Chanakya Niti- ଦୁଷ୍ଟ ବା ଚାଲବାଜ ସ୍ତ୍ରୀଙ୍କୁ ଚିହ୍ନିବେ କିପରି ? ଜାଣି ରଖନ୍ତୁ ଏହି 5 ଟି ଲକ୍ଷଣ

ବନ୍ଧୁଗଣ, ମାନାଯାଇଅଛି ଯେ, ମହିଳା ଙ୍କ ବିନା ପୁରୁଷ ଙ୍କ ଜୀବନ ବ୍ୟତୀତ କରିବା ଅସମ୍ଭବ । କେବଳ ମହିଳା ହିଁ ମା’, ଝିଅ, ଭଉଣୀ, ସ୍ତ୍ରୀ ରୂପରେ ପରିଗଣିତ ହୋଇ ପୁରୁଷ ଙ୍କ ଜୀବନ କୁ ସ୍ଵୋର୍ଗ ସାଦୃଶ୍ୟ କରିଥାନ୍ତି ।

ମାତ୍ର ମହିଳା ଙ୍କ ଠାରେ ଅଲଗା ଅଲଗା ଲକ୍ଷଣ ନଜର ଆସିଥାଏ । ଅଧିକାଂଶ ସମୟରେ ଯାହା ଆମକୁ ଦେଖାଯାଏ ତାହା ହୋଇ ନଥାଏ । ସେ ସବୁ ସତ୍ୟତା ଠାରୁ ଅନେକ ଦୂରରେ ରହିଥାଏ । କେତେକ ସମୟରେ ଆମ ଆଖପାଖରେ ଏଭଳି ମହିଳା ମାନେ ରହିଥାନ୍ତି ଯେଉଁମାନେ ବହୁତ ଜଲ୍ଦି ନିଜ ଚାଲାଖ ପଣ ଦେଖାଇବାକୁ ଓହ୍ଲାଇ ଆସିଥାନ୍ତି । ସେମାନଙ୍କୁ ବୁଝିବା ବହୁତ କଷ୍ଟସାଧ୍ୟ ହୋଇଯାଇଥାଏ ।

ଆଜି ଆମ୍ଭେ ସେହି ମହିଳା ମାନଙ୍କ ଠାରେ ଦେଖାଯାଉଥିବା ୫ ଟି ଲକ୍ଷଣ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ଯେ ମହିଳା ଜଣକ ଙ୍କ ସ୍ଵଭାବ କିଭଳି ।

୧- ଅଧିକ ଧନର ଲାଳସା;- ନିଜ ଆଖ ପାଖ ଆପଣ ନିଶ୍ଚିତ ଦେଖିଥିବେ ଯେ, କିଛି ମହିଳା ଏଭଳି ରହିଥାନ୍ତି ଯେଉଁ ମାନଙ୍କୁ କେବଳ ଟଙ୍କା ପ୍ରତି ଲୋଭ ରହିଥାଏ । ସେ ସର୍ବଦା ଟଙ୍କା ର ଡିମାଣ୍ଡ କରିଥାଏ । ଯଦି କୌଣସି ସ୍ତ୍ରୀ ରେ ଏହି ପ୍ରକାର ଲକ୍ଷଣ ନଜର ଆସିଥାଏ ତେବେ ଆପଣ ବୁଝି ଯାଆନ୍ତୁ ଯେ ସେ ମହିଳା ଜଣକ ଟଙ୍କା ପ୍ରିୟ ଅଟେ ।

୨- ଆକର୍ଷିତ କରୁଥିବା ମହିଳା;- ଏହି ସଂସାରରେ କିଛି ମହିଳା ଏଭଳି ଅଛନ୍ତି ଯେଉଁ ମାନେ ପୁରୁଷ ଙ୍କୁ ମୂର୍ଖ ବନାଇବାରେ ସକ୍ଷମ ହୋଇଥାନ୍ତି । ସେମାନେ ନିଜ ମିଠା ମିଠା କଥା ତଥା ସୁନ୍ଦର ଚେହେରା ଦ୍ଵାରା ପୁରୁଷ ଙ୍କୁ ଆକର୍ଷିତ କରିଥାନ୍ତି । ଏହିଭଳି ମହିଳା ନିଜ ସ୍ଵାର୍ଥ ପାଇଁ ପୁରୁଷ ଙ୍କ ନିକଟରେ ଥାନ୍ତି । ଥରେ ସ୍ଵାର୍ଥ ପୂର୍ଣ୍ଣ ହୋଇଗଲେ ସେମାନେ ସେହି ପୁରୁଷ ଙ୍କୁ ଭୁଲି ଯାଆନ୍ତି ।

୩- ମିଠାବାଣୀ କହୁଥିବା ମହିଳା;- ଆପଣ ବାହାରକୁ ଗଲେ ନିଶ୍ଚିତ ଦେଖିବାକୁ ପାଉଥିବେ ଯେ, କିଛି ମହିଳା ଜରୁରୀ ଠାରୁ ଅଧିକ ମିଠା କଥା କହିଥାନ୍ତି । ସେହି ସମୟରେ ଆପଣଙ୍କୁ ତାଙ୍କ କଥା ଭଲ ଲାଗିଥାଏ ଏବଂ ଆପଣ ତାଙ୍କ ଉପରେ ମୋହିତ ହୋଇଯାଇଥାନ୍ତି । ମାତ୍ର ଅନେକ ସମୟରେ ଏହି ମହିଳା ମାନେ ପୁରୁଷ ମାନଙ୍କୁ ନିଜ ମିଠା କଥା ମାଧ୍ୟମରେ ବୋକା ବନାଇଥାନ୍ତି । ଏହିଭଳି ମହିଳାଙ୍କ ଠାରୁ ଆପଣ ସାବଧାନ ରୁହନ୍ତୁ ।

୪- କଥାକୁ ବଢାଇ ଚଢାଇ କହୁଥିବା ମହିଳା;- କିଛି ମହିଳା ଏଭଳି ଥାନ୍ତି ଯେଉଁ ମାନଙ୍କୁ କଥା ବନାଇବା ବେସ ଭଲ ଭାବେ ଜଣା । କୌଣସି କଥା କୁ ବଢାଇ ଚଢାଇ କହିବା ତାଙ୍କୁ ଭଲ ଭାବରେ ଜଣାଥାଏ । ଯଦି ଆପଣ ଏହିଭଳି ମହିଳା ଙ୍କ ଠାରୁ ଦୂରେଇ ରୁହନ୍ତି ତେବେ ନିଶ୍ଚିତ ରୂପରେ ଆପଣଙ୍କ ଘର ପରିବାରରେ କଳହ ର ବାତାବରଣ ସୃଷ୍ଟି ହେବ ନାହିଁ ।

୫- ଧୋକା ଦେଉଥିବା ମହିଳା;- କିଛି ମହିଳା ଙ୍କ ଅଭ୍ୟାସ ହୋଇଥାଏ ଯେ, ସେ ସର୍ବଦା ଅନ୍ୟକୁ ଧୋକା ଦେଲାଭଳି କାର୍ଯ୍ୟ କରିଥାନ୍ତି । ଯଦି ସେ କିଛି କଥା କହିଥାଏ ତେବେ ସେ ସଙ୍ଗେ ସଙ୍ଗେ ପ୍ରମାଣ କରି ଦିଅନ୍ତି ଯେ ମୁଁ ଏଭଳି ଆଦୌ କହି ନାହିଁ । ଏଭଳି ମହିଳା ଙ୍କ ଜାଲରେ ଫସିବା ବହୁତ ସହଜ ହୋଇଥାଏ । ଏହିଭଳି ମହିଳାଙ୍କ ଠାରୁ ଦୂରରେ ରୁହନ୍ତୁ । ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *