କେଉଁ ମାସରେ ଘର କଲେ କଣ ହୁଏ ଜାଣନ୍ତୁ…

ଏପରି ବି କିଛି ମାସ ରହିଛି ଯେଉଁ ମାସ ରେ ଆପଣ ମାନେ ଯେକୈଣସି କାର୍ଯ୍ୟ କରିଲେ ମଧ୍ୟ ଆପଣ ମାନଙ୍କୁ ଲାଭ ମିଳି ଥାଏ ।   ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଜିବନ ସାରା ଧନ ର ବର୍ଷା ହେବାର ଦେଖିବେ । ଏବଂ ଖାସ୍ କରି ଯଦି ଆପଣ ମାନେ ଏହି ମାସ ରେ ଘର କରି ଥାନ୍ତି  ତେବେ ସବୁ ଖୁସି ଆପଣଙ୍କୁ ମିଳିଥାଏ ।  

 ସବୁ ବେଳେ ଆପଣ ମାନେ ଯଦି ନିଜର ଘରକୁ ଏହି ସବୁ ମାସ ରେ କରିବେ ତେବେ ଆପଣ ମାନଙ୍କୁ କେବେ ବି ଏପରି ସମସ୍ୟା ରେ ପଡିବା ପାଇଁ ପଡିବ ନାହିଁ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଏବଂ ଲୋକ ମାନଙ୍କ ନଜର ବି ଘର ଉପରେ ପଡି ଥିଲେ ଆମ ମାନଙ୍କ ସଂସାର ରେ ନିଆଁ ଲାଗି ଯିବା ପରି ଲାଗି ଥାଏ ।

ପ୍ରଥମେ ରହିଛି ଯଦି ଆପଣ ମାନେ ବୈଷାଖ ମାସ ରେ ଆପଣ ମାନଙ୍କ ଘର ର ଆରମ୍ଭ କରୁ ଛନ୍ତି । ଆପଣ ମାନଙ୍କ ଘରେ ସବୁ ସମୟ ରେ ଉନ୍ନତି ହେଉ ଥିବ । ଆପଣ ମାନଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳି ଥାଏ । ତେବେ ସେହି ପରି ବେଳେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଧନ ରତ୍ନ ର ଅଭାବ ରହିବ ନାହିଁ ।

ଯଦି ଆପଣ ମାନେ ଏହା ଛଡା ଜ୍ୟଷ୍ଠ ମାସ ରେ ଘର ର ଆରମ୍ଭ କରୁଛନ୍ତି । ବହୁତ ଲୋକ ମାନେ ଆପଣ ମାନେ ଦେଖି ଥିବେ ସେମାନେ ଘର ଅଧା କରି ହିଁ ରହିଛନ୍ତି । ତେବେ ଗୃହ କର୍ତା ଙ୍କର ମୃତ୍ୟୁ କାର୍ଯ୍ୟ ରେ ଅସୁବିଧା ହେବ । ଏମିତି ହେବା ପଛ ରେ ସେମାନଙ୍କ ଭୁଲ ମାସ ରେ ଘର ତିଆରି କରିବା ହେଉଛି ପ୍ରଧାନ କାରଣ ।

ଯଦି ଆପଣ ମାନେ ଆଶାଢ ମାସ ରେ ଘର ତିଆରି କରନ୍ତି । ଯଦି ଏହା ଛଢା ଆପଣ ମାନେ ଶ୍ରାବଣ ମାସରେ ଘର ତିଆରି କରନ୍ତି । ତେବେ ସବୁ କାର୍ଯ୍ୟ ସିଦ୍ଧ ହୋଇ ଥାଏ ।

ତେବେ ଘରକୁ ଧନ ପ୍ରାପ୍ତି ଏବଂ ବ୍ୟବସାୟ ରେ ଧନ ବୃଦ୍ଧି ହେବାର ରହି ଥାଏ । ଆଶିର୍ଣ୍ଣ ମାସ ରେ କଲେ ଘର ର ଲୋକ ମାନଙ୍କ ରୋଗ ବୁଦ୍ଧି ହୋଇ ଥାଏ । ସେହି ପରି ବେଳେ ଭାଦ୍ରବ ମାସ ରେ ଆପଣ ମାନେ ଯଦି ଘ କରନ୍ତି ତେବେ ବି ଆପଣ ମାନେ ସଫଳ ହେବେ ।

ଯଦି ଆମେ ମାର୍ଗଶୀର ମାସ ର କଥା କହିବା ତେବେ ସବୁଠୁ ଭଲ ହୋଇ ଥାଏ ଘର ତିଆରି ପାଇଁ ମାତା ଲକ୍ଷ୍ମୀ ଙ୍କ ଆଶିଷ ସହିତ ଆପଣ ମାନଙ୍କ ଘର ସବୁ ସମୟ ରେ ଖୁସି ରେ ଭରି ଯାଇ ଥାଏ ।

କାର୍ତିକ ମାସ ରେ କଲେ ଆପଣ ମାନଙ୍କ ଘରେ ଚୋର ମାନଙ୍କ ଭୟ ରହି ଥାଏ ନିଶ୍ଚିତ ଭାବେ ଆପଣ ମାନଙ୍କ ଘରେ ଛୋରୀ ହେୋବାର ସମ୍ବାବନା ରହି ଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *