ଏହିଠାରେ ରୋଷେଇଘର ରହିଲେ, ହୋଇଥାଏ ଧନ ବର୍ଷା

ଯଦି ଆମ ମାନଙ୍କ ଘରେ ରୋଷେଇ ଘର ସଠିକ୍ ସ୍ଥାନରେ ନଥାଏ । ତେବେ ସେମିତି ବେଳେ ଆମ ମାନଙ୍କ ର ବହୁତ ଗୁଡ଼ିଏ କ୍ଷେୟ କ୍ଷେତି ହୋଇ ଥାଏ । ରୋଷେଇ ଘର ସବୁ ସମୟ ରେ ସଠିକ୍ ସ୍ଥାନ ରେ ହିଁ ରହିବା ଦରକାର । ତେବେ ସେହି ପରି ବେଳେ ଏହି ରୋଷେଇ ଘର ରୁ ଆପଣ ମାନଙ୍କୁ ଜଣା ପଡ଼େ ସେହି ଘର ର ସ୍ୱାସ୍ଥ୍ୟ ଏବଂ ଉନ୍ନତି ବିଷୟ ରେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବୁ କି ରୋଷେଇ ଘର ପାଇଁ ସଠିକ୍ ଦିଗ ହେଉଛି ଦକ୍ଷିଣ ପୂର୍ବ କୋଣ ବା ଆଗ୍ନେୟ କୋଣ ବୋଲି ବି ଆମେ ମାନେ କହି ପାରିବା ।

ଏହି ଦିଗ ରେ ରୋଷେଇ ଘର ରହିଲେ ସବୁ ସମୟ ରେ ଘର ର ମହିଳା ମାନେ ସନ୍ତୁଷ୍ଟ ଏବଂ ଖୁସି ରହି ଥାନ୍ତି ।ସେହି ପରି ବେଳେ କେବଳ ଦକ୍ଷିଣ ଦିଗରେ ଏହି ରୋଷେଇ ଘର ରହିବା ବହୁତ ଅଶୁଭ ହୋଇ ଥାଏ । କାରଣ ଏହା ମଙ୍ଗଳ ଗ୍ରହ ଏବଂ ଯମଙ୍କର ଦିଗ ଅଟେ । ତେବେ ସେହି ପରି କ୍ଷେତ୍ରରେ ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଘରେ ସବୁ ସମୟ କଳି ବହୁତ ପରିମାଣ ରେ ଲାଗି ହୋଇ ରହିଥାଏ ।

ସେହି ପରି ଭାବେ ପଶ୍ଚିମ ଦିଗ ରେ ରୋଷେଇ ଘର ରହିବା ଦ୍ୱାରା ଘରର ତାଳତମ୍ୟ ସଠିକ୍ ରୂହେ ନାହିଁ । ଏବଂ ବହୁତ ସମୟରେ ବାସ୍ତୁଦୋଷ ଉତ୍ପନ ହୁଏ । ଏହା ପ୍ରଭାବ ରେ ଅନ୍ନ ଏବଂ ଧନ ନଷ୍ଟ ହୁଏ । ସେହି ପରି ଭାବେ ରୋଷେଇ ଘର ଯଦି ଉତ୍ତର ପଶ୍ଚିମ କୋଣ ବା ବାଇ କୋଣ ରେ ରହି ଥାଏ । ତେବେ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟ ରେ ସଂମ୍ପର୍କ କ୍ଷ୍ୟୁଣ ହୁଏ । ଏମାନଙ୍କ ଅନେକ ସମୟ ଝଗଡା ରେ ବିତି ଥାଏ ।

ସ୍ୱାମୀ ମଧ୍ୟ ପର ସ୍ତ୍ରୀ ଗାମୀ ହୁଅନ୍ତି । ସେହି ପରି ଭାବେ ରୋଷେଇ ଘର ଯଦି ଉତ୍ତର ପୂର୍ବ କୋଣରେ ରହିବ । ବା ଅୟଶାନ୍ୟ କୋଣ ରେ ରହିଥାଏ । ତେବେ ଏମିତି ରେ ସେହି ଘର ର ମହିଳା ମାନେ ବହୁତ ଚତୁର ହୁଅନ୍ତି । ଘର ର ମୁରବୀ ମାନେ ଘର ପରିବାର ଲୋକ ମାନଙ୍କୁ ସ୍ନେହ କରି ଥାନ୍ତି । ପରିବାର ଲୋକ ମାନେ ଏକାଠୀ ରହିବା ସହିତ ସୁଖ ଶାନ୍ତି ରେ ସମୟ ବିତାନ୍ତି ।

ସେମିତି ରେ ଯେତେ ବେଳେ ଘରେ ଚୁଲୀ ବିଛାଉଛନ୍ତି । ତେବେ ତାହା ପଶ୍ଚିମ ଦିଗ କୁ ଥିବା ଜରୁରୀ ଅଟେ । ଏହା ମନେ ରଖିବେ । ଏବଂ ଘର ର ମହିଳା ମାନେ ରୋଷେଇ କରିବା ସମୟ ରେ ପୂର୍ବ ରୁ ମୁହଁ କରି ରୋଷେଇ କରିବା ଆବଶ୍ୟକ । ତେବେ ସେମାନଙ୍କ ପରିବାର ସଠିକ୍ ଭାବେ ଚାଲେ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *