ଏହି ବଲୀଉଡ ଷ୍ଟାର ଙ୍କ ସମ୍ପତି କେତେ ଜାଣିଲେ, ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆପଣ ମାନଙ୍କୁ ଅକ୍ଷୟ କୁମାର ଙ୍କର ବହୁତ ଗୁଡିଏ ତଥ୍ୟ ବିଷୟ ରେ ଆପଣ ମାନଙ୍କୁ କହିବୁ । ଯେମିତି କି ତାଙ୍କର ସଂମ୍ପତୀ ତାଙ୍କର ଘର ଗାଡୀ ଏବଂ ଏମିତି କିଛି ଅଜଣା ତଥ୍ୟ ବିଷୟ ରେ ଆପଣ ମାନଙଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ । ତେବେ ବଲିଉଡ ର ଅକ୍ଷୟ କୁମାର ଙ୍କୁ ଜକି ଚାନ୍ ଏବଂ ଖିଲାଡୀ ବୋଲି ବି କୁହା ଯାଏ ।

ଆଉ ଆଜି ଯାଏ ସେ 152 ଟି ଫିଲ୍ମ ରେ ମ୍ୟନ୍ ଅଭିନେତା ଭାବେ କାମ କରିଛନ୍ତି । ଅକ୍ଷୟ କୁମାର ଙ୍କ ଜନ୍ମ ପଞାବ୍ ର ଅମୃତ ସୋର ରେ ଏବଂ ତାଙ୍କର ଅସଲ ନାମ ହେଲା ରାଜିବ୍ ହୋରି ଓଁ ଭାଟିଆ । ସେ ବଲିଉଡ ର ବେଷ୍ଟ କମେଡିଆନ, ତା ଛଡା ଆକ୍ସନ ସହିତ ରୋମାଣ୍ଟୀକ୍ ବି କରି ଥାନ୍ତି ।

ତେବେ ଏବେ ଆସନ୍ତୁ ତାଙ୍କର ସଂମ୍ପତୀ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା । ଅକ୍ଷୟ କୁମାର ଙ୍କ ଆମ ଦେଶ ରେ ଯେତିକି ସଂମ୍ପତୀ ନାହିଁ ଦେଶ ବାହାରେ ତାଙ୍କର ବହୁତ ସଂମ୍ପତୀ ରହିଛି । ଯେମିତି କି ଆମେରିକା କାନାଡା ଲଣ୍ଡନ ।

ତାଙ୍କର ଦୁଇଟି ଫିଲ୍ମ ପ୍ରୋଡକ୍ସନ କମ୍ପାନୀ ରହିଛି । ଆଉ ଅକ୍ଷୟ କୁମାର ଆମ ଭାରତ ରେ ଯେତେ ବି ଅଭିନେତା ମାନେ ରହିଛନ୍ତି ସେହି ମାନଙ୍କ ଠାରୁ ସବୁଠୁ ଅଧିକ ପଇସା ନେଇ ଥାନ୍ତି ।

ଆଉ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ଜଣେ ଭାରତ ର ନାଗରିକ ନୁହନ୍ତି । ସେ କିଛି ବର୍ଷ ତଳେ କାନାଡା ର ନାଗରିକତା ନେଇଛନ୍ତି । ତାଙ୍କ ସ୍ତ୍ର ଙ୍କ ନାମ ଟୁଇଙ୍କିଲ୍ ଖାନ୍ନା ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି ।

ଏବଂ ସେହି ପରି ବେଳେ ତାଙ୍େକ ପାଖରେ ବହୁତ ଏମିତି ଗାଡି ମାନ ରହିଛି ଜାହାର ଦାମ୍ 40 କୋଟି ହେବ । ଏବଂ ସେ ବହୁତ ବ୍ରାଣ୍ଡ ପାଇଁ ଆଡ୍ କରି 110 ରୁ 150 କୋଟି ନେଇ ଥାନ୍ତି । ଏବଂ ବର୍ତମାନ ସମୟ ରେ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ହେଲା 4 ହଜାର 3 ଶହ 75 କୋଟି ଟଙ୍କା ରହିଛି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *