Vastu Shastra- ମରିଗଲେ ବି ଏମିତି ତୁଳସୀ ଘରେ କେବେ ବି ଲଗେଇବେ ନାହିଁ, ପୁରା ଘର ପରିବାର ହେଇଯାଏ ବର୍ବାଦ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗରୁଡ ପୁରାଣରେ ତୁଳସୀ ବୃକ୍ଷର ଏପରି ମହତ୍ଵ ବର୍ଣ୍ଣନା କରାଯାଇଛି । ଯାହା ସମସ୍ତ ପ୍ରାଣୀ ଜଗତ ପାଇଁ ଉପକାରୀ ବୃକ୍ଷ ରୂପରେ ତୁଳସୀ ବୃକ୍ଷ ସର୍ବଶ୍ରେଷ୍ଟ ଅଟେ । ତୁଳସୀ ପତ୍ରକୁ ଘରେ ରଖି ତା’ ର ନିତ୍ୟ ପୂଜା ଅର୍ଚନା କରିବା ଦ୍ଵାରା ଘର ଉପରେ ସଦା ସର୍ବଦା ଲକ୍ଷ୍ମୀ ଓ ନାରାୟଣଙ୍କର କୃପାଦ୍ରୁଷ୍ଟି ବଜାୟ ରହିଥାଏ । ଘର ପାଇଁ ତୁଳସୀ ବୃକ୍ଷ ସକାରାତ୍ମକ ଶକ୍ତିର ଉତ୍ସ ହୋଇଥାଏ ।

ଏପରି କିଛି ଭୁଲ ତୁଳସୀ ଗଛ ସହିତ କରାଗଲେ । ବୃନ୍ଦାବତୀ ମା କ୍ରୋଧିତ ହୋଇ ସେହି ଘର ଉପରେ କୁପ୍ରଭାବ ପକାଇଥାନ୍ତି । ପ୍ରଥମେ ହେଉଛି ତୁଳସୀ ଗଛକୁ ଖରାପ ମାଟିରେ ଲଗାଇବା ଅନୁଚିତ । ଏପରି କରିବା ଦ୍ଵାରା ମା ବୃନ୍ଦାବତୀ ପ୍ରସନ୍ନ ହୋଇନଥାନ୍ତି । ଦିତୀୟରେ ସୁଖୀଯାଇଥିବା ତୁଳସୀ ଗଛକୁ ଘରେ କେବେ ମଧ୍ୟ ରଖିବା ଉଚିତ ।

ଏହାକୁ ପ୍ରବାହିତ ଜଳରେ ଭସାଇ ଦେବା ଉଚିତ । କାରଣ ଘରେ ଶୁଖିଯାଇଥିବା ତୁଳସୀ ଗଛ ରଖିବା ଅତ୍ୟନ୍ତ ଅଶୁଭ ବିଚାର କରାଯାଇଥାଏ । ଯାହା ଦ୍ଵାରା ଘରେ ନକରାତ୍ମକ ଊର୍ଜା ସଂଚାରିତ ହୋଇଥାଏ । ଶୁଖିଯାଇଥିବା ତୁଳସୀ ଗଛ ଯେଉଁ ଘରେ ରହିଥାଏ । ସେହି ଘରେ ମା ଲକ୍ଷ୍ମୀଙ୍କର କେବେ ମଧ୍ୟ ବାସ ହୋଇନଥାଏ ।

ତୃତୀୟରେ ମହିଳା ମାନଙ୍କର ଋତୁସ୍ରାବ ଚାଲୁଥିବା ସମୟରେ କେବେ ମଧ୍ୟ ତୁଳସୀ ଗଛକୁ ଛୁଇଁବା ବା ତୁଳସୀ ଗଛରେ ପାଣି ଦେବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମା ବୃନ୍ଦାବତୀଙ୍କର ଅପମାନ ହୋଇଥାଏ । ତୁଳସୀ ଗଛ ବଢିବା ପାଇଁ ସେଥିରେ କେମିକାଲ୍ ଆଡ୍ କରିବା ଅନୁଚିତ । ଏହା ଛଡା ତୁଳସୀ ଗଛର ପତ୍ରକୁ ଏଣେତେଣେ ପକାଇବା ମଧ୍ୟ ଅନୁଚିତ ।

କାରଣ ତୁଳସୀ ପତ୍ରକୁ ମାଡିବା ଦ୍ଵାରା ବ୍ୟକ୍ତିର ପାପ ବୃଦ୍ଧି ହୋଇଥାଏ । ତୁଳସୀ ଗଛରେ ପାଣି ଦେବା ସମୟରେ କେବେ ମଧ୍ୟ ଜୋତା ଚପଲ ମାଡି ପାଣି ଦେବା ଉଚିତ ନୁହେଁ । ଏହା ସହିତ ତୁଳସୀ ଗଛରେ ପାଣି ଦେବା ସମୟରେ ଧ୍ୟାନ ଦେବା ଉଚିତ କି ତୁଳସୀ ଗଛରେ ଦେଉଥିବା ପାଇଁ ଭୁଲରେ ମଧ୍ୟ ପାଦରେ ପଡିବା ଉଚିତ ନୁହେଁ ।

ଏହା ଦ୍ଵାରା ମା ବୃନ୍ଦାବତୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହାସହିତ ଧନହାନୀ ହେବାର ମଧ୍ୟ ସମ୍ଭାବନା ରହିଥାଏ । ତୁଳସୀ ଗଛକୁ କେବେ ବି ନଖ ଦ୍ଵାରା ଛିଡାଇବା ଠିକ ହୋଇନଥାଏ । ଯେଉଁ ବ୍ୟକ୍ତି ଏପରି କାର୍ଯ୍ୟ କରିଥାଏ । ସେହି ବ୍ୟକ୍ତିର ରୋଗବେମାରୀ ବୃଦ୍ଧି ହୋଇଥାଏ ।ଘରର ସର୍ବଦା ମଝି ଅଗଣାରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ।

ତୁଳସୀ ଗଛ ଘରେ ୧ ରୁ ଅଧିକ ମନକୁ ସ୍ଵତଃ ପୂର୍ବକ ଉଠି ଯାଇଥିଲେ । ଏହା ଘରେ ମା ଲକ୍ଷ୍ମୀଙ୍କର ଅଶ୍ରୀବାଦ ଥିବାର କଥା ଜଣାପଡିଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *