାଲ, ଏବଂ କୋମଳ ହୋଇଥାଏ ସେମାନ ଙ୍କୁ ଉତ୍ତମ ସ୍ୱାମୀ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାନ୍ତି ।
୧୪- ଯେଉଁ ମହିଳା ମାନେ ହସିଲେ ଅଳ୍ପ ଦାନ୍ତ ଦେଖାଯାଏ ସେମାନେ ସ୍ୱାମୀ ଙ୍କ ପାଇଁ ବହୁତ ସୌଭାଗ୍ୟ ଆଣିଥାନ୍ତି ।
୧୫-ଯେଉଁ ମହିଳା ମାନଙ୍କ ହରିଣୀ ଭଳି ଏବଂ ଆଖିଡୋଳା କଳା ଏବଂ ପତାରେ ଛୋଟ କଳା ଚୁଟି ଥାଏ ସେମାନେ ଶୁଭ ହୋଇଥାନ୍ତି ।
୧୬- ଯେଉଁ ମହିଳା ମାନଙ୍କ ହାତ କୋମଳ, ଲୋମ ନଥାଏ କାନ୍ଧ ଆଗକୁ ଥାଏ ସେମାନେ ନିଜ ଜୀଵନ ରେ ଅନେକ ସୁଖ ଭୋଗ କରନ୍ତି ।
୧୭- ଯେଉଁ ମହିଳାଙ୍କ ବାମ ହାତରେ, ବେକରେ, ଗାଲରେ, ଓଠ ରେ ଏବଂ କାନରେ ତିଳ ଚିନ୍ହ ଥାଏ ସେମାନେ ସୁଖ ଭୋଗ କରିଥାନ୍ତି ।
୧୮- ଯେଉଁ ମହିଳା ମାନଙ୍କ ପାଦର ଆଙ୍ଗୁଠି ଭିତରେ ଅଧିକ ଫାଙ୍କ ଥାଏ ସେମାନେ ଧନ ସଞ୍ଚୟ କରି ପାରନ୍ତି ନାହିଁ ।
୧୯- ଯେଉଁ ମାନଙ୍କ ପାଦର କାଣି ଆଙ୍ଗୁଠି ତଳକୁ ସ୍ପର୍ଶ କରନ୍ତି ନାହିଁ ସେମାନେ ସମୟ ପୂର୍ବରୁ ନିଜକୁ ବଦଳାଇ ଦେଇଥାନ୍ତି ।
୨୦- ମହିଳା ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଝାଡୁ କରନ୍ତୁ ଏବଂ ସନ୍ଧ୍ୟା ପରେ ଝାଡୁ କରନ୍ତୁ ନାହିଁ ।
ଏପରି କରିବା ଦ୍ଵାରା ଆପଣଙ୍କ ପୂଜା ସମ୍ପନ୍ନ ବୋଲି ମାନ୍ୟ ହେବ । ଘରେ ସକଳ ସନ୍ଧ୍ୟାରେ ଅବଶ୍ୟ ଘଣ୍ଟି ବଜାଇବା ସହ ଯେକୌଣସି ଦେବାଦେବୀଙ୍କ ମନ୍ତ୍ର ଅବଶ୍ୟ ଉଚ୍ଚାରଣ କରନ୍ତୁ । ଏହା ଦ୍ଵାରା ଘରେ ଥିବା ସମସ୍ତ ଦୁ-ଷ୍ଟ ଶ-କ୍ତି ପ-ଳା-ୟ-ନ କରିବେ । ଏପରି କରିବା ଦ୍ଵାରା ଆପଣଙ୍କ ପୂଜା ସମ୍ପନ୍ନ ବୋଲି ମାନ୍ୟ ହେବ । ଘରେ ସକଳ ସନ୍ଧ୍ୟାରେ ଅବଶ୍ୟ ଘଣ୍ଟି ବଜାଇବା ସହ ଯେକୌଣସି ଦେବାଦେବୀଙ୍କ ମନ୍ତ୍ର ଅବଶ୍ୟ ଉଚ୍ଚାରଣ କରନ୍ତୁ । ଏହା ଦ୍ଵାରା ଘରେ ଥିବା ସମସ୍ତ ଦୁ-ଷ୍ଟ ଶକ୍ତି ପଳାୟନ କରିବେ ।