Personality Test- ଆପଣଙ୍କ ବିଷୟରେ କଣ କୁହେ ? ଆପଣଙ୍କ Blood Group ? ଜାଣନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତିର ଭାଗ୍ୟର କଥା ବିଷୟରେ ଜାଣିବା ବା ବ୍ୟକ୍ତିର ନିଜର ବ୍ୟକ୍ତିତ୍ବକୁ ଠିକ ଭାବରେ ଜାଣିବା ପାଇଁ ସେ କିଛି ନା କିଛି ଉପାୟ ଆପଣାଇଥାଏ । ସେହିପରି ଆଜି ଜାଣିବେ ନିଜର ବ୍ଲଡ଼ଗୃପକୁ ନେଇ ନିଜର ପରସୋନାଲିଟି ବିଷୟରେ ଜାଣିପାରିବେ । କାରଣ ଏପରି କିଛି ଏରିଆରେ ବ୍ଲଡ଼ଗୃପକୁ ନେଇ ମଧ୍ୟ ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ ପତ୍ତା ଲଗାଇ ଦେଇଥାନ୍ତି ।

ବ୍ଲଡ଼ଗୃପ A; – ଯେଉଁ ମାନଙ୍କର ଗୃପ A ହୋଇଥାଏ । ସେମାନେ ବହୁତ ଷ୍ଟାଇଲିଷ୍ଟ ଓ ଆଟ୍ରାକ୍ତିଭ ହୋଇଥାନ୍ତି । ଏମାନେ ନିଜର କାମକୁ ନେଇ ବହୁତ ଅଧିକ ଭାବିଚିନ୍ତି ପୁରା ସିରିଏସ ହୋଇ କରିଥାନ୍ତି । ସେଥିପାଇଁ ଏମାନଙ୍କ ପାଖରେ ବହୁତ ଶୀଘ୍ର ସ୍ଟ୍ରେସ ଆସିଯାଇଥାଏ ।

କାରଣ ଏମାନଙ୍କ ରକ୍ତରେ ଷ୍ଟ୍ରେସ ହରମୋନ ରିଲିଜ ଅଧିକ ପରିମାଣରେ ହୋଇଥାଏ । ଏମାନେ କାହା ସହିତ ଯୁକ୍ତିତର୍କ କରିବାକୁ ପସନ୍ଦ କରିନଥାନ୍ତି । ସେମାନେ ନିଜ ଲକ୍ଷସ୍ତଳରେ ପହଞ୍ଚିବା ପାଇଁ ଅନବରତ ପ୍ରୟାସ କରିଥାନ୍ତି । ନିଜର କ୍ଯାରିଅରକୁ ସେ ସଠିକ ଢଙ୍ଗରେ ପ୍ରସ୍ତୁତ କରିବା ପାଇଁ ପସନ୍ଦ କରିଥାନ୍ତି । ଏମାନଙ୍କ ଉପରେ ଆଖି ବନ୍ଦ କରି ମଧ୍ୟ ବିଶ୍ବାସ କରିପାରିବେ ।

ବ୍ଲଡ଼ଗୃପ B ;- ଏହି ଗୃପର ଲୋକମାନେ A ଗୃପର ବିପରୀତ ଭଳି ହୋଇଥାନ୍ତି । କାରଣ ଏମାନେ କୌଣସି କାର୍ଯ୍ୟ କରିବାକୁ ଅଧିକ ଷ୍ଟ୍ରେସ ନେଇନଥାନ୍ତି.  ସବୁବେଳେ କାର୍ଯ୍ୟକୁ ଥଣ୍ଡା ମୁଣ୍ଡରେ କରିବାକୁ ପସନ୍ଦ କରିଥାନ୍ତି । ଏମାନେ ତାଙ୍କ ଜୀବନରେ ସବୁବେଳେ ନୂଆ ନୂଆ ଯୋଜନା ଭାବିବାରେ ରୁଚି ରଖିଥାନ୍ତି । ନିଜକୁ ସବୁ ପରିସ୍ଥିତିରେ ରିଲାକ୍ଷ ରଖି କିଛି ନିସ୍ପତି ନେବାକୁ ଭଲ ପାଇଥାନ୍ତି । ଏମାନେ ଅନ୍ୟର ସାହାଜ୍ଯ କରିବାକୁ କେବେ ମଧ୍ୟ ପଛଘୁଞ୍ଚା ଦେଇନଥାନ୍ତି ।

ବ୍ଲଡ଼ ଗୃପ AB; –  ଏହି ଗୃପର ବ୍ୟକ୍ତି ମାନେ ସଂପୂର୍ଣ୍ଣ ଚାର୍ମିଙ୍ଗ ପରସୋନାଲିଟି ହୋଇଥାନ୍ତି । ଏମାନଙ୍କ ଭିତରେ କଣ ଚାଲୁଥାଏ ତାହା ବୁଝିବା ଏତେ ସହଜ ହୋଇନଥାଏ । ଏମାନେ କେତେକାଂଶରେ A ଓ B ଉଭୟର ଗୁଣ ନିଜ ପାଖରେ ରଖିଥାନ୍ତି । ଏମାନେ ଅନ୍ୟ ସହିତ ବହୁତ ଶୀଘ୍ର ବନ୍ଧୁତା ସ୍ଥାପନ କରିଦେଇଥାନ୍ତି । ସମସ୍ତଙ୍କ ସହିତ ମିଳିମିଶି ଚଳିବା ଓ ଅନ୍ୟର ଇମୋଶନର ସମ୍ମାନ କରିବା ବହୁତ ଭଲ ଭାବରେ ତୁଲାଇ ଥାନ୍ତି ।

ବ୍ଲଡ଼ଗୃପ O ;- ଏହି ଗୃପର ଲୋକ ମାନଙ୍କର ରକ୍ତ ମଶା ମାନଙ୍କୁ ବହୁତ ହିଁ ଅଧିକ ପସନ୍ଦ ଲାଗିଥାଏ । ଏମାନେ ଅନ୍ୟ ଉପରେ ନିର୍ଭର କରି ଚଳିବାକୁ ପସନ୍ଦ କରିନଥାନ୍ତି । ଏମାନଙ୍କର ଶାନ୍ତ ଓ ନିରୀହ ସ୍ଵଭାବ ପାଇଁ ବହୁତ ଲୋକଙ୍କ ପାଖରେ ଏମାନେ ପ୍ରିୟ ହୋଇପାରିଥାନ୍ତି । ଏମାନେ କଥା କଥାରେ ବହୁତ ଶୀଘ୍ର ଅନ୍ୟ ଉପରେ ଜେଲସ ମଧ୍ୟ ହୋଇଯାଇଥାନ୍ତି । ତେଣୁ ଏମାନେ ଦରକାରରୁ ଅଧିକ କାହା ସହିତ ମିଳାମିଶା କରିବାକୁ ଭଲ ପାଇନଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *