Health Tips- ଏହାକୁ ଥରେ ପିଇ ନିଅନ୍ତୁ, ଯେ କୌଣସି ପ୍ରକାର ତଣ୍ଟି ଦରଜ ହେଉ ନା କାହିଁକି ତୁରନ୍ତ ଭଲ ହୋଇଯିବ

ବନ୍ଧୁଗଣ, ତଣ୍ଟି ଦରଜ ଭଳି ସମସ୍ୟା ବିଭିନ୍ନ କାରଣରୁ ଋତୁ ପରିବର୍ତ୍ତନ ଯୋଗୁଁ ହୋଇଥାଏ । ମାତ୍ର ଅଧିକାଂଶ ସମୟରେ ଏହା ବ୍ୟାକ୍ଟେରିୟା ତଥା ଭାଇରସ କାରଣରୁ ହୋଇଥାଏ । ଯେବେ କୌଣସି ବ୍ୟକ୍ତି ଙ୍କୁ ଜ୍ଵର, ଥଣ୍ଡା, କାଶ, କାନରେ କଷ୍ଟ, ଗଳା କିମ୍ବା ମୁହଁ ରେ କ୍ୟାନ୍ସର ଭଳି ଗମ୍ଭୀର ରୋଗ ହୋଇଥାଏ ।

ଏହି କାରଣରୁ ମଧ୍ୟ ତଣ୍ଟି ଦରଜ ଭଳି ସମସ୍ୟା ହୋଇଥାଏ । ସଠିକ ସମୟରେ ଯଦି ଏହା ଉପରେ ଧ୍ୟାନ ନ ଦିଆଯାଏ ତେବେ ଏହା ବହୁତ ଅଧିକ କଷ୍ଟଦାୟକ ହୋଇଯାଏ । ଆଜି ଆମ୍ଭେ ଆପଣଙ୍କୁ ଏହି ଉପାୟ ଟି କହିବାକୁ ଯାଉଅଛୁ, ତଣ୍ଟି ଦରଦ ଭଳି ସମସ୍ୟା ହେଲେ ଆପଣ ଘରୋଇ ଉପାୟ ଦ୍ଵାରା ଏହାର ସମାଧାନ କରିପାରିବେ । ଆସନ୍ତୁ ଜାଣିନେବା ସେହି ଘରୋଇ ଉପାୟ ଟି କଣ ଅଟେ ?

୧- ପ୍ରଥମେ ଆପଣ ୧ କପ ଉଷୁମ ପାଣି ନିଅନ୍ତୁ । ସେଥିରେ ୧ ଚାମଚ ଭିନେଗାର ମିଶାନ୍ତୁ । ଏହାପରେ ଆପଣ ଏଥିରେ ୧ ଚାମଚ ଲେମ୍ବୁରସ ମିଶାନ୍ତୁ । ଏହାପରେ ଏହି ମିଶ୍ରଣ ରେ ୧ ଚାମଚ ମହୁ ମିଶାନ୍ତୁ । ଏହି ମିଶ୍ରଣ କୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣ ବନାଇ ଆପଣ ଦିନରେ ୨ ଥର ସେବନ କରନ୍ତୁ । ଯେ କୌଣସି ସମୟରେ ଆପଣ ଏହାର ସେବନ କରି ପାରିବେ ।

ଆପଣ ଏହାକୁ ଥରେ ସେବନ କରି ଦେଖନ୍ତୁ ଆପଣ ନିଜେ ଅନୁଭବ କରି ପାରିବେ ଯେ, ଆପଣଙ୍କ ତଣ୍ଟି ଦରଜ ଭଳି ସମସ୍ୟା ସାଙ୍ଗେ ସାଙ୍ଗେ ଦୂର ହୋଇଯିବ । ଯଦି ଆପଣଙ୍କର ଅନେକ ଦିନରୁ ଏଭଳି ସମସ୍ୟା ହେଉଅଛି ତେବେ ଆପଣ ୨ ରୁ ୩ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ସେବନ କରନ୍ତୁ । ଯଦି ଆପଣ ଏହି ଉପାୟ ଟି କରି ପାରନ୍ତି ନାହିଁ ତେବେ ଅନ୍ୟ ଉପାୟ ଟି ହେଉଛି,

୨- ଆପଣ ଗୋଟିଏ ପାତ୍ରରେ ଫାଳେ ଲେମ୍ବୁ ରସ ବାହାର କରି ଦିଅନ୍ତୁ । ସେଥିରେ ୧ ଚାମଚ ମହୁ ମିଶାଇ ଦିଅନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ଆପଣ ଚାଟି ଚାଟି ଖାଇ ନିଅନ୍ତୁ । ଆପଣ ଦେଖିବେ ଆପଣଙ୍କର ତଣ୍ଟି ଦରଜ ଭଳି ସମସ୍ୟା ଯଥାଶୀଘ୍ର ଦୂର ହୋଇଯିବ । ଏହା ସହିତ ଆପଣଙ୍କୁ ବହୁତ ଆରାମ ମିଳିବ ।

ତଣ୍ଟି ଦରଜ କାରଣରୁ ଆପଣଙ୍କୁ ବହୁତ ଅସୁବିଧା ହୋଇଥାଏ ଆପଣ ମାନେ କୌଣସି ଖାଦ୍ୟ କୁ ସହଜରେ ଗିଳି ମଧ୍ୟ ପାରନ୍ତି ନାହିଁ । ମାତ୍ର ଏହି ସହଜ ଘରୋଇ ଉପଚାର ର ପ୍ରୟୋଗ ଦ୍ଵାରା ଆପଣ ଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘରୋଇ ଉପଚାର ର ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।  ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *