M ନାମର ବ୍ୟକ୍ତି ମାନଙ୍କ ବିଷୟରେ କିଛି ଖାସ କଥା, ଜାଣନ୍ତୁ

ବ୍ୟକ୍ତି ଙ୍କ ଜିବନ ରେ ତାଙ୍କ ନାମର ବହୁତ ମହତ୍ୱ ରହି ଥାଏ । ନାମର ପ୍ରଥମ ଅକ୍ଷର ସେହି ବ୍ୟକ୍ତି ର ଜିବନ ଉପରେ ବହୁତ ପ୍ରଭାବ ପକେଇ ଥାଏ । ସେମିତିରେ ଆମେ ଆଜି ଆପଣ ମାନଙ୍କୁ M ଅକ୍ଷର ବିଷୟରେ କହିବା ପାଇଁ ଚାହିଁବୁ । ଯେଉଁ ବ୍ୟକ୍ତି ମାନଙ୍କ ନାମର ଇଂରାଜୀ ଅକ୍ଷର M ରୁ ଆରମ୍ଭ ହୋଇ ଥାଏ ।

ତେବେ ଏପରି ବ୍ୟକ୍ତି ମାନେ ଜ୍ଞ୍ୟାନ ବାଣ୍ଟିବାରେ ମାହିର ହୋଇ ଥାନ୍ତି । ଏମାନେ ଅଧିକ ଭାବୁକ ଏବଂ ସଂଙ୍କୁଚ ହୋଇ ଥାନ୍ତି । ସବୁ ସମୟ ରେ ଏମାନେ ଗଭିର ଚିନ୍ତା ରେ ମଗ୍ନ ରହି ଥାନ୍ତି । ବେଳେ ବେଳେ ଅନ୍ୟ ମାନଙ୍କ ପାଇଁ ଘାତକ ମଧ୍ୟ ପ୍ରମାଣିତ ହୋଇ ଥାନ୍ତି । ଏମାନେ ବହୁତ ଜିଦଖୋର ହୋଇ ଥାନ୍ତି । ଏବଂ କୈଣସି କଥା କୁ ଥରେ ଧରି ଦେଲେ ଛାଡନ୍ତି ନାହିଁ ।

ହେଲେ ଏହି M ଅକ୍ଷରର ଲୋକ ମାନଙ୍କ ଉପରେ ଭାଗ୍ୟ ଦେବୀ ପ୍ରଶ୍ନ ରହି ଥାନ୍ତି । ସେହିଥି ପାଇଁ ଧନ ଏବଂ ସମ୍ମାନ ଏମାନଙ୍କୁ ମିଳି ଥାଏ । ସାଧାରଣ ଭାବେ ଏପରି ଜାତକ ରାଜନିତୀ ରେ ଦେଖିବା ପାଇଁ ମିଳନ୍ତି । ଏପରି ବ୍ୟକ୍ତି ମାନେ ଭଲ ବ୍ୟକ୍ତା ଏବଂ ଲେଖକ ହୋଇ ଥାନ୍ତି । ଏମାନେ କାମ ପ୍ରତି ଏମାନେ ସଚେତନ ନୁହନ୍ତି ।

କିନ୍ତୁ ଭାଗ୍ୟ କୁ ଧନୀ ହୋଇ ଥିବାରୁ ଏମାନେ ସଫଳତା ର ସିଢୀ ଚଢି ଚଢି ଚାଲନ୍ତି । ଏହି ପରି ବ୍ୟକ୍ତି ମାନେ ଅଧିକ ଭାବୁକ ହୋଇ ଥିବାରୁ ଶିଘ୍ର ପ୍ରେମ ରେ ପଢନ୍ତି । ଏବଂ ପ୍ରେମ କୁ ତୁଲାଇବାରେ ସାହାସ ମଧ୍ୟ ରଖି ଥାନ୍ତି । ଏମାନେ ପ୍ରେମ କୁ ପାଇବା ପାଇଁ ସବୁ କିଛି କରି ପାରନ୍ତି । ଏହିୁ ସବୁ ଗୁଣ ପାଇଁ ଆପଣ ମାନଙ୍କ ଫ୍ରେଣ୍ଡ ସର୍କୋଲ ବଡ ହୋଇ ଥାଏ ।

ସବୁ ବେଳେ ଏମାନେ ତାଙ୍କର ପ୍ରେମ ଠାରୁ ଅଧିକ ସୁନ୍ଦର ହୋଇ ଥାନ୍ତି । ଜାହାକୁ ଏମାନେ ନିଜର କରିବା ପାଇଁ ଚେଷ୍ଟା କରନ୍ତି । ଏମାନେ ନିଜର ନୈତିକ ମୂଲ୍ୟ ରେ ଜିବନ ଅତିବାହିତ କରି ଥାନ୍ତି ।

ଖରାପ୍ କାମ କୁ ଏବଂ ଖରାପ୍ କାମ କରୁ ଥିବା ଲୋକ ଙ୍କୁ କେବେ ବି ପ୍ରଶୟ ଦିଅନ୍ତୁ ନାହିଁ । ଏମାନେ କୈଣସି କଥା କୁ ବୁଲେଇ ବଙ୍କେଇ କହି ନ ଥାନ୍ତି । ଜାହା କୁହନ୍ତି ସିଧା ସିଧା କୁହନ୍ତି ଏଥି ପାଇଁ ଅନ୍ୟ ମାନଙ୍କୁ ଏମାନଙ୍କ କଥା କୁ ଭଲ ଲାଗେ ନାହିଁ । ଏବଂ ଏମାନଙ୍କ ଶତୃ ସଂଖ୍ୟା ବଢି ବଢି ଚାଲେ ।

ସବୁ ବେଳେ ଏମାନଙ୍କର ଗୋଟିଏ ପ୍ରୟାାଶ ରହି ଥାଏ କି ସମାଜ ରେ ଏମାନଙ୍କୁ କେମିତି ସମ୍ମାନ ମିଳିବ । ଏମାନେ ବହୁତ ଉଚ୍ଛ ବିଚାର ଧାରଣା ର ବ୍ୟକ୍ତି ଅଟନ୍ତି । ବେଳେ ଏଥି ପାଇଁ ଏମାନଙ୍କୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡେ । ଏପରି ଜାତକ ନିଜକୁ ଶ୍ରେଷଷ୍ଟ ବୋଲି ଭାବନ୍ତି ଏବଂ ତାହାକୁ ପୂରଣ କରିବା ପାଇଁ ଚେଷ୍ଟା ମଧ୍ୟ କରନ୍ତି ।

ଲୋକ ମାନଙ୍କ ପାଖରେ ଗୋଟିଏ ଅଭିଯୋଗ ଥାଏ କି ଲୋକ ମାନେ ଏମାନଙ୍କୁ ବୁଝି ପାରନ୍ତି ନାହିଁ । ଏମାନେ ଯେତେ ପର୍ଯ୍ୟନ୍ତ ଶାନ୍ତ ଥାନ୍ତି ତ ଥାନ୍ତି ହେଲେ ଥରେ ରାଗ ଆସିଲେ ଏମାନଙ୍କୁ ବୁଝେଇବା କଷ୍ଟ ହୋଇ ଥାଏ ।

ଏମାନେ ବହୁତ ତେଜଶ୍ୱୀ ଅଟନ୍ତି । ଏମାନେ ସବୁ ବେଳେ ନିଜର ବଡ ପଣିଆ ଦେଖେଇ ହୋଇ ଥାନ୍ତି । ହେଲେ ଏମାନେ ଥରେ ଭଲ ପାଇ ବସି ଗଲେ ଏମାନଙ୍କ ଠାରୁ ଆଉ ଭଲ ବ୍ୟକ୍ତି ରହି ନ ଥାନ୍ତି ।

Leave a Reply

Your email address will not be published. Required fields are marked *